Browsing Category

Politics

ବାଲେଶ୍ୱରରେ ଗିରଫ ହେଲେ ୫୦ ଡ୍ରାଇଭର

ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ବିଭିନ୍ନ ସ୍ଥାନରେ ଡ୍ରାଇଭରମାନଙ୍କ ଆନ୍ଦୋଳନ ଏବେ ପୋଲିସର ଚିନ୍ତା ବଢାଇ ଦେଇଛି । ଏହାରି ଭିତରେ ଡ୍ରାଇଭରମାନଙ୍କ ଆନ୍ଦୋଳନ ବିରୋଧରେ କାର୍ୟ୍ୟାନୁଷ୍ଠାନ…

ପ୍ରତ୍ୟାହୃତ ହେଲା ସ୍ମାର୍ଟସିଟି ଅନଲାଇନ୍ ଅଟୋ ସଂଘର ଆନ୍ଦୋଳନ

ଭୁବନେଶ୍ୱର (ଆମ ଟିଭି): ଭୁବନେଶ୍ୱରରେ ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାରି ଭିତରେ ଏକ ଆଶ୍ୱସ୍ତିକର ଖବର ମିଳିଛି ।…

ଡ୍ରାଇଭର ଆନ୍ଦୋଳନ: ଆକାଶଛୁଆଁ ପରିବା ଦର

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାରେ ଡ୍ରାଇଭରମାନଙ୍କ ଆନ୍ଦୋଳନକୁ ନେଇ ଏବେ ରାଜଧାନୀ ହୁଲୁସ୍ତୁଲୁ ହେଉଛି । ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଥିବା ବେଳେ…

କ୍ଷମା ମାଗିବା ପ୍ରସଙ୍ଗକୁ ନେଇ ଏମିତି କହିଲେ ରାହୁଲ ଗାନ୍ଧୀ?

ନୂଆଦିଲ୍ଲୀ(ଆମ ଟିଭି): ରାହୁଲ ଗାନ୍ଧୀଙ୍କୁ ନେଇ ଏବେ ସବୁଠି ହଙ୍ଗାମା ଚାଲିଛି । ଗୃହ ଓ ଗୃହ ବାହାରେ ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ଦେଖବାକୁ ମିଳିଛି । ନିକଟରେ ଲଣ୍ଡନରେ ଦିଆଯାଇଥିବା…

ଚର୍ଚ୍ଚାରେ ଧର୍ମେନ୍ଦ୍ରଙ୍କ କୌରବ ଉପାଖ୍ୟାନ

ଭୁବନେଶ୍ୱର(ଆମ ଟିଭି): ଧର୍ମେନ୍ଦ୍ର ପ୍ରଧାନ ଓ ଭର୍ତ୍ତୃହରି ମହତାବଙ୍କୁ ନେଇ ଏବେ ରାଜ୍ୟ ରାଜନୀତିରେ ଖୁବ ଚର୍ଚ୍ଚା । ଚର୍ଚ୍ଚା ପଛରେ କାହାଣୀ କିଛି ଏମିତି । ମଞ୍ଚ ଥିଲା ଦିଲ୍ଲୀର ପ୍ରେସ…

ଖୁବଶୀଘ୍ର ବଢିପାରେ ବିଧାୟକଙ୍କ ଦରମା

ଭୁବନେଶ୍ୱର(ଆମ ଟିଭି): ପୁଣି ଗୃହରେ ଉଠିଲା ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ । କଂଗ୍ରେସ ନେତା ନରସିଂହ ମିଶ୍ର କହିଲେ, ସବୁ କମିଟି ରିପୋର୍ଟ ଦେଲା ପରେ ମଧ୍ୟ ସରକାର କ’ଣ ନିଷ୍ପତ୍ତି…

ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଜାମିନ୍

ଭୁବନେଶ୍ୱର(ଆମ ଟିଭି): ପୁଣି ଚର୍ଚ୍ଚାରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲା । ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ଗିରଫ ମାମଲାରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ…

ପୁଣି ଶ୍ରୀମନ୍ଦିରରେ ଦଳଚକଟା

ପୁରୀ(ଆମ ଟିଭି): ପୁଣି ଶ୍ରୀମନ୍ଦିରରେ ଅଘଟଣ । ବଡ଼ ଦେଉଳର ପଶ୍ମିମ ଦ୍ୱାର ସେଡ୍ ଭିତରେ ଆଜି ଦଳଚକଟା ଭଳି ସ୍ଥିତି ଉପୁଜିଥିଲା । ଏଥିରେ କିଛି ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଭିଡ ଅଧିକ…

ଆସନ୍ତାକାଲିଠୁ ଭୁବନେଶ୍ୱରରେ ଗର୍ଜିବ ଡ୍ରାଇଭର ମହାସଂଘ

ଭୁବନେଶ୍ୱର (ଆମ ଟିଭି): ଆସନ୍ତାକାଲିଠୁ ପୁଣି ରାଜଧାରନୀର ରାଜରାସ୍ତାରେ ଗର୍ଜନ କରିବେ ଡ୍ରାଇଭର ମହାସଂଘ । ଆଜି ଏପରି ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି ୫ ସଂଘ । ଏବେ ଦଶମ ପରୀକ୍ଷା…

ବିପଜ୍ଜନକ ରିଲ୍ସ ତିଆରି ପାଇଁ ସତର୍କ କଲା ଓଡ଼ିଶା ପୋଲିସ

ଭୁବନେଶ୍ୱର (ଆମ ଟିଭି): ଲୋକଙ୍କୁ ଏବେ ବାଇଆ କରିଛି ରିଲ୍ସ ଭିଡିଓ ବନେଇବାର ନିଶା । ସୋସିଆଲ ମିଡିଆରେ ଲୋକପ୍ରିୟତା ପାଇବା ପାଇଁ ଏହା ଏକ ପ୍ରକାର ନିଶାରେ ପରିଣତ ହୋଇଛି । ତେବେ ବିଭିନ୍ନ…