Browsing Category

National

ଆସନ୍ତାକାଲି ଭାରତ ବନ୍ଦ; ଜାଣନ୍ତୁ କ’ଣ ଖୋଲା, କ’ଣ ବନ୍ଦ?

ନୂଆଦିଲ୍ଲୀ (ଆମ ଟିଭି):  ଆସନ୍ତାକାଲି ଭାରତ ବନ୍ଦ । ଏହି ଡାକରା ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଦ୍ୱାରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ୧୭ ଦଫା ଦାବୀ ନେଇ ଏହି ବନ୍ଦ ଡାକରା ଦିଆଯାଇଛି।…

ବ୍ରିକ୍ସ ଦେଶମାନଙ୍କ ପକ୍ଷରୁ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

ନୂଆଦିଲ୍ଲୀ (ଆମ ଟିଭି): ବ୍ରାଜିଲରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ଭାରତକୁ ବଡ଼ କୂଟନୈତିକ ସଫଳତା ମିଳିଛି। ବ୍ରିକ୍ସ ପକ୍ଷରୁ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଠୋର ଭାଷାରେ ନିନ୍ଦା…

୧୪ଟି ଦେଶ ଉପରେ ନୂଆ ଟାରିଫ୍‍ ଲଗାଇଲେ ଟ୍ରମ୍ପ

ବିଶ୍ୱର ୧୪ଟି ଦେଶକୁ ଆମରେିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫ୍‍ ଚିଠି ପଠାଇଛନ୍ତି । ୧୪ଟି ଦେଶ ଉପରେ ନୂଆ ଟାରିଫ ଲାଗୁ କରିବାକୁ ଯାଉଥିବା ନେଇ ଚିଠିରେ ଅବଗତ କରାଇଛନ୍ତି । ଫଳରେ…

ରାଜଧାନୀରେ ଏହି ମହିଳାଙ୍କୁ ମିଳିବନି ମାଗଣା ବସ୍‌ ସେବା, ସରକାର ଆଣିଲେ ନୂଆ ନିୟମ

ବସ୍‌ରେ ଯାତ୍ରା କରୁଥିବା ଦିଲ୍ଲୀ ମହିଳାଙ୍କୁ ମାଗଣାରେ ଯାତ୍ରା କରିବାର ସୁଯୋଗ ମିଳିବ କି ନାହିଁ । ଏହାକୁ ନେଇ ସରକାର ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି । ନୂଆ ସରକାର ବସ୍‌ରେ…

କିଏ ହେବେ ବିଜେପିର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ?: ଦୌଡ଼ରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଏହି ୬ ନେତାଙ୍କ ନାମ

ନୂଆଦିଲ୍ଲୀ(ଆମ ଟିଭି): ଭାରତୀୟ ଜନତା ପାର୍ଟି ଖୁବ୍ ଶୀଘ୍ର ଏହାର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ କରିପାରେ। କାରଣ ଦଳ ଏହାର ସମ୍ବିଧାନ ଅନୁସାରେ ଆବଶ୍ୟକ ସଂଖ୍ୟକ ରାଜ୍ୟ ସଭାପତି ନିଯୁକ୍ତି…

୧୦ ୱିକେଟ୍ ନେଇ ଇତିହାସ ରଚିଲେ ଆକାଶଦୀପ: କର୍କଟ ପୀଡ଼ିତା ଭଉଣୀଙ୍କ କଥା ଭାବି ହେଲେ ଭାବପ୍ରବଣ

ନୂଆଦିଲ୍ଲୀ(ଆମ ଟିଭି): ଭାରତ ବର୍ମିଂହାମ ଟେଷ୍ଟରେ ଇଂଲଣ୍ଡକୁ ୩୩୬ ରନରେ ପରାସ୍ତ କରିଛି। ଏହି ମ୍ୟାଚରେ ଆକାଶଦୀପ ଜସପ୍ରୀତ ବୁମରାହଙ୍କ ବଦଳ ଖେଳାଳି ଭାବରେ ଆସିଥିଲେ ଏବଂ ମ୍ୟାଚ୍ ଶେଷ ହେବା…

ବ୍ରାଏନ୍ ଲାରାଙ୍କ ମହାନ ରେକର୍ଡ ଭାଙ୍ଗିଲେ ଶୁଭମନ ଗିଲ୍: ଇଂଲଣ୍ଡ ମାଟିରେ ରଚିଲେ ଇତିହାସ

ନୂଆଦିଲ୍ଲୀ ( ଆମ ଟିଭି ); ଶୁଭମନ ଗିଲ୍ ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଟେଷ୍ଟରେ ଇତିହାସ ରଚିଛନ୍ତି। ଗିଲ୍ ପ୍ରଥମ ଇନିଂସରେ ଐତିହାସିକ ଦ୍ୱିଶତକ ହାସଲ କରିଥିଲେ। ଏହା ପରେ ଗିଲ୍ ଦ୍ୱିତୀୟ…

ପ୍ରଧାନମନ୍ତ୍ରୀଙ୍କୁ ବ୍ୟୁନସ ଏୟାର୍ସ ସହରର ଚାବି ପ୍ରଦାନ

ନୂଆଦିଲ୍ଲୀ (ଆମ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବ୍ୟୁନସ୍ ଏୟାର୍ସ ନଗର ସରକାରଙ୍କ ମୁଖ୍ୟ ଜର୍ଜ ମ୍ୟାକ୍ରି ବ୍ୟୁନସ୍ ଏୟାର୍ସ ସହରର ଚାବି ପ୍ରଦାନ କରିଛନ୍ତି। ଏକ୍ସରେ ଏକ…

ତ୍ରିନିଦାଦ ଓ ଟୋବାଗୋ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ (ଆମ ଟିଭି): ସିନେଟ ପ୍ରେସିଡେଣ୍ଟ ମହାମହିମ ୱାଡେ ମାର୍କ ଏବଂ ଗୃହର ବାଚସ୍ୱତି ଜଗଦେଓ ସିଂହଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିନିଦାଦ ଓ ଟୋବାଗୋ (ଟି…

‘ଯେତେ ଛାତି ପିଟିଲେ ମଧ୍ୟ ଟ୍ରମ୍ଫଙ୍କ ଆଗରେ ମୁଣ୍ଡ ନୁଆଁଇବେ ମୋଦୀ’: ରାହୁଲ ଗାନ୍ଧୀଙ୍କ କେନ୍ଦ୍ର ସରକାରଙ୍କୁ ଆକ୍ରମଣ

ନୂଆଦିଲ୍ଲୀ (ଆମ ଟିଭି): କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣି ଥରେ କେନ୍ଦ୍ର ସରକାରଙ୍କ ଉପରେ କଡ଼ା ଆକ୍ରମଣ କରିଛନ୍ତି। ଏଥର ସେ ଆମେରିକାର ଶୁଳ୍କ ନୀତିକୁ ନେଇ କେନ୍ଦ୍ର ମନ୍ତ୍ରୀ ପୀୟୁଷ…