Browsing Category

Special

ମାଲକାନଗିରିରୁ ଉଡ଼ିଲା ବିମାନ

ମାଲକାନଗିରି(ଆମ ଟିଭି): ଉପାନ୍ତରୁ ଉଡ଼ିଲା ବିମାନ । ସତ ହେଲା ମାଲକାନଗିରି ବାସୀଙ୍କ ସ୍ୱପ୍ନ । ମାଲକାନଗିରି ମାଟିରେ ଓହ୍ଲାଇଲା ବିମାନ । ଆଉ ଉପାନ୍ତ ନୁହେଁ ମାଲକାନଗିରି । ଆଜି ବିଧିବଦ୍ଧ…

ଡ୍ରାଇଭର ସଂଘର ଆନ୍ଦୋଳନ ସ୍ଥଗିତ: ସ୍ୱାଭାବିକ ହେଲା ବସ ଚଳାଚଳ

ଭୁବନେଶ୍ୱର(ଆମ ଟିଭି): ସ୍ଥଗିତ ହେଲା ଡ୍ରାଇଭରଙ୍କ ଆନ୍ଦୋଳନ । ଆଶ୍ୱସ୍ତି ପାଇଲେ ଲୋକେ । ଡ୍ରାଇଭର ସଂଘର ଆନ୍ଦୋଳନ ସ୍ଥଗିତ ହେବାପରେ ସ୍ୱାଭାବିକ ହେଲା ବସ ଚଳାଚଳ । ରାଜ୍ୟର ବିଭିନ୍ନ…

ଜାନୁଆରୀ ୨୭ରେ ସମଲେଶ୍ୱରୀ ପ୍ରକଳ୍ପର ଲୋକାର୍ପଣ

ସମ୍ବଲପୁର(ଆମ ଟିଭି): ଜାନୁଆରୀ ୧୭ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଏବଂ ଜାନୁଆରୀ ୨୭ରେ ସମଲେଶ୍ୱରୀ ପ୍ରକଳ୍ପର ଲୋକାର୍ପଣ ହେବ । ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା…

ଭୁବନେଶ୍ୱରରେ ଟାଙ୍କିରୁ କମୁଛି ପେଟ୍ରୋଲ ଓ ଡିଜେଲ

ଭୁବନେଶ୍ୱର(ଆମ ଟିଭି): ଭୁବନେଶ୍ୱରରେ ଅଦିନିଆ ପେଟ୍ରୋଲ ସଙ୍କଟ ଦେଖିବାକୁ ମିଳିଛି । ଡ୍ରାଇଭରମାନଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁ ପେଟ୍ରୋଲ ଓ ଡିଜେଲ ପରିବହନ ପ୍ରଭାବିତ ହୋଇଛି। ଏ ନେଇ…

ସୂର୍ଯ୍ୟର ଏଲ ୧ ପଏଣ୍ଟରେ ପହଞ୍ଚିଲା ଭାରତୀୟ ସାଟେଲାଇଟ୍ ଆଦିତ୍ୟ ଏଲ ୧

ନୂଆଦିଲ୍ଲୀ (ଆମ ଟିଭି): ଆଉ ଏକ ଇତିହାସ ରଚିଲା ଇସ୍ରୋ । ସୂର୍ଯ୍ୟର ଏଲ ୧ ପଏଣ୍ଟରେ ପହଞ୍ଚିଲା ଭାରତୀୟ ସାଟେଲାଇଟ୍ ଆଦିତ୍ୟ ଏଲ ୧ । ଏବେ ଭାରତର ଏହି ସାଟେଲାଇଟ୍ ପୃଥିବୀଠାରୁ ଠିକ୍ ଦେଢ…

ଆଜିଠୁ ବିଏସକେୱାଇ-ନବୀନ କାର୍ଡର ପଞ୍ଜିକରଣ ଆରମ୍ଭ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଆଜିଠୁ ବିଏସକେୱାଇ-ନବୀନ କାର୍ଡର ପଞ୍ଜିକରଣ ଆରମ୍ଭ ହୋଇଛି । ଆସନ୍ତା ୧୬ ତାରିଖ ଯାଏଁ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ…

ପୁରୁଷ ଟି୨୦ ବିଶ୍ବକପ୍: ଜୁନ୍୯ରେ ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ: ଆରମ୍ଭ ହେବାକୁ ଯାଉଛି, ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ । ଆଇସିସି ପୁରୁଷ ଟି୨୦ ବିଶ୍ବକପର ନବମ ସଂସ୍କରଣ ଆସନ୍ତା ଜୁନ୍ ୧ରୁ ୨୯ ପର୍ୟ୍ୟନ୍ତ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ…

ଦେଶରେ ବଢୁଛି କରୋନା: ୨୪ ଘଣ୍ଟାରେ ୭୬୧ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଥଣ୍ଡା ସହ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଯାହା ସାଧାରଣ ଲୋକଙ୍କ ମନରେ ଏକ ପ୍ରକାର ଭୟ ସଂଚାରିତ କରୁଛି। ଅତି କମ୍ ଦିନର ସମୟ ମଧ୍ୟରେ ଜେଏନ୍-୧ ମାମଲା ୫୦୦ରୁ…

ଶସ୍ତା ହେଲା ସୁନା, ମହଙ୍ଗା ହେଲା ରୂପା

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସି ଖବର । ଭାରତୀୟ ସୁନାରୂପା ବଜାରରେ ଶୁକ୍ରବାର ସୁନା ଶସ୍ତା ହୋଇ ରୂପା ମହଙ୍ଗା ହୋଇଛି। ଦର କମିବା ପରେ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ପ୍ରତି ୬୨ ହଜାରରୁ…

ସର୍ବସାଧାରଣରେ ପୋଷ୍ଟର ଲଗାଇବା ପାଇଁ ଜିଓ ଫାଇବର ଉପରେ ଜରିମାନା ଲଗାଇଲା ବିଏମସି

ଭୁବନେଶ୍ୱର(ଆମ ଟିଭି) ଜିଓ ଫାଇବର ଉପରେ ଜରିମାନା ଲଗାଇଲା ବିଏମସି । ରାଜଧାନୀରେ ବେଆଇନ ଭାବେ ପୋଷ୍ଟର ମାରିଥିବା କମ୍ପାନୀ ଉପରେ ଜରିମାନା । ନୟାପଲ୍ଲୀର କିଛି କାନ୍ଥରେ ଜିଓ ଫାଇବର ପକ୍ଷରୁ…