Browsing Category

Politics

ଏପ୍ରିଲରୁ ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ଆରମ୍ଭ, ବଦ୍ରିନାଥ-କେଦାରନାଥ ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ ରୋକ

ନୂଆଦିଲ୍ଲୀ : ୨୦୨୬ ଏପ୍ରିଲ ୧୯ ତାରିଖରୁ ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏହି ଦିନ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ମନ୍ଦିରର ଦ୍ୱାର ଖୋଲିବ। ତୀର୍ଥଯାତ୍ରୀଙ୍କ ପାଇଁ…

ଜୟଶଙ୍କରଙ୍କ ଫୋନ୍ କଲ୍ : ଭାରତକୁ ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ୧୩ ଦିନ ବିତିଗଲାଣି । ଏହା ଭିତରେ ଭାରତକୁ ମିଳିଛି ବଡ଼ ଆଶ୍ୱସ୍ତି । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ଇରାନର ବୈଦେଶିକ ମନ୍ତ୍ରୀ ସେୟଦ…

ଦେଶରେ ତୈଳ ସଙ୍କଟ ଉପରେ ସଂସଦରେ ଚର୍ଚ୍ଚା: ଜାଣନ୍ତୁ କ’ଣ କହିଲେ କେନ୍ଦ୍ର ମନ୍ତ୍ରୀ?

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ ବିଶ୍ୱ ତୈଳ ସଙ୍କଟର ଭୟ ବୃଦ୍ଧି ପାଇଛି। ତଥାପି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ, ଦେଶରେ ବର୍ତ୍ତମାନ ତେଲ ଏବଂ ଗ୍ୟାସର କୌଣସି…

ମହା ଭୟଙ୍କର ହେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ, ଇରାନର ୧୬ ଯୁଦ୍ଧ ଜାହାଜ ଧ୍ବଂସ କଲା ଆମେରିକା

ଆମେରିକା : ଗର୍ଜୁଛି ମିସାଇଲ, ବର୍ଷୁଛି ନିଆଁ । ବୋମାମାଡ଼ରେ ଥରୁଛି ମଧ୍ୟପ୍ରାଚ୍ୟ । ତୁହାକୁ ତୁହା ଖସୁଛି ଡ୍ରୋନ୍ । ଘମାଘୋଟ ହେଉଛି ଯୁଦ୍ଧ। ଆଜି ତେହେରାନରେ ଭୟାନକ ଆକ୍ରମଣ କରିଛି…

ରାଜରାସ୍ତାରେ ବିଜେଡିର ପ୍ରତିବାଦ, ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ

ଭୁବନେଶ୍ୱର : ରାଜରାସ୍ତାରେ ବିଜେଡିର ପ୍ରତିବାଦ । ବିଜୁ ମହିଳା, ଯୁବ ଏବଂ ଛାତ୍ର ଜନତା ଦଳ ତରଫରୁ ମାଷ୍ଟର କ୍ୟାଣ୍ଟିନ ଛକରେ ପ୍ରତିବାଦ । ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ…

ATM ଭିତରେ ବାରହା, ନାକେଦମ ସ୍ଥାନୀୟ ଲୋକେ

ଆଠଗଡ : ATM ଭିତରେ ବାରହା । ଘଉଡ଼ାଇବା ପାଇଁ ବନ ବିଭାଗ ସହ ସ୍ଥାନୀୟ ଲୋକେ ନାକେଦମ । ଆଠଗଡ଼ ରେଞ୍ଜ ଅନ୍ତର୍ଗତ ମାଧପୁର ନିକଟରେ ଥିବା ATM ଭିତରେ ଏକ ବାରହା ପଶିଯିବା ପରେ ଏଭଳି ଦୁଶ୍ୟ…

ଓଡ଼ିଆ କଣ୍ଟ୍ରାକ୍ଟରଙ୍କ ପ୍ରତି ସରକାରୀ ଉଦାସିନତାର ପ୍ରତିବାଦରେ ଆନ୍ଦୋଳନ ୨୦ ଦିନରେ

ଓଡିଶା କଣ୍ଟ୍ରାକ୍ଟର୍ସ୍ ଆସୋସିଏସନ୍‌ର ଦୀର୍ଘଦିନ ଧରି ଚାଲୁଥିବା ଆନ୍ଦୋଳନ ପରିପ୍ରେକ୍ଷିରେ ଗତ ୦୮.୦୩.୨୦୨୬ରିଖ ଶୁକ୍ରବାର ଦିନ ମଧ୍ୟାହ୍ନ ପ୍ରାୟ ୨.୦୦ ଘଟିକା ସମୟରେ ପୂର୍ତ୍ତ ବିଭାଗର…

ପଶ୍ଚିମ ଏସିଆ ସଙ୍କଟ ଭିତରେ ଏୟାର ଇଣ୍ଡିଆର ଘୋଷଣା, ଆଜି ଉଡ଼ାଣ ଭରିବ ୫୮ ଉଡ଼ାଣ

ନୂଆଦିଲ୍ଲୀ (ଆମ ଟିଭି): ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ୧୨ ଦିନରେ ପହଞ୍ଚିଲାଣି । ଏହି ଯୁଦ୍ଧ ଯୋଗୁଁ ପଶ୍ଚିମ ଏସିଆରେ ସ୍ଥିତି ବହୁତ ଉତ୍ତେଜନାପୂର୍ଣ୍ଣ ରହିଛି । ଏମିତିରେ…

ଦେଶରେ ଗ୍ୟାସ ସଙ୍କଟ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜରୁରୀ ବୈଠକ

ନୂଆଦିଲ୍ଲୀ (ଆମ ଟିଭି): ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଦେଶରେ ଗ୍ୟାସ ସଙ୍କଟ ଦେଖାଦେଇଛି । ଏହାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜରୁରୀ ବୈଠକ ଡାକିଛନ୍ତି ।…

ଅମାନିଆ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ; ୬୯ ମଣ୍ଡି ନୋଡାଲ ଅଫିସରଙ୍କ ଦରମା ବନ୍ଦ

ଭୁବନେଶ୍ବର (ଆମ ଟିଭି): ମହଙ୍ଗା ପଡ଼ିଲା ଅବହେଳା । ଜଗତସିଂହପୁରରେ ଜିଲ୍ଲା ପ୍ରଶାସନ ଧାନ କ୍ରୟ କେନ୍ଦ୍ର (ମଣ୍ଡି) ରେ କାର୍ଯ୍ୟରତ ୬୯ ଜଣ ନୋଡାଲ ଅଧିକାରୀଙ୍କ ବିରୋଧରେ କଠୋର…