Browsing Category

Special

ଏଣିକି ବିଦେଶରୁ ଆସିଲେ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ (ଆମ ଟିଭି): କରୋନାକୁ ନେଇ ଏବେ ପୁଣି ଥରେ ସମେସ୍ତ ଚିନ୍ତିତ । ବିଭିନ୍ନ ଦେଶରେ ପୁଣି ଏହା ବଢିବାରେ ଲାଗିଲାଣି । ନୂଆ ନୂଆ ଭାରିଏଣ୍ଟ ଚିହ୍ନଟ ହେଉଛନ୍ତି। ଭାରତରେ ଓମିକ୍ରନର…

ଚଳିତ ବର୍ଷ ଜାମ୍ମୁ-କାଶ୍ମୀରରେ ହୋଇଛି ମୋଟ୍ ୯୩ଟି ଏନକାଉଣ୍ଟର, ୧୭୧ଜଣ ଆତଙ୍କବାଦୀ ମରିଛନ୍ତି

ନୂଆଦିଲ୍ଲୀ (ଆମ ଟିଭି): ଜାମ୍ମୁ-କାଶ୍ମୀରରେ ଆତଙ୍କବାଦ ବିରୋଧରେ ଭାରତୀୟ ସେନା ପକ୍ଷରୁ ଜାରି ରହିଛି ଲଗାତର ଅପରେସନ । ଏହାରି ଭିତରେ କାଶ୍ମୀର ଏଡିଜିପି କହିଛନ୍ତି କି କେବଳ କାଶ୍ମୀର…

ଆଜି ନନ୍ଦନକାନନ ପାଳନ କରୁଛି ୬୩ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର(ଆମ ଟିଭି): ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଜନ୍ମଦିନ । ୬୩ତମ ପ୍ରତିଷ୍ଠା ଦିବସ ପାଳୁଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ପ୍ରତିଷ୍ଠା ଦିବସରେ ଆୟୋଜିତ ହେଉଛି ବ୍ୟାପକ…

ଚାଇନାରେ କରୋନା ସ୍ଥିତି ସାଂଘାତିକ

ନୂଆଦିଲ୍ଲୀ (ଆମ ଟିଭି): ଚାଇନାରେ ଏବେ କରୋନା ସ୍ଥିତି ଭୟଙ୍କର । ସ୍ଥିତି ଏମିତି ହେଲାଣି, ଲୋକେ ଘରୁ ବାହାରିବାକୁ ଭୟ କଲେଣି । କରୋନା ମାମଲା ଏଠାରେ କ୍ରମାଗତ ଭାବେ ବୃଦ୍ଧି ପାଉଛି ଜ୍ଝ…

ପୁଣି ନେପାଳରେ ଭୂକମ୍ପ ଅନୁଭୁତ

ନୂଆଦିଲ୍ଲୀ (ଆମ ଟିଭି): ପୁଣି ଭୁକମ୍ପରେ ଥରିଲା ନେପାଳ । ବୁଧବାର ସକାଳେ ନେପାଳର ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ମନିଟରିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର…

୭୪ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍

ଭୁବନେଶ୍ୱର (ଆମ ଟିଭି): ୭୪ତମ ସାଧାରଣତନ୍ତ୍ର ଦିବସ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା…

ରାଜ୍ୟରେ ଆଉ ୨ କୋଭିଡ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର(ଆମ ଟିଭି): ରାଜ୍ୟରେ କରୋନା ଭାଇରସର ନୂଆ ଭାରିଆଣ୍ଟକୁ ନେଇ ସବୁଠି ଚିନ୍ତା । ଏହାରି ଭିତରେ ରାଜ୍ୟରେ ଚିହ୍ନଟ ହେଲେ ଆଉ ୨ ଜଣ କୋଭିଡ୍ ସଂକ୍ରମିତ। ଏ ପର୍ୟ୍ୟନ୍ତ ରାଜ୍ୟରେ ୪୮ ଜଣ…

ଭୁବନେଶ୍ୱର ରେଳ ଅଡିଟୋରିୟମରେ ଉଦଘାଟିତ ହେଲା ଦୁଇ ଦିନିଆ କଳିଙ୍ଗ ଉତ୍ସବ -୨୦୨୨

ଭୁବନେଶ୍ୱର (ଆମ ଟିଭି): ଭୁବନେଶ୍ବରଠାରେ ଦୁଇଦିନିଆ କଳିଙ୍ଗ ଉତ୍ସବ ୨୨ ଆରମ୍ଭ ହୋଇଛି। କଳିଙ୍ଗ ଉତ୍ସବରେ ଇନ୍ଦିରା ଗାନ୍ଧୀ ଜାତୀୟ କଳା ଓ ନିର୍ଦ୍ଦେଶକ, କେନ୍ଦ୍ରୀୟ ଡ୍ରାମା ଓ ସଂସ୍କୃତି…

ଅକ୍ସିଜେନ୍ ଓ ଭେଣ୍ଟିଲେଟର ପ୍ରସ୍ତୁତ ରଖ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ଭୁବନେଶ୍ୱର (ଆମ ଟିଭି): ସାରା ଦେଶରେ କରୋନାକୁ ନେଇ ଭୟବହତା ଦେଖିବାକୁ ମିଳୁଛି । ଏହାକୁ ନେଇ କେନ୍ଦ୍ର ସରକାର ନୂଆ କଟକଣା ଲଗାଇଲେଣି । ଏହାରି ଭିତରେ ପ୍ରସ୍ତୁତ ରହିବାକୁ ସବୁ ରାଜ୍ୟକୁ…

ଚୀନ ଭାରିଆଣ୍ଟକୁ ନେଇ ଆତଙ୍କିତ ହେବାର ନାହିଁ: ନିରଞ୍ଜନ ମିଶ୍ର

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାରେ ଚୀନ୍ ଭାରିଆଣ୍ଟକୁ ନେଇ ଆତଙ୍କ । ରାଜ୍ୟରେ ଚୀନ ଭାରିଏଣ୍ଟ ଚିହ୍ନଟ ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର। ସେ…