Browsing Category
Special
ଚେକ୍ ବାଉନ୍ସ ମାମଲା: ପୁଣି ଜେଲକୁ ଯିବେ ରାଜପାଲ ଯାଦବ
ମୁମ୍ବାଇ: ଚେକ୍ ବାଉନ୍ସ ମାମଲାରେ ବଲିଉଡ୍ ଅଭିନେତା ରାଜପାଲ ଯାଦବ ଖବରରେ ଅଛନ୍ତି। ଆଜି ଦିଲ୍ଲୀ ହାଇକୋର୍ଟ ମାମଲାର ଶୁଣାଣି କରି ସାତଟି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ ଏବଂ ଦଣ୍ଡ ବଜାୟ…
ହୀରାକୁଦର ୧୦ଟି ଗେଟ ଦେଇ ଜଳ ନିଷ୍କାସନ, ରେଙ୍ଗାଳି, ମାଛକୁଣ୍ଡ ଆଦି ପ୍ରମୁଖ ଡ୍ୟାମ ସ୍ଥିତି ଚିନ୍ତାଜନକ
ସମ୍ବଲପୁର : ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଖୋଲିଲା ହୀରାକୁଦ ଡ୍ୟାମର ୧୦ ଗେଟ । ଗତକାଲି ସକାଳେ ପ୍ରଥମ ପର୍ଯ୍ୟାୟରେ ୪ଟି ଗେଟ୍ ଖୋଲା ଯାଇଥିଲା । ନିର୍ଦ୍ଦେଶ ଆସିବା ପରେ ଆଉ ୬ଟି ଗେଟ୍…
ଏପ୍ରିଲରୁ ମେ’ ମାସ ମଧ୍ୟରେ ହେବ ପଂଚାୟତ ନିର୍ବାଚନ, ସୂଚନା ଦେଲେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ
ଭୁବନେଶ୍ୱର : ଏଥର ସାମାନ୍ୟ ବିଳମ୍ବ ହେବ ପଂଚାୟତ ନିର୍ବାଚନ । ଏପ୍ରିଲରୁ ମେ’ ମାସ ମଧ୍ୟରେ ହେବ ପଂଚାୟତ ନିର୍ବାଚନ । ‘ରାଜ୍ୟରେ ଏସ୍ଆଇଆର୍ କାର୍ଯ୍ୟ ଚାଲିରହିଥିବାରୁ ତାହା ସରୁ ସରୁ…
ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରାର ପଞ୍ଚମ କିସ୍ତି, ନୂଆ ହିତାଧିକାରୀଙ୍କୁ ମିଳିବ ଏକକାଳୀନ କିସ୍ତି
ଭୁବନେଶ୍ୱର : ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରାର ପଞ୍ଚମ କିସ୍ତି । ଆରମ୍ଭରୁ କିସ୍ତି ପାଇ ନଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏକକାଳୀନ କିସ୍ତି ମିଳିବ। ସୁଭଦ୍ରା ସମୀକ୍ଷା ପରେ ଏହି…
ଏସି ସ୍ଲିପର ବସ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର, ଏସି’ ବସ୍ ଭଡ଼ା ସ୍ଥିର କଲେ ସରକାର
ଭୁବନେଶ୍ୱର : ଏସି ସ୍ଲିପର ବସ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର । ସୁପର ପ୍ରିମିୟମ ସ୍ଲିପର ଏସି’ ବସ୍ ଭଡ଼ା ସ୍ଥିର କଲେ ସରକାର । ଏଣିକି କିଲୋମିଟର ପିଛା ଦେବାକୁ ହେବ ୩.୫୦ ଟଙ୍କା ।…
ସହଜ ହେବନି ଲିଭ୍- ଇନ୍ ପାର୍ଟନରଙ୍କୁ ଅଲଗା ହେବା, UCC ନିୟମ ଅନୁସାରେ ଦେବାକୁ ପଡ଼ିବ ‘ଛାଡ଼ପତ୍ର’
ନୂଆଦିଲ୍ଲୀ: ସମାନ ନାଗରିକ ସଂହିତା (UCC) ଲାଗୁ କରିବା ଦିଗରେ ମଧ୍ୟପ୍ରଦେଶ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାର ପ୍ରସ୍ତୁତ କରୁଥିବା ୟୁସିସିର ଡ୍ରାଫ୍ଟ ସଂପୂର୍ଣ୍ଣ ହୋଇଛି।…
ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଲଞ୍ଚ
ଖୋର୍ଦ୍ଧା: ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଲଞ୍ଚ। ଯାନ୍ତ୍ରିକ ତ୍ରୁଟି କାରଣରୁ ୧ ଘଣ୍ଟା ଧରି ଅଟକି ରହିଥିଲା ଲଞ୍ଚ। ୫୦ରୁ ଅଧିକ ଯାତ୍ରୀ ନେଇ ବାଲୁଗାଁରୁ କୃଷ୍ଣପ୍ରସାଦ ଅଭିମୁଖେ…
ଗଜପତିଙ୍କ ଅପିଲ୍ କୁ ଇସ୍କନର ପ୍ରତ୍ୟାଖ୍ୟାନ ! କହିଲା “ଆଉ ଆଲୋଚନା ହେବନାହିଁ”
ଭୁବନେଶ୍ୱର : ଗଜପତିଙ୍କ ଅପିଲ୍ କୁ ଇସ୍କନର ପ୍ରତ୍ୟାଖ୍ୟାନ ! । ଗଜପତି ମହାରାଜାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲା ଇସ୍କନ, କହିଲା “ଆଉ ଆଲୋଚନା ହେବନାହିଁ” । ବିଦେଶରେ ଅଦିନିଆ ରଥଯାତ୍ରା…
ଆଜି ପ୍ରଥମ ବନ୍ୟାଜଳ ଛାଡିଲା ହୀରାକୁଦ
ସମ୍ବଲପୁର: ହୀରାକୁଦ ନଦୀବନ୍ଧରେ ଜଳସ୍ତର ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଉଥିବା ବେଳେ ପୂର୍ବ ଘୋଷଣା ମୁତାବକ ଗୁରୁବାର ପୂର୍ବାହ୍ନ ୧୧ଟା ପରେ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଗଲା। ପ୍ରଥମ…
ଭୁବନେଶ୍ବରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ଓୟୁଏଟିରେ ରହିଛି କାର୍ଯ୍ୟକ୍ରମ
ଭୁବନେଶ୍ବର: ଭୁବନେଶ୍ବରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ । ସ୍ବତନ୍ତ୍ର ବିମାନ ଯୋଗେ ବିମାନବନ୍ଦରରେ ପହଞ୍ଚିଛନ୍ତି । ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପରାଷ୍ଟ୍ରପତିଙ୍କୁ ସ୍ବାଗତ…