Browsing Category
Politics
ଏନଡିଏ ହାତ ଛାଡ଼ିପାରନ୍ତି ନୀତୀଶ: ଆରଜେଡି ସହ ମିଶି କରିପାରନ୍ତି ସରକାର
ପାଟନା (ଆମ ଟିଭି): ବିହାରରେ ଜାରି ରହିଛି ରାଜନୈତିକ ହଲଚଲ । କୌଣସି ମୁହୂର୍ତ୍ତରେ ଏନଡିଏ ହାତ ଛାଡ଼ିପାରନ୍ତି ନୀତୀଶ । ଜେଡିୟୁ-ବିଜେପି ମେଣ୍ଟରେ କିଛି ଠିକ୍ ଠାକ୍ ଚାଲୁନି । ଏହାମଧ୍ୟରେ…
ଏକନାଥ ସିନ୍ଦେଙ୍କ କ୍ୟାବିନେଟ୍ ସମ୍ପ୍ରସାରଣ: ଶପଥ ନେଲେ ୧୮ ମନ୍ତ୍ରୀ
ମୁମ୍ବାଇ (ଆମ ଟିଭି): ମହାରାଷ୍ଟ୍ରରେ ସିନ୍ଦେ ସରକାର ଗଠନ ହେବାର ୪୦ ଦିନ ପରେ ସମ୍ପ୍ରସାରଣ ହେଲା ମହାରାଷ୍ଟ୍ର କ୍ୟାବିନେଟ୍ । ମଙ୍ଗଳବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସରକାର…
ଦେଶରେ ଆଉ ଏକ ଭାରତ ଛାଡ଼ ଆନ୍ଦୋଳନର ସମୟ ଆସିଛି : ରାହୁଲ
ନୂଆଦିଲ୍ଲୀ(ଆମ ଟିଭି): ଦେଶରେ ଆଉ ଏକ ଭାରତ ଛାଡ଼ ଆନ୍ଦୋଳନ କରିବାର ସମୟ ଆସିଲାଣି । ଏହି ଏକଛତ୍ରବାଦ ସରକାର ବିରୋଧରେ ଓ ଦେଶକୁ ବଞ୍ଚାଇବାକୁ ଆଉ ଏକ ‘କର ବା ମର’ ଆନ୍ଦୋଳନ କରିବାକୁ ହେବ…
ଯୋଗୀଙ୍କୁ ପୁଣି ହତ୍ୟା ଧମକ
ଲକ୍ଷ୍ନୌ(ଆମ ଟିଭି): ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ହତ୍ୟା ଧମକ। ଲକ୍ଷ୍ନୌସ୍ଥିତ ପୁଲିସର ହ୍ୱାଟସଆପ୍ ନମ୍ବରକୁ ଏହି ଅଭିଯୋଗ ଆସିଛି। କେହି ଜଣେ ଅଜଣା ବ୍ୟକ୍ତି…
ଗଣତନ୍ତ୍ରରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
କଟକ(ଆମ ଟିଭି): ଗଣତନ୍ତ୍ରରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆମର ବିଶାଳ ସାଂସ୍କୃତିକ ଐତିହ୍ୟ କୁ ବଜାୟ ରଖିବା ପାଇଁ ଆନ୍ତରିକତାର ସହ କାର୍ୟ୍ୟ କରିବାର ଆବଶ୍ୟକତା ରହିଛି ।…
ସଞ୍ଜୟ ସିଂ ହେଲେ ଗ୍ରାମ୍ୟ ଉନ୍ନୟନ ପ୍ରମୁଖ ସଚିବ
ଭୁବନେଶ୍ବର (ଆମ ଟିଭି): ସଞ୍ଜୟ ସିଂଙ୍କୁ ନୂଆ ଦାୟିତ୍ୱ । ଗ୍ରାମ୍ୟ ଉନ୍ନୟନର ପ୍ରମୁଖ ସଚିବ ହେଲେ ସଞ୍ଜୟ ସିଂହ । ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ସଚିବ ଥିବା ସଞ୍ଜୟଙ୍କୁ ମିଳିଛି ନୂଆ…
ଦିଲ୍ଲୀରୁ ଫେରିଲେ ନବୀନ: ଯିବେ କଟକ
ଭୁବନେଶ୍ୱର (ଆମ ଟିଭି): ନୀତି ଆୟୋଗ ବୈଠକ ସାରି ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ବୈଠକରେ ଯୋଗଦେଇ ଓଡ଼ିଶାକୁ ଫଫୋକସ୍ ଷ୍ଟେଟ୍’ ମାନ୍ୟତା ପାଇଁ ପୁଣି ଦାବି…
କାଙ୍ଗାଳ ହେଉଛି ପାକିସ୍ତାନ: ବିକ୍ରି କରିଦେବ ଚିଡ଼ିଆଖାନାର ସିଂହ
ଲାହୋର (ଆମ ଟିଭି): ଶ୍ରୀଲଙ୍କା ପରେ ଏବେ ପାକିସ୍ତାନ ପାଳି । ଦିନକୁ ଦିନ କାଙ୍ଗାଳ ହେବାକୁ ବସିଛି ପାକିସ୍ତାନ । ଏଠାରେ ଅର୍ଥାଭାବ ଏତେ ଯେ ଗାଈ-ମଇଁଷିଠୁ ବି କମ୍ ଦାମରେ ଏଠାରେ ବିକ୍ରି…
ଗଣତନ୍ତ୍ର ବିଷୟରେ ନାଇଡୁଙ୍କ ଠାରୁ ବହୁତ କିଛି ଶିଖିହେବ: ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ (ଆମ ଟିଭି): ଆଜି ଦେଶର ବିଦାୟୀ ଉପରାଷ୍ଟ୍ରପତିଙ୍କୁ ରାଜ୍ୟସଭାରେ ବିଦାୟୀକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏନେଇ ରାଜ୍ୟସଭାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…
ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା
ଭୁବନେଶ୍ୱର (ଆମ ଟିଭି): ଓଡ଼ିଶା ଗସ୍ତରେ ଅଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ଗତକାଲି ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ । ପରେ ଆଜି ସକାଳୁ ଅମିତ ଶାହା ପ୍ରଭୁ…