Browsing Category

Politics

ନବୀନଙ୍କ ବଡ଼ ଘୋଷଣା: ଭାରତ ହକି ବିଶ୍ୱକପ୍ ଜିତିଲେ ପ୍ରତି ଖେଳାଳୀଙ୍କୁ କୋଟିଏ ଟଙ୍କା

ଭୁବନେଶ୍ୱର (ଆମ ଟିଭି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ଏହି ଘୋଷଣା ହକି ବିଶ୍ୱକପକୁ ନେଇ । ବିଶ୍ୱକପ ଜିତିଲେ ପ୍ରତି ଖେଳାଳିଙ୍କୁ କୋଟିଏ ଟଙ୍କା ପ୍ରଦାନ ନେଇ ନବୀନ ଘୋଷଣା…

ମାଗଣା ଚାଉଳ ରାଜନୀତି: ନବୀନଙ୍କୁ ଟାର୍ଗେଟ କରି ଏପରି କହିଲେ ଧର୍ମେନ୍ଦ୍ର?

ଭୁବନେଶ୍ୱର (ଆମ ଟିଭି): ମାଗଣା ଚାଉଳକୁ ନେଇ ରାଜ୍ୟ ରାଜନୀତି ସରଗମ ହୋଇଛି । ବିଜେପି ବିଜେଡି ମଧ୍ୟରେ ଚାଲିଛି ଦୋଷ ଲଦାଲଦି । ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଚାଉଳ ଘୋଷଣା ପ୍ରସଙ୍ଗରେ…

ଉଦଘାଟିତ ହେଲା ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମ

ରାଉରକେଲା (ଆମ ଟିଭି): ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଉଦଘାଟିତ ହେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମ । ରାଉରକେଲାରେ ବିରାଟ ଷ୍ଟାଡିୟମର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ରାଉରକେଲା ହକି ଷ୍ଟାଡିୟମ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଉରକେଲା (ଆମ ଟିଭି): ଓଡ଼ିଶାରେ କ୍ରୀଡ଼ା ବିକାଶର ଆରମ୍ଭ ହେବ ନୂଆ ଅଧ୍ୟାୟ । ଆଜି ଉଦଘାଟିତ ହେବ ବିଶ୍ବର ସବୁଠୁ ବଡ଼ ହକି ଷ୍ଟାଡିୟମ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ।…

ପାକିସ୍ତାନରେ ଚରମ ସୀମାରେ ଆର୍ଥିକ ସଙ୍କଟ: ୧୦,୦୦୦ ଟଙ୍କାରେ ବିକ୍ରି ହେଉଛି ସିଲିଣ୍ଡର

ଇସଲାମାବାଦ(ଆମ ଟିଭି): ଶ୍ରୀଲଙ୍କା ରାସ୍ତାରେ ଯାଉଛି ପାକିସ୍ତାନ । ପାକିସ୍ତାନରେ ଆର୍ଥୀକ ସଙ୍କଟ ଚରମ ସୀମାରେ ପହଞ୍ଚିଛି । ଏଠାରେ ରନ୍ଧନ ଗ୍ୟାସ କିଣିବା ସାଧାରଣ ଲୋକଙ୍କ ପାଇଁ କାଠିକର…

ଓଡ଼ିଶାରେ ଆରମ୍ଭ ହେଲା ୫ଜି ସେବା: ଶୁଭାରମ୍ଭ କଲେ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର(ଆମ ଟିଭି): ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଓଡ଼ିଶାରେ ଶୁଭାରମ୍ଭ ହେଲା ୫ଜି ସେବା । ୫ଜି ସେବାର ଶୁଭାରମ୍ଭ କଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କେନ୍ଦ୍ରମନ୍ତ୍ରୀ…

ରାଜଧାନୀରେ ମହିଳା ପୋଲିସ ଏସଆଇଙ୍କୁ ଖଣ୍ଡା ଦେଖାଇ ଗୋଡାଇଲେ ଦୁର୍ବୁତ୍ତ

ଭୁବନେଶ୍ୱର (ଆମ ଟିଭି): ରାଜଧାନୀରେ ପୋଲିସ ବି ଅସୁରକ୍ଷିତ । ଏକଥା ଏଥିପାଇଁ କୁହାଯାଉଛି, କାରଣ ଗତକାଲି ରାଜିତରେ ବିଚ୍ ରାସ୍ତାରେ ପୁଲିସ୍ ବର୍ଦ୍ଦିରେ ଥିବା ଜଣେ ମହିଳା ସବ୍ ଇନ୍ସପେକ୍ଟର…

ଆଉ ସିନେମା ହଲ୍ ଭିତରକୁ ଖାଦ୍ୟ ନେଇ ଯାଇପାରିବେନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ (ଆମ ଟିଭି): ଏଣିକି ଆଉ ସିନେମା ହଲ ଭିତରକୁ ଖାଦ୍ୟ ନେଇ ଯାଇପାରିବେ ନାହିଁ । ସିନେମା ହଲକୁ ବାହାର ଖାଦ୍ୟ ନେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସିନେମା ହଲରେ…

କୁଆଡ଼େ ଗଲେ ଡାକ୍ତର ଶୁଭଶ୍ରୀ କରଙ୍କ ପୁରୁଷ ବନ୍ଧୁ?

ଜୋଡ଼ା (ଆମ ଟିଭି): କେନ୍ଦୁଝର ଜୋଡ଼ା ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ମୃତ୍ୟୁ ପରେ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଏହାରି ଭିତରେ ପ୍ରଶ୍ନ ଉଠୁଛି, କୁଆଡେ ଗଲେ ମୃତ ଡାକ୍ତର ଶୁଭଶ୍ରୀ କରଙ୍କ…

ଆସନ୍ତାକାଲିଠୁ ଓଡ଼ିଶାରେ ଆରମ୍ଭ ହେବ ୫ଜି ସେବା

ଭୁବନେଶ୍ୱର (ଆମ ଟିଭି): ବହୁ ପ୍ରତୀକ୍ଷାର ଅନ୍ତ ଘଟିବ । ଆସନ୍ତାକାଲିଠୁ ଓଡ଼ିଶାରେ ଆରମ୍ଭ ହେବ ଫାଇଭ୍ ଜି ସେବା । ଭୁବନେଶ୍ୱର, କଟକ ସମେତ ଅନ୍ୟ କେତେକ ସ୍ଥାନରେ ଏହି ସେବା ଆରମ୍ଭ ହେବାକୁ…