Browsing Category
Special
ରାଜ୍ୟରେ ଆହୁରି ୩ଦିନ ବର୍ଷିବ, ଆଜି ୫ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ଆହୁରି ୩ଦିନ ବର୍ଷିବ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆଜି ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି…
ଫୁଲୁଛି ମହାନଦୀ, ଆଜି ସନ୍ଧ୍ୟାରେ ମୁଣ୍ଡଳୀରେ ପହଞ୍ଚିବ ବନ୍ୟା ଜଳ
ବାରଙ୍ଗ (ଆମ ଟିଭି): ଫୁଲୁଛି ମହାନଦୀ, ମହାନଦୀରେ ବନ୍ୟା ଆଶଙ୍କା । ଫଳରେ ମହାନଦୀରେ ଛୋଟ ଧରଣର ବନ୍ୟା ଆସିବ । ସନ୍ଧ୍ୟାରେ ମୁଣ୍ଡଳୀରେ ପହଞ୍ଚିବ ବନ୍ୟା ଜଳ । ମୁଣ୍ଡଳୀରେ ସକାଳ ୭ଟା ସୁଦ୍ଧା…
ଝାଡ଼ଖଣ୍ଡ ଚାଇବାସାରେ ଏନ୍କାଉଣ୍ଟର; ଜଣେ ହାର୍ଡକୋର୍ ନକ୍ସଲ ନିହତ
ରାଉରକେଲା (ଆମ ଟିଭି): ଏନକାଉଣ୍ଟରରେ ଟଲିଲା ନକ୍ସଲ । ଝାଡ଼ଖଣ୍ଡ ଚାଇବାସାରେ ଏନକାଉଣ୍ଟର । ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଜଣେ ହାର୍ଡକୋର ନକ୍ସଲ ନିହତ ହୋଇଛି । ନକ୍ସଲ…
ମୁଁ ନିଜେ ତଦାରଖ କରିବି ଯେ GSTର ଲାଭ ନାଗରିକଙ୍କ ନିକଟରେ ପହଞ୍ଚୁଛି କି ନାହିଁ: ନିର୍ମଳା ସୀତାରମଣ
ନୂଆଦିଲ୍ଲୀ (ଆମ ଟିଭି): ନିକଟରେ GST ସ୍ଲାବରେ ପରିବର୍ତ୍ତନ ହୋଇଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ପକ୍ଷରୁ ଜାରି ରିପୋର୍ଟ କହିଛି ଯେ ଜିଏସ୍ଟି ସଂସ୍କାର ଦ୍ବାରା ଲାଭବାନ ହେବେ ଅନେକ ରାଜ୍ୟ…
ଆସନ୍ତା ୨୭ ତାରିଖରେ ହେବ ସ୍ପେଶାଲ୍ ଓଟିଇଟି ପରୀକ୍ଷା
ଭୁବନେଶ୍ୱର (ଆମ ଟିଭି): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ସ୍ପେଶାଲ୍ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଆସନ୍ତା ୨୭ ତାରିଖରେ ଦୁଇଟି ସିଟିଂରେ…
ଦିଲ୍ଲୀରେ ଭୁଶୁଡ଼ି ପଡ଼ିଲା ୪ ମହଲା କୋଠା, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି
ଦିଲ୍ଲୀ (ଆମ ଟିଭି): ଆଜି ଅପରାହ୍ନରେ ରାଜଧାନୀ ଦିଲ୍ଲୀର ବଦରପୁର ଅଞ୍ଚଳରେ ଏକ ୪ ମହଲା କୋଠା ହଠାତ୍ ଭୁଶୁଡ଼ି ପଡିଛି । ଦୁର୍ଘଟଣାର ସୂଚନା ପାଇବା ମାତ୍ରେ ଦିଲ୍ଲୀ ପୋଲିସ, ଅଗ୍ନିଶମ ବିଭାଗ…
ଇସ୍କନ ନୀତି ଓ ପରମ୍ପରାକୁ ନମାନିଲେ ଆଇନର ଆଶ୍ରୟ ନେବୁ, ମହାପ୍ରଭୁଙ୍କ ସବୁ ନୀତି ନିଜେ ମହାପ୍ରଭୁ ନିର୍ଦ୍ଧାରଣ…
ଭୁବନେଶ୍ୱର (ଆମ ଟିଭି): ମହାପ୍ରଭୁଙ୍କ ସବୁ ନୀତି ନିଜେ ମହାପ୍ରଭୁ ନିର୍ଦ୍ଧାରଣ କରିଛନ୍ତି । ନୀତି ଓ ପରମ୍ପରାକୁ ନମାନିଲେ ଆଇନର ଆଶ୍ରୟ ନେବୁ । ଆଜି ଇସ୍କନର ଅଦିନିଆ ରଥଯାତ୍ରା ନେଇ…
ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଅଧ୍ୟକ୍ଷ ଡ଼. ପ୍ରବୀଣ ଭାଇ ତୋଗାଡ଼ିଆଙ୍କ ସମ୍ମାଦିକ ସମ୍ମିଳନୀ
ଭୁବନେଶ୍ୱର (ଆମ ଟିଭି): ଓଡିଶାରେ ଛୋଟ ବଡ଼ ସମସ୍ତ ହିନ୍ଦୁ ସଂଗଠନ ମିଳିତ ଭାବେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ମଞ୍ଚରେ ଜଡିତ ହୋଇ ଗୋ ହତ୍ୟା ରୋକିବାକୁ କାମ କରିବେ। ଆବଶ୍ୟକ ଆଇନଗତ…
ଅକ୍ଟୋବର ୭ରୁ ହବିଷ ବ୍ରତ ଆରମ୍ଭ, ଚଳିତ ବର୍ଷ ଅନଲାଇନ ମାଧ୍ୟମରେ ହେବ ପଞ୍ଜିକରଣ ବ୍ୟବସ୍ଥା
ପୁରୀ (ଆମ ଟିଭି): ଅକ୍ଟୋବର ୭ରୁ ହବିଷ ବ୍ରତ। ମାସେ ଧରି ବ୍ରତ ପାଳନ କରିବେ ହବିଷ୍ଯାଳୀ । ସୁଚାରୁ ରୂପେ ପରିଚାଳନା ପାଇଁ ପୁରୀ ସର୍କିଟ୍ ହାଉସରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି…
ଫେରିବ ମହାପ୍ରଭୁଙ୍କ ଭୂସଂପତ୍ତି: ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର(ଆମ ଟିଭି): ଖୁବ ଶୀଘ୍ର ଫେରିବ ମହାପ୍ରଭୁଙ୍କ ଭୂ-ସମ୍ପତ୍ତି । ମହାପ୍ରଭୁଙ୍କ ଭୂ-ସମ୍ପତ୍ତି ଫେରାଇ ଆଣିବାକୁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ଆଇନ…