Browsing Category
Politics
ଇସ୍ତଫା ଦେଲେ ଗୁଲାମ ନବୀ ଆଜାଦ
ଜମ୍ମୁ (ଆମ ଟିଭି): ଇସ୍ତଫା ଦେଲେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ । ଦଳ କଂଗ୍ରେର ବରିଷ୍ଠନେତା ଗୁଲାମ ନବୀ ଆଜାଦଙ୍କୁ ଜମ୍ମୁ-କଶ୍ମୀର ପ୍ରଚାର କମିଟିରେ ମୁଖ୍ୟ ଭାବେ ନିଯୁକ୍ତି…
ଦିଲ୍ଲୀରେ ବିହାର ବିଜେପି କୋର କମିଟିର ବୈଠକ, ନିତିଶଙ୍କୁ ଚେକ୍ ଦେବାକୁ ସାହଙ୍କ ନୂଆ ରଣନୀତି
ନୂଆଦିଲ୍ଲୀ(ଆମ ଟିଭି): ବିହାର ରାଜନାତୀର ପ୍ରଭାବ ଦିଲ୍ଲୀରେ ଦେଖିବାକୁ ମିଳିଛି । ମଙ୍ଗଳବାର ଗୋଟିଏ ପଟେ ନୀତୀଶ କୁମାର ଏବଂ ତେଜସ୍ୱୀ ଯାଦବ ସରକାରର କ୍ୟାବିନେଟ ସଂପ୍ରସାରଣ ହୋଇଛି,…
‘ଆମେ ସରକାର ଚଲଉନି ବରଂ ମ୍ୟାନେଜ୍ କରୁଛୁ’: କର୍ଣ୍ଣାଟକ ଆଇନ ମନ୍ତ୍ରୀ
ବେଙ୍ଗାଲୁରୁ (ଆମ ଟିଭି): ‘ଆମେ ସରକାର ଚଲଉନୁ ବରଂ ମ୍ୟାନେଜ୍ କରୁଛୁ’। କର୍ଣ୍ଣାଟକ ଆଇନ ମନ୍ତ୍ରୀ ଜେସି ମଧୁସ୍ବାମୀଙ୍କ ଏକ କଲ୍ ରେକର୍ଡିଂ ଅଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।…
ବିହାରରେ ମହାଗଠବନ୍ଧନ ସରକାରର କ୍ୟାବିନେଟ ସମ୍ପ୍ରସାରଣ, ମନ୍ତ୍ରୀ ଭାବରେ ଶପଥ ନେଲେ ୩୦ରୁ ଅଧିକ ବିଧାୟକ
ପାଟନା(ଆମ ଟିଭି): ନିତିଶ କୁମାରଙ୍କ ନେତୃତ୍ୱାଧୀନ ବିହାରରେ ମହାଗଠବନ୍ଧନ ସରକାରର କ୍ୟାବିନେଟ ସମ୍ପ୍ରସାରଣ । ମନ୍ତ୍ରୀ ଭାବରେ ଶପଥ ନେଲେ ଜେଡିୟୁ, ଆରଜେଡି, କଂଗ୍ରେସ ଏବଂ ହିନ୍ଦୁସ୍ତାନ…
କିଏ ହେବ କଂଗ୍ରେସର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ: ରାହୁଲଙ୍କୁ ମନାଇବାରେ ବିଫଳ କଂଗ୍ରେସ
ନୂଆଦିଲ୍ଲୀ (ଆମ ଟିଭି): ଦେଶରେ ବୁଡ଼ି ବୁଡ଼ି ଯାଉଥିବା କଂଗ୍ରେସକୁ କିଏ ଉଦ୍ଧାର କରିବ? କିଏ ହେବ କଂଗ୍ରେସର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ। କଂଗ୍ରେସ ପାଇଁ ଏହା ଏକ ଅବୁଝା ଅଙ୍କରେ ପରିଣତ ହୋଇଛି।…
ଶ୍ରୀଲଙ୍କାରେ ପହଞ୍ଚିଲା ଚୀନର ଗୁଇନ୍ଦା ଜାହାଜ
ନୂଆଦିଲ୍ଲୀ (ଆମ ଟିଭି): ଭାରତକୁ ଟକ୍କର ଦେବାପାଇଁ ଚୀନ ଖେଳୁଛି ଚାଲ । ଭାରତର କଡା ବିରୋଧ ଓ ଲଗାତର ଚେତାବନୀ ସତ୍ତ୍ୱେ ଶ୍ରୀଲଙ୍କାରେ ପହଞ୍ଚିଲା ଚୀନର ସାଟେଲାଇଟ୍ ଓ ମିସାଇଲ୍ ଟ୍ରାକିଂ…
ପୁଣି ବଢିଲା Amul Milkର ଦାମ୍: ଜାଣନ୍ତୁ କେତେ?
ନୂଆଦିଲ୍ଲୀ (ଆମ ଟିଭି): ପୁଣି ବଢିଲା ଅମୁଲ ମିଲ୍କର ଦାମ୍ । ଗତ ମାସରୁ ଦୁଗ୍ଧ ଜାତୀୟ ଉତ୍ପାଦ ଉପରେ ଜିଏସଟି ଲାଗୁର ପ୍ରଭାବ ଦେଖିବାକୁ ମିଳିଛି । ଆଉ ଏବେ ଦେଶର ସବୁଠୁ ବଡ଼ ଦୁଗ୍ଧ…
ନୀତିଶଙ୍କ ବଡ଼ ଘୋଷଣା: ବିହାରରେ ମିଳିବ ୧୦ ଲକ୍ଷ ନିଯୁକ୍ତି
ପାଟଣା(ଆମ ଟିଭି): ସ୍ଵାଧୀନତା ଦିବସ ଅବସରରେ ବିହାର ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ବିହାରର ସରକାରୀ ଚାକିରି ଆଶାୟୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର…
ସକାଳେ ମୁକେଶ ଅମ୍ବାନୀଙ୍କୁ ଧମକ ଦେଇଥିଲେ, ସଂଧ୍ୟାରେ ଗିରଫ ହେଲେ
ମୁମ୍ବାଇ (ଆମ ଟିଭି): ଭାରତର ଜଣେ ବିଶିଷ୍ଟ ଶିଳ୍ପପତି ମୁକେଶ ଆମ୍ବାନୀ ଓ ତାଙ୍କ ପରିବାରକୁ ଆଜି ସକାଳେ ମୃତ୍ୟୁ ଧମକ ଅସିଥିଲା। ଏହି ଅଭିଯୋଗ ହେବାପରେ ଆଜି ଜଣେ ବ୍ୟକ୍ତିଙ୍କୁ ମୁମ୍ବାଇ…
ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବାରୁ ୨୦୦ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଗିରଫ କଲା ପୁଲିସ
ଲୁଧିଆନା(ଆମ ଟିଭି): ପଞ୍ଜାବ ସରକାର ବିରୋଧରେ ପ୍ରଦର୍ଶନ କରୁଥିବା ୨୦୦ ସହାୟକ ପ୍ରଫେସରକୁ ଗିରଫ କଲା ପୁଲିସ। ସ୍ୱାଧୀନତାର ୭୫ ତମ ବର୍ଷ ପୂର୍ତ୍ତି ଅବସରରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ…