Browsing Category
Special
ଚଳିତ ବର୍ଷ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ୟୁଟୁବ କରିବ ରଥଯାତ୍ରା ର ସିଧା ପ୍ରସାରଣ
ମହାମାରୀ କରୋନା ସଙ୍କର୍ମଣ ର ଭୟାବହତା କୁ ଆଖି ଆଗରେ ରଖି ମହାପ୍ରଭୁ ଙ୍କ ସ୍ନାନ ପୂର୍ଣ୍ଣିମା, ରଥଯାତ୍ରା, ବାହୁଡ଼ା, ସୁନାବେଶ ସରକାର ଙ୍କ ଦ୍ଵାରା ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚାଇବାକୁ…
ଡ.ପ୍ରଭାସ ଆଚାର୍ଯ୍ୟ ‘ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀ
କଟକ:- ‘ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀ ଭାବେ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ଲୋକସେବକ ମଣ୍ଡଳର ସର୍ବଭାରତୀୟ ସଭାପତି ଶ୍ରୀ ରାଜକୁମାର ଏହି ନୂତନ ପଦରେ ଡ.…
ୟୃଟୁବ୍ ରୁ ମାସକୁ ୧.୫ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଯାଜପୁର ର ମୋନାଲିସା
ଓଡ଼ିଶା ଯାଜପୁର ଜିଲ୍ଲାର ଜଣେ ସାଧାରଣ ଗୃହିଣୀ ନିଜ ଉଦ୍ୟମ ଏବଂ ଉତ୍ସାହ ବଳରେ ୟୁଟ୍ୟୁବ୍ ମାଧ୍ୟମରେ ଆଜି ସମଗ୍ର ବିଶ୍ବର ୭୬ କୋଟି ଦର୍ଶକଙ୍କ ପାଖରେ ପହଞ୍ଚିପାରିଛନ୍ତି।
ଏହି ମହିଳା…
ଶିକ୍ଷାବିତ୍ ଡଃ ବିଜୟ ସାହୁ ଙ୍କ ପରଲୋକ
ଭୁବନେଶ୍ୱର: ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ବିଜୟ ସାହୁଙ୍କର ଆଜି ପରଲୋକ ହୋଇଛି । ଗତ କିଛି ଦିନ ହେଲା ସେ…
ଖୁବ୍ ଶୀଘ୍ର ଦେଶକୁ ଆସିବ ନୂଆ ସ୍ଵଦେଶୀ କରୋନା ଟିକା
କରୋନାର ଦ୍ୱିତୀୟ ଲହରର ଭୟଙ୍କର ଖବର ଭିତରେ ବି ଆସିଛି ଏକ ଭଲ ଖବର । ଯାହା ସାରା ଦେଶବାସୀଙ୍କୁ ଆଶ୍ୱସ୍ତ କଲା ପରି ରହିଛି । ଖୁବଶୀଘ୍ର ଦେଶକୁ ଆସୁଛି ଆଉ ଏକ ସ୍ୱଦେଶୀ କରୋନା ଟିକା । ଏହି…
ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କୁ ସୁପ୍ରିମକୋର୍ଟ ରୁ ଆଶ୍ବସ୍ତି
ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କୁ ବଡ଼ ଆଶ୍ୱସ୍ତି । ତାଙ୍କ ବିରୋଧରେ ହିମାଚଳ ପ୍ରଦେଶରେ ହୋଇଥିବା ରାଜଦ୍ରୋହ ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ୟୁ. ୟୁ. ଲଳିତ ଓ…
“ରଜ କୁଇନ ” ରୁ “ଏଥର ଭାଉଜ ଖେଳିବେ ରଜ”
ପ୍ରଥମେ ରଜ କୁଇନ୍ ୨୦୧୬ ଆଉ ଏଥର ଟିକେ ନିଆରା " ଆସ ଭାଉଜ ଖେଳିବା ରଜ "।
ଫ୍ୟାସନ ଓ ଅଭିନୟ ରେ ନିଶା ଥିବା ଜ୍ୟାକଲିନ ଇଣ୍ଡଷ୍ଟ୍ରି ରେ ପଦା ର୍ପଣ କରିବା ପୂର୍ବରୁ ପ୍ରଥମେ ଜ଼ୀ ସାର୍ଥକର…
ଲକ୍ ଡାଉନ୍ ରେ ଜୀବନ ଆଗ ରେ ଜୀବିକା ପଡ଼ିଛି ବନ୍ଧା
ଲକ୍ ଡାଉନରେ ଜୀବନ ଜୀବିକା ନେଇ ଅନେକ ପ୍ରଶ୍ନବାଚୀ । ସମସ୍ତେ ଆତଙ୍କ ଭିତରେ ଗତି କରୁଥିବା ବେଳେ ସରକାରଙ୍କ ତୃତୀୟ ପାଳିର ସଟ୍ ଡାଉନ୍ ଓ ଲକ୍ ଡାଉନ ଗରୀବ ଓ ମଧ୍ୟବିତ୍ତ ଙ୍କୁ ଅନେକ ଆଶଙ୍କା…
ମୟୂରଭଞ୍ଜ ବାଙ୍କୀଷୋଳ କୋଭିଡ ହସ୍ପିଟାଲ ଅବ୍ୟବସ୍ଥା ର ଅନ୍ୟନାମ
କରୋନା ସଙ୍କର୍ମଣ ର ପ୍ରଥମ ଦିନ ରୁ କୋଭିଡ ହସ୍ପିଟାଲ ସମ୍ପର୍କରେ ଅନେକ ଅଭିଯୋଗ ଆସୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ବାଙ୍କୀଷୋଳ ଠାରେ ଥିବା କୋଭିଡ ହସ୍ପିଟାଲ ନାମରେ ଆସିଛି ସଂଗୀନ ଅ…
ଗଣମାଧ୍ୟମ ଗଣଙ୍କ ମାଧ୍ୟମ ହେଉ
ଭୁବନେଶ୍ୱର: ମହାମାରୀ ସମୟରେ ଅନେକ ଥର ନଜିର ରହିଛି ଗୋଟିଏ ଛୋଟ କଥାକୁ ଗଣମାଧ୍ୟମ ଅତିରଂଜିତ କରି ଖବର ପ୍ରସାରଣ କରିଥାନ୍ତି । ଏହାଦ୍ୱାରା ଅଯଥାରେ ଲୋକଙ୍କ ମନରେ ଶଙ୍କା ସୃଷ୍ଟି ହେବା ସହ…