Browsing Category
National
ନୀତିଶଙ୍କ ବଡ଼ ଘୋଷଣା: ବିହାରରେ ମିଳିବ ୧୦ ଲକ୍ଷ ନିଯୁକ୍ତି
ପାଟଣା(ଆମ ଟିଭି): ସ୍ଵାଧୀନତା ଦିବସ ଅବସରରେ ବିହାର ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ବିହାରର ସରକାରୀ ଚାକିରି ଆଶାୟୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର…
ପୃଥିବୀ ଠାରୁ ୧ ଲକ୍ଷ ୬ ହଜାର ଫୁଟ୍ ଉଚ୍ଚରେ ଉଡ଼ିଲା ତ୍ରିରଙ୍ଗା
ନୂଆଦିଲ୍ଲୀ (ଆମ ଟିଭି): ଆଜି ସାରା ଦେଶ ପାଳନ କରୁଛି ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବ। ଏହି ଉପଲକ୍ଷେ ସରକାର ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ଚଲାଇଛନ୍ତି। ଆଜାଦୀର ଅମୃତ…
ସକାଳେ ମୁକେଶ ଅମ୍ବାନୀଙ୍କୁ ଧମକ ଦେଇଥିଲେ, ସଂଧ୍ୟାରେ ଗିରଫ ହେଲେ
ମୁମ୍ବାଇ (ଆମ ଟିଭି): ଭାରତର ଜଣେ ବିଶିଷ୍ଟ ଶିଳ୍ପପତି ମୁକେଶ ଆମ୍ବାନୀ ଓ ତାଙ୍କ ପରିବାରକୁ ଆଜି ସକାଳେ ମୃତ୍ୟୁ ଧମକ ଅସିଥିଲା। ଏହି ଅଭିଯୋଗ ହେବାପରେ ଆଜି ଜଣେ ବ୍ୟକ୍ତିଙ୍କୁ ମୁମ୍ବାଇ…
ଭାରତର ଓମିକ୍ରନ୍ ଭ୍ୟାକ୍ସିନକୁ ଅନୁମତି ଦେଲା ବ୍ରିଟେନ୍
ଲଣ୍ଡନ(ଆମ ଟିଭି): ବିଦେଶରେ ଚମକିଲା ଭାରତର ଭାକ୍ସିନ। କରୋନା ର ନୂଆ ଭ୍ୟାରିଏଣ୍ଟ ବିରୋଧରେ ପ୍ରଥମ ଟିକାକୁ ଅନୁମତି ଦେଲା ଗ୍ରେଟ ବ୍ରିଟେନ। ବିଶ୍ୱର ପ୍ରଥମ ଦେଶ ଭାବେ ବ୍ରିଟେନ୍ ଓମିକ୍ରନ…
ସ୍ବାଧୀନତା ଦିବସରେ OLA ଲଞ୍ଚ କଲା ତାର ପ୍ରଥମ ଇଲେକ୍ଟ୍ରିକ କାର୍
ନୂଆଦିଲ୍ଲୀ (ଆମ ଟିଭି): ସ୍ଵାଧୀନତା ଦିବସ ଅବସରରେ ଓଲା ଏକ ବଡ଼ ଘୋଷଣା କରିଛି। ଓଲା ନିଜର ପ୍ରଥମ ଇଲେକ୍ଟ୍ରିକ୍ କାର୍ ର ଏକ ଝଲକ ଦୁନିଆକୁ ଦେଖାଇଛି । ଏହା ସହ କମ୍ପାନୀ ନୂଆ ସ୍କୁଟର ଓଲା…
‘ଜୟ ଯବାନ୍, ଜୟ କିଷାନ୍ ସ୍ଲୋଗାନ୍’, ‘ଜୟ ବିଜ୍ଞାନ’ ପରେ ଏବେ ଯୋଡ଼ିହେଲା ‘ଜୟ ଅନୁସନ୍ଧାନ’
ନୂଆଦିଲ୍ଲୀ(ଆମ ଟିଭି): ‘ଜୟ ଯବାନ୍, ଜୟ କିଷାନ୍ ସ୍ଲୋଗାନ୍’, ‘ଜୟ ବିଜ୍ଞାନ’ ପରେ ଏବେ ଯୋଡ଼ିହେଲା ‘ଜୟ ଅନୁସନ୍ଧାନ’। ଆଜି ସ୍ବାଧୀନତା ଦିବସ ଅବସରରେ ଲାଲ୍ କିଲାରେ ଜାତି…
ନେହେରୁ, ନେତାଜୀ, ସବରକର୍ ଥିଲେ ଦେଶ ନିର୍ମାତା: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ(ଆମ ଟିଭି): ଆଜି ଲାଲ୍ କିଲାରୁ ଦେଶବାସୀଙ୍କୁ ଭାରତର ୭୬ତମ ସ୍ବାଧୀନତା ଦିବସ ଅବସରରେ ଉଦ୍ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କର୍ତ୍ତବ୍ୟ ପଥରେ ଜୀବନ…
ରାତି ପାହିଲେ ଦେଶ ପାଳିବ ୭୬ ତମ ସ୍ୱାଧୀନତା ଦିବସ: ସୁରକ୍ଷା କଡ଼ାକଡ଼ି
ନୂଆଦିଲ୍ଲୀ (ଆମ ଟିଭି): ରାତି ପାହିଲେ ଦେଶ ପାଳିବ ୭୬ ତମ ସ୍ୱାଧୀନତା ଦିବସ । ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।…
ଲାଲ ସିଂ ଚଡ୍ଡାକୁ ସମର୍ଥନ କରି ଅଡ଼ୁଆରେ ହ୍ରିତିକ ରୋଶନ
ନୂଆଦିଲ୍ଲୀ (ଆମ ଟିଭି): ସାରା ଦେଶର ବିଭିନ୍ନ ସ୍ଥାନରେ ଏବେ ଅମୀର ଖାନଙ୍କ ଲାଲସିଂ ଚଡ୍ଡାକୁ ବିରୋଧ କରୁଛନ୍ତି । ଏହାକୁ ବ୍ୟାନ୍ କରିବାକୁ ଅନେକ ସଙ୍ଗଠନ ଦାବି କରୁଛନ୍ତି । ଏହି କ୍ରମରେ…
ତାଇୱାନ ଉପରେ ଅମେରିକାର ନଜର: ନାନ୍ସି ପେଲୋସିଙ୍କ ପରେ ପହଞ୍ଚିଲେ ଆମେରିକା ସାଂସଦ ପ୍ରତିନିଧିମଣ୍ଡଳ
ନୂଆଦିଲ୍ଲୀ (ଆମ ଟିଭି): ତାଇୱାନ ଉପରେ ନଜର ପକାଇଛି ଆମେରିକା । ଆମେରକା ବାଚସ୍ପତି ନାନ୍ସି ପେଲୋସିଙ୍କ ଗସ୍ତର ୧୨ ଦିନ ପରେ ଆମେରିକା ସାଂସଦଙ୍କ ପ୍ରତିନିଧିମଣ୍ଡଳ ତାଇୱାନରେ ପହଞ୍ଚିଛନ୍ତି…