Browsing Category
Politics
କଂଗ୍ରେସରେ ଯୋଗ ଦେଇପାରନ୍ତି ବରୁଣ ଗାନ୍ଧୀ
ନୂଆଦିଲ୍ଲୀ (ଆମ ଟିଭି): ନୂଆବର୍ଷରେ ଗାନ୍ଧୀ ପରିବାରରୁ ଆସିପାରେ ବଡ଼ ଖବର । ଦୀର୍ଘ ଦିନରୁ ଗାନ୍ଧୀ ପରିବାରରୁ ଅଲଗା ରହୁଥିବା ସଂଜୟ ଗାନ୍ଧୀଙ୍କ ପତ୍ନୀ ମେନକା ଗାନ୍ଧୀ ଓ ତାଙ୍କପୁଅ ବରୁଣ…
ଭାରତରେ ପ୍ରସ୍ତୁତ କଫ ସିରଫ ପିଇ ୧୮ ଶିଶୁ ପ୍ରାଣ ହରାଇଥିବା ଅଭିଯୋଗ କଲା ଉଜବେକିସ୍ତାନ
ନୂଆଦିଲ୍ଲୀ (ଆମ ଟିଭି): ଭାରତରେ ପ୍ରସ୍ତୁତ କଫ ସିରଫକୁ ନେଇ ଏବେ ଅନେକ ଲୋକେ ପ୍ରଶ୍ନ ଉଠାଇଲେଣି । କାରଣ ଉଜବେକିସ୍ତାନରେ କଫ ସିରପ ପିଇ ୧୮ ଶିଶୁ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । ଆଉ…
ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର ରେଳ ଷ୍ଟେସନ: ଅଶ୍ୱିନୀ ବୈଷ୍ଣବ
ଭୁବନେଶ୍ୱର(ଆମ ଟିଭି): ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର ରେଳ ଷ୍ଟେସନ । ଏଠାରେ ଜର୍ମାନୀ ଓ ଜାପାନ ଭଳି ଝଲକ ଦେଖିବାକୁ ମିଳିବ। ଏନେଇ ଟେଣ୍ଡର ହୋଇଛି, ଖୁବଶୀଘ୍ର କାମ ଆରମ୍ଭ ହେବ। ଏହି…
ଅନୁଗୁଳରେ ୨୪ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ
ଅନୁଗୁଳ(ଆମ ଟିଭି): ଆଜି ଦିନିକିଆ ଅନୁଗୁଳ ଗସ୍ତରେ ଆସି ୨୪ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମିଶନ ଶକ୍ତିର ମହିଳାମାନଙ୍କ ପାଇଁ ୨୪୨…
କଂଗ୍ରେସ ମୁକ୍ତ ଭାରତ ସମ୍ଭବ ନୁହେଁ: ଶରଦ ପାୱାର
ମୁମ୍ବାଇ(ଆମ ଟିଭି): ପୁଣେରେ କଂଗ୍ରେସ କାର୍ୟ୍ୟାଳୟରେ ଦଳର ପ୍ରତିଷ୍ଠା ଦିବସ ଉତ୍ସବରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଶରଦ ପାୱାର ଅଂଶଗ୍ରହଣ କରିଥିଲେ। ଏହି ସମୟରେ ସେ…
କେରଳରେ ପୁଣି ଆକ୍ସନ ମୁଡରେ ଏନଆଇଏ: ପିଏଫଆଇ ନେତାଙ୍କ ଘରେ ରେଡ
ଥିରୁଅନ୍ତପୁରମ(ଆମ ଟିଭି): କେରଳରେ ପୁଣି ଆକ୍ସନ ମୁଡ଼ରେ ଏନଆଇଏ । ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନଆଇଏ) ପ୍ରତିବନ୍ଧ ଲାଗିଥିବା ଫିଏଫଆଇର କିଛି ନେତାଙ୍କ ଘରେ ରେଡ କରିଛି । କେରଳର ୨୮ଟି…
ପୁଣି ଡାଉନ ହେଲା ଟ୍ୱିଟର
ନୂଆଦିଲ୍ଲୀ(ଆମ ଟିଭି): ପୁଣି ଡାଉନ ହେଲା ଟ୍ୱିଟର । ନୂଆ ମାଲିକ ଏଲନ ମସ୍କ ଟ୍ୱିଟରକୁ କିଣିବା ପରେ ତୃତୀୟ ଥର ପାଇଁ ଡାଉନ୍ ହୋଇଛି ଟ୍ୱିଟର । ବିଳମ୍ବିତ ରାତିରେ ଅନେକ ୟୁଜର ଟ୍ୱିଟର ଡାଉନ…
ଆଜି ଜେଲରୁ ମୁକୁଳିପାରନ୍ତି ଅନୀଲ ଦେଶମୁଖ
ମୁମ୍ବାଇ (ଆମ ଟିଭି): ଆଜି ଜେଲରୁ ମୁକୁଳିପାରନ୍ତି ଅନୀଲ ଦେଶମୁଖ । ଦୀର୍ଘ ୧୪ ମାସ ହେଲା ଦୁର୍ନୀତି ଅଭିଯୋଗରେ ଜେଲରେ ଥିବା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଆଜି ଜେଲରୁ…
ଜାମ୍ମୁ-କାଶ୍ମୀରରେ ପୋଲିସକୁ ବଡ଼ ସଫଳତା
ଜାମ୍ମୁ-କାଶ୍ମୀର (ଆମ ଟିଭି): ଜାମ୍ମୁ କାଶ୍ମୀରରେ ପୁଣି ପୋଲିସକୁ ବଡ଼ ସଫଳତା । ଏଠାରେ ଚାଲିଥିବା ଏନକାଉଣ୍ଟରରେ ଟଳିଛନ୍ତି ୩ ଜଣ ଆତଙ୍କବାଦୀ। ୩ ଜଣ ଯାକ ଆତଙ୍କବାଦୀ ଗୋଟିଏ ଟ୍ରକ୍ରେ ଥିବା…
ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
ଭୁବନେଶ୍ୱର (ଆମ ଟିଭି): ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ହେଲେଣି ସବୁ ରାଜନୈତିକ ଦଳ । ଏହାରି ଭିତରେ ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ପୁରୀ ଲୋକସଭା…