Browsing Category
Special
ଭାରତ ପହଞ୍ଚିଲା ଜଗ ଲଡକି, ରହିଛି ୮୦ ହଜାର ଟନ୍ କଞ୍ଚା ତେଲ
ନୂଆଦିଲ୍ଲୀ : ଭାରତୀୟ ପତାକା ଥିବା ଜାହାଜ ଜଗ୍ ଲଡକି ସୁରକ୍ଷିତ ଭାବେ ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି । ଜଗ୍ ଲଡକି ଏକ ତୈଳ ଟ୍ୟାଙ୍କର୍ରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ୮୦…
‘ବନ୍ଦେ ଭାରତ ଚେୟାର କାର୍ ସର୍ଭିସ୍’ ର ସମ୍ପ୍ରସାରଣ ପାଇଁ ରାଜ୍ୟମାନଙ୍କର ସହାୟତା ଲୋଡିଲା କେନ୍ଦ୍ର
ନୂଆଦିଲ୍ଲୀ: ଭାରତୀୟ ରେଳବାଇ (ଆଇ. ଆର.) ସମାଜର ସମସ୍ତ ବର୍ଗଙ୍କୁ ସୁଲଭ, ଉତ୍ତମ ମାନର ସେବା ପ୍ରଦାନ କରିବା ଉପରେ ଧ୍ୟାନ ଦେଉଛି। ଯାତ୍ରୀମାନଙ୍କ ଯାତ୍ରା ଅଭିଜ୍ଞତାରେ ଉନ୍ନତି ଆଣିବା…
ଆଜିଠାରୁ ଆରମ୍ଭ ହେଲା ନବରାତ୍ରି: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଚୈତ୍ର ନବରାତ୍ରି ଆଜିଠାରୁ ଆରମ୍ଭ ହୋଇଛି। ନବରାତ୍ରିର ପ୍ରଥମ ଦିନରେ ଦେବୀ ଶୈଳପୁତ୍ରୀଙ୍କୁ ପୂଜା କରାଯାଏ। ପ୍ରତ୍ୟୁଷରୁ ଦିଲ୍ଲୀର ପ୍ରସିଦ୍ଧ ପ୍ରାଚୀନ ମନ୍ଦିରଗୁଡ଼ିକରେ…
ଆଜିଠୁ ମାଟ୍ରିକ ଖାତା ଦେଖା ଆରମ୍ଭ
ଆଜିଠୁ ଆରମ୍ଭ ମାଟ୍ରିକ୍ ଖାତାଦେଖା। ସବଜେକ୍ଟିଭ୍ ପେପର୍ ଦେଖିବେ ନୀରିକ୍ଷକ। ରାଜ୍ୟରେ ମୋଟ ୫୧ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ସେଥିପାଇଁ ୧୫ ହଜାର ନୀରିକ୍ଷକଙ୍କୁ ନିୟୋଜିତ କରାଯାଇଛି।…
ବଢ଼ୁଛି ଗରମ – ଡିହାଇଡ୍ରେସନ ଓ ଡାଇରିଆ ଆଶଙ୍କା! କିପରି ରହିବେ ସତର୍କ?
ରାଜ୍ୟରେ ଉପରମୁହାଁ ପାରଦ। ମାର୍ଚ୍ଚ ମାସ ଅଧା ନ ହେଉଣୁ ଓଡ଼ିଶାରେ କଲବଲ କରୁଛି ଖରା। ଅତ୍ୟଧିକ ଗରମ ହେବା ଫଳରେ ଲୋକମାନଙ୍କ ମଧ୍ୟରେ ଡିହାଇଡ୍ରେସନ (ଶରୀରରେ ଜଳ ଅଭାବ) ଓ ଡାଇରିଆ ଭଳି…
ଭାରତରେ ଦୈନିକ କେତେ ଏଲପିଜି ବ୍ୟବହୃତ ହୁଏ?: ଜାଣନ୍ତୁ ଉତ୍ତର
ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଘନିଷ୍ଠ ହେଉଥିବା ଯୁଦ୍ଧ ସଙ୍କଟ ଭାରତର ରୋଷେଇ ଗ୍ୟାସ ଯୋଗାଣ ଶୃଙ୍ଖଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଇରାନ ଏବଂ ଇସ୍ରାଏଲ-ଆମେରିକା ମଧ୍ୟରେ…
କାର୍ଯ୍ୟାଳୟ ଭିତରେ ପଶି ଆରଆଇଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ ଯୁବକ
ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଭିତରେ ପଶି ଆରଆଇଙ୍କୁ ଆକ୍ରମଣ । କାର୍ଯ୍ୟାଳୟରେ ପିଡ଼ିବା ସହ ଘୋଷାଡ଼ି ଘୋଷାଡ଼ି ବାହାରକୁ ଆଣି ଅଧିକାରୀଙ୍କୁ ନିର୍ଧୁମ ପଡ଼ିଲେ ଯୁବକ । ବେଆଇନ…
ଚୈତ୍ର ନବରାତ୍ରୀ ୨୦୨୬: ପାଲିଙ୍କି ବାହାନରେ ମା’ଙ୍କ ଆଗମନ, କେମିତି ରହିବ ପ୍ରଭାବ?
ହିନ୍ଦୁ ଧର୍ମର ଅତ୍ୟନ୍ତ ପବିତ୍ର ଓ ଆଧ୍ୟାତ୍ମିକ ପର୍ବ ହେଉଛି ଚୈତ୍ର ନବରାତ୍ରୀ। ପ୍ରତିବର୍ଷ ଚୈତ୍ର ମାସର ଶୁକ୍ଳପକ୍ଷ ପ୍ରତିପଦ ତିଥିରୁ ଏହି ପର୍ବର ଆରମ୍ଭ ହୋଇଥାଏ ଏବଂ ନବମୀ ପର୍ଯ୍ୟନ୍ତ…
ମହଙ୍ଗା ବ୍ୟୁଟି ପ୍ରଡକ୍ଟ୍ ଛାଡନ୍ତୁ, ଲିଚୁ ଦେବ ନ୍ୟାଚୁରାଲ୍ ଗ୍ଲୋ*
ଖରାଦିନେ ଶରୀରକୁ ସୁସ୍ଥ ଓ ଫିଟ୍ ରଖିବା ପାଇଁ ଠିକ୍ ଖାଦ୍ୟାହାର ଏବଂ ପର୍ଯ୍ୟାପ୍ତ ଜଳ ପାନ ଅତ୍ୟନ୍ତ ଜରୁରୀ। ପ୍ରବଳ ଗରମ, ତିବ୍ର ସୂର୍ଯ୍ୟ କିରଣ ଓ ଗରମ ପବନର ପ୍ରଭାବରେ ଶରୀର ଥକିଯାଏ…
ଏସ.ସି.ବି ଆଇସିୟୁରେ ଅଗ୍ନିକାଣ୍ଡ: ୧୦ ମୃତ; ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ବର (ଆମ ଟିଭି): କଟକ ଏସସିବି ବଡ ମେଡିକାଲର ଆଶୁ ଚିକିତ୍ସା ବିଭାଗର ଟ୍ରମା କେୟାର ଆଇସିୟୁରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏହି ଭୟାବହ ଅଗ୍ନିକାଣ୍ଡରେ ୧୦ ଜଣଙ୍କର…