Browsing Category

Politics

ଫୁଟବଲ୍ ବିଶ୍ୱକପ୍ ହାରିବା ପରେ ବେଲଜିୟମରେ ହିଂସା

ନୂଆଦିଲ୍ଲୀ (ଆମ ଟିଭି): ଫୁଟବଲ ବିଶ୍ୱକପ୍ ହାରିବା ପରେ ବ୍ୟପକ ହିଂସା । କତାରରେ ଚାଲିଥିବା ଫୁଟ୍ବଲ ବିଶ୍ୱକପ୍ ମ୍ୟାଚ୍ରେ ରବିବାର ଦିନ ବେଲ୍ଜିୟମ ମରକ୍କୋ ଠାରୁ ହାରିଯାଇଛି। ତେବେ ଏହି…

ଜିରୋ କୋଭିଡ ପଲିସି ବିରୋଧରେ ଚୀନରେ ଉଗ୍ର ହେଉଛି ଆନ୍ଦୋଳନ

ନୂଆଦିଲ୍ଲୀ (ଆମ ଟିଭି): ଜିରୋ କୋଭିଡ କଟକଣାକୁ ବିରୋଧ କରି ଚୀନରେ ଚାଲିଥିବା ବିକ୍ଷୋଭ ବ୍ୟାପିବାରେ ଲାଗିଛି । ଦିନକୁ ଦିନ ଏହା ଉଗ୍ର ରୂପ ନେଉଛି । ଏହାରି ଭିତରେ ରାଷ୍ଟ୍ରପତି…

ତିହାର ଜେଲରେ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିବନି ସ୍ୱତନ୍ତ୍ର ଖାଦ୍ୟ: ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଳୀ ତିହାର ଜେଲରେ ଥିବା ସତ୍ୟେନ୍ଦ୍ର ଜୈନଙ୍କ ଗୋଟିଏ ପରେ ଗୋଟିଏ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ବେଆଇନ୍ ଅର୍ଥ ହେରଫେର ମାମଲାରେ ଜେଲରେ ଥିବା ସତ୍ୟେନ୍ଦ୍ର…

“ଜି୨୦’ର ଅଧ୍ୟକ୍ଷତା ଆମ ପାଇଁ ଏକ ସୁଯୋଗ ଓ ଗୌରବର କଥା : ନରେନ୍ଦ୍ର ମୋଦୀ

ଭୁବନେଶ୍ୱର (ଆମ ଟିଭି): ଜି୨୦ ବୈଠକରେ ଅଧ୍ୟକ୍ଷତା କରୁଛି ଭାରତ । "ଜି୨୦’ର ଅଧ୍ୟକ୍ଷତା ଆମ ପାଇଁ ଏକ ସୁଯୋଗ ଓ ଗୌରବର କଥା ବୋଲି ଆଜି ‘ମନ୍ କୀ ବାତ୍’ର ୯୫ତମ ସଂସ୍କରଣରେ…

ବିଧାନସଭା ଶୀତ ଅଧିବେଶନ: ମନ୍ତ୍ରୀ ତୁଷାରକାନ୍ତିଙ୍କୁ ପାଠ ପଢାଇଲେ ନରସିଂହ

ଭୁବନେଶ୍ୱର (ଆମ ଟିଭି): ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ । ଅଧିବେଶନରେ ଶନିବାର ଦିନ ଗୃହରେ ଓଡ଼ିଶା ଅଗ୍ନିଶମ ସେବା (ସଂଶୋଧନ) ବିଧେୟକ, ୨୦୨୨ ଉପସ୍ଥାପନ କରାଯାଇଥିଲା।…

ଶ୍ରୀମନ୍ଦିର ନାଟମଣ୍ଡପ ବିମ୍ ଗାଡ଼ ହୋଇଯାଇଛି

ପୁରୀ (ଆମ ଟିଭି): ବିପଦରେ ବଡ଼ ଦେଉଳ । ଭକ୍ତଙ୍କ ପାଇଁ ଅସୁରକ୍ଷିତ । କେଉଁଠି ଫାଟ ଦିଶିଲାଣି ତ ଆଉ କେଉଁଠି ପ୍ଲାଷ୍ଟର ଖସିଲାଣି । ଏହାରି ଭିତରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି…

କେନ୍ଦ୍ରମନ୍ତ୍ରୀଙ୍କ କଥା କୌତୁହଳପୂର୍ଣ୍ଣ: ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର (ଆମ ଟିଭି): ଫସଲ ବୀମା ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ପଦ୍ମପୁର ଉପନିର୍ବାଚନ । ଆଜି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପଦ୍ମପୁର ଉପନିର୍ବାଚନରେ ପ୍ରଚାର କରିଛନ୍ତି । ଫସଲ…

ଅର୍ଚ୍ଚନା କେଳେଙ୍କାରୀ ମାମଲା: ଦିଲ୍ଲୀ ଯିବ ଇଡି

ନୂଆଦିଲ୍ଲୀ (ଆମ ଟିଭି): ଅର୍ଚ୍ଚନା ନାଗ ମାମଲାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଅର୍ଚ୍ଚନା କେଳେଙ୍କାରୀ ପଛରେ ବହୁ ବଡ଼ ମାଛ ଥିବା ଚର୍ଚ୍ଚା ହେଉଛି । ଏହି ବଡ଼ ମାଛଙ୍କୁ ଧରିବା ପାଇଁ ଇଡି…

ମୁଁ ଲେଖିକି ଦେଉଛି, ଗୁଜୁରାଟରେ ଆପ୍ ସରକାର ଗଠନ କରିବ: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ (ଆମ ଟିଭି): ଦେଶରେ ଏବେ ଗୁଜୁରାଟ ନିର୍ବାଚନକୁ ନେଇ ସବୁଠି ଚର୍ଚ୍ଚା । ଗୁଜୁରାଟ ଆସନ ହାତେଇବା ପାଇଁ ବିଜେପି ଓ ଆପ୍ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି ।ଏହା…

ଋଷର ଅସ୍ତ୍ରଶସ୍ତ୍ର ଖାଲି ହେବାକୁ ବସିଛି: ବ୍ରିଟିଶ ଗୁଇନ୍ଦା

ଲଣ୍ଡନ (ଆମ ଟିଭି): ଋଷ-ୟୁକ୍ରେନ ଯୁଦ୍ଧ ୯ମାସ ହେଲା ଜାରି ରହିଛି । ଏହାରି ଭିତରେ ରୁଷ ପାଖରେ ଥିବା ଅସ୍ତ୍ରଶସ୍ତ୍ର ଶେଷ ହୋଇଆସୁଥିବା ସଂଦେହ କରାଯାଉଛି । ଏବେ ରୁଷ ପକ୍ଷରୁ ପୁରୁଣା…