Browsing Category

Politics

ମମତାଙ୍କୁ ବଦନାମ କଲେ ଆମେ ମାଡ ମାରିବୁ: ଟିଏମସି ବିଧାୟକ

କୋଲକାତା(ଆମ ଟିଭି): ଆମର ନେତ୍ରୀ ମମତା ବାନାର୍ଜୀଙ୍କୁ ବଦନାମ କଲେ ଆମେ ମାଡ ମାରିବୁ | ପଶ୍ଚିମବଙ୍ଗରେ ଦୁର୍ନୀତି ପ୍ରସଙ୍ଗରେ ବିଜେପି ଲଗାତାର ଟିଏମସି(ତୃଣମୂଳ କଂଗ୍ରେସ) ନେତାଙ୍କ ଉପରେ…

ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳରେ ବିଭାଗ ଭାଗ ବଣ୍ଟା: ଦେବେନ୍ଦ୍ର ଫଡନାଭିସଙ୍କୁ ଗୃହ ଓ ଅର୍ଥ ବିଭାଗ

ମୁମ୍ବାଇ(ଆମ ଟିଭି): ଲମ୍ବା ସମୟ ଅପେକ୍ଷା ପରେ ଏବେ ସିନେ୍ଧ ସରକାରରେ ମନ୍ତ୍ରୀ ମଣ୍ଡଳ ବଣ୍ଟା ହୋଇଛି । ମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଧଙ୍କୁ ଏମଆରଡିସି ଓ ସହରୀ ବିକାଶ ବିଭାଗର ଦାୟିତ୍ୱ…

ରାଜ୍ୟ କଂଗ୍ରେସରେ ମୋକିମ-ଶରତ ମଧ୍ୟରେ ଶୀତଳ ଯୁଦ୍ଧ

ଭୁବନେଶ୍ବର(ଆମ ଟିଭି): ରାଜ୍ୟ କଂଗ୍ରେସରେ ଜାରି ରହିଛି ଶୀତଳ ଯୁଦ୍ଧ। ବଢୁଛି ପିସିସି ସଭାପତି ଓ ମହମ୍ମଦ ମୋକିମଙ୍କ ମଧ୍ୟରେ ବିବାଦ । ଗତକାଲି କଟକ ନଗର ଜିଲ୍ଲା କଂଗ୍ରେସ କମିଟି ସଭାପତି…

ସମୀର ୱାଙ୍ଖଡେଙ୍କୁ କ୍ଲିନଚିଟ୍

ନୂଆଦିଲ୍ଲୀ (ଆମ ଟିଭି): ସମୀର ୱାଙ୍ଖଡେଙ୍କୁ କ୍ଲିନ୍ ଚିଟ୍ । ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବିର ପୂର୍ବ ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେଙ୍କୁ ଜାତିଗତ ଜାଲିଆତି ମାମଲାରେ…

ବିଜେପି ଉପରେ ବର୍ଷିଲେ ତେଜସ୍ୱୀ: କହିଲେ ଏମିତି କଥା ?

ପାଟନା (ଆମ ଟିଭି): ବିହାରରେ ବେକାରୀ ନିଯୁକ୍ତି ନେଇ ବିଜେପି ଉପରେ ବର୍ଷିଲେ ତେଜସ୍ୱୀ ଯାଦବ । ବିହାର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆରଜେଡି ନେତା ତେଜସ୍ୱୀ ଯାଦବ ଭାରତୀୟ ଜନତା…

ସ୍ୱାଧୀନତା ଦିବସରେ ଦିଲ୍ଲୀରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ!

ନୂଆଦିଲ୍ଲୀ (ଆମ ଟିଭି): ଦେଶ ପାଳନ କରିବାକୁ ଯାଉଛି ୭୫ତମ ସ୍ୱାଧୀନତା ଦିବସ । ଏହାକୁ ନେଇ ସାରା ଦେଶ ଉତ୍ସବମୁଖର । ସେପଟେ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ…

ଜେଲ୍ ଯିବେ କି ଟ୍ରମ୍ପ୍?

ନୂଆଦିଲ୍ଲୀ (ଆମ ଟିଭି): ଦିନକୁ ଦିନ ଡୋନାଲ୍ଡ ଟ୍ରମ୍ପଙ୍କ ଅଡ଼ୁଆ ବଢିବାରେ ଲାଗିଛି । FBI ରେଡ୍ ବେଳେ ଟ୍ରମ୍ପଙ୍କ ଫ୍ଲୋରିଡ଼ା ସ୍ଥିତ ମାର-ଏ-ଲାଗୋ ବାସଭବନରୁ ବାହାରିଛି ଗୁରୁତ୍ୱପୂର୍ଣ୍ଣ…

ନିଜ ଘରେ ପାକିସ୍ତାନ ପତାକା ଲଗାଇ ଜଣେ ଗିରଫ

କୁଶିନଗର(ଆମ ଟିଭି): ନିଜ ଘରେ ତ୍ରିରଙ୍ଗା ବଦଳରେ ଉଡାଇଲେ ପାକିସ୍ତାନ ପତାକା । ପାକିସ୍ତାନ ପତାକା ଲଗାଇ ଜଣେ ଗିରଫ ହୋଇଛନ୍ତି। ନିଜ ଘରେ ପାକିସ୍ତାନର ଜାତୀୟ ପତାକା ଉତ୍ତୋଳନ ଅଭିଯୋଗରେ…

‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ସାମିଲ୍ ହେଲେ ପ୍ରଧାନମନ୍ତ୍ରୀଙ୍କ ମା’

ଅହମ୍ମଦାବାଦ (ଆମ ଟିଭି): ସାରା ଦେଶ ପାଳୁଛି ସ୍ୱଧୀନତାର ୭୫ତମ ପୂର୍ତ୍ତି ଉତ୍ସବ । ଏଥିପାଇଁ ସବୁ ଘରେ ଘରେ ତ୍ରିରଙ୍ଗା ଲଗାଇବା ପାଇଁ ପ୍ରଧାନମନ୍ତ୍ରୀ ଡାକରା ଦେଇଛନ୍ତି ।…

ବିହାରରେ ଏନଡିଏକୁ ନୀତିଶଙ୍କ ଆଉ ଏକ ମାଷ୍ଟର୍ ଷ୍ଟୋକ୍, ଜେଡିୟୁରେ ସାମିଲ ହୋଇପାରନ୍ତି ତିନି ସାଂସଦ

ପାଟନା(ଆମ ଟିଭି): ବିହାରରେ ଏନଡିଏକୁ ଆଉ ଏକ ବଡ ଝଟକା ଲାଗିପାରେ | ଚର୍ଚ୍ଚା ମୁତାବକ ତିନିଜଣ ଏନଡିଏ ସାଂସଦ ଜେଡିୟୁ ରେ ଯୋଗ ଦେଇପାରନ୍ତି। ଯଦି ଏହା ହୁଏ ତେବେ ଏନଡିଏ ଏବଂ ବିଜେପି ପାଇଁ…