Browsing Category
Special
କମୁଛି ସୁବର୍ଣ୍ଣରେଖା- ଜଳକା ଓ ବୈତରଣୀ ନଦୀର ଜଳସ୍ତର; ଏବେ ରାଜ୍ୟରେ ନାହିଁ ବନ୍ୟା ସ୍ଥିତି: ସର୍ବୋଚ୍ଚ ଯନ୍ତ୍ରୀ
ଭୁବନେଶ୍ୱର (ଆମ ଟିଭି): ଏବେ ରାଜ୍ୟରେ ନାହିଁ ବନ୍ୟା ସ୍ଥିତି । ସୁବର୍ଣ୍ଣରେଖା, ଜଳକା ଓ ବୈତରଣୀ ନଦୀର ଜଳସ୍ତର କମୁଛି । ତଳିଆ ଅଞ୍ଚଳରେ ଜମିଥିବା ପାଣି ନିଷ୍କାସନ ହେଉଛି। ଗତକାଲି ରାଜ୍ୟର…
ଆଜି ଶ୍ରୀମନ୍ଦିରରେ ହେବ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି, ସନ୍ଧ୍ୟା ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରାୟ ୪ଘଣ୍ଟା…
ପୁରୀ (ଆମ ଟିଭି): ଆଜି ଶ୍ରାବଣ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥି ସୋମବାର । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ…
ପ୍ରାଥମିକ ସ୍କୁଲ ପିଲାଙ୍କ ପରିଚୟ ପତ୍ରରେ ଲାଗିବ ଗେରୁଆ ରଙ୍ଗ : ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ପକାଇବେ…
ଭୁବନେଶ୍ବର (ଆମ ଟିଭି): ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟ ପତ୍ରରେ ଲାଗିବ ଗେରୁଆ ରଙ୍ଗ । ବିଜେଡି ସରକାର ସମୟରେ ସବୁଜ ରଙ୍ଗର ଆଇ-କାର୍ଡ ହୋଇଥିବା ବେଳେ ୨୦୨୫-୨୬…
ଫୁଲୁଛି ମହାନଦୀ ସମେତ ଅନ୍ୟ ଶାଖା ନଦୀର ଜଳସ୍ତର
ବାଙ୍କୀ (ଆମ ଟିଭି): ହୀରାକୁଦ ପାଣି ଛାଡିବା ପରେ ଫୁଲୁଛି ମହାନଦୀ। ମହାନଦୀ ସମେତ ଅନ୍ୟ ଶାଖା ନଦୀରେ ଜଳସ୍ତର ବଢ଼ୁଥିବାରି ଫୁଲୁଛି ମହାନଦୀ । ୨୯ ତାରିଖ ପର୍ଯ୍ୟନ୍ତ ମହାନଦୀର ଉପର ମୁଣ୍ଡରେ…
ମନସା ଦେବୀ ମନ୍ଦିରର ଫୁଟପାଥରେ ଦଳାଚକଟା, ୭ ମୃତ ଏବଂ ଅନେକ ଆହତ
ନୂଆଦିଲ୍ଲୀ(ଆମ ଟିଭି): ହରିଦ୍ୱାରର ମନସା ଦେବୀ ମନ୍ଦିରର ଫୁଟପାଥରେ ଦଳାଚକଟା ହୋଇଛି ଏବଂ ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ ଅନେକ ଲୋକ ଆହତ ମଧ୍ୟ…
ବିଶ୍ୱ ଭୂଷଣ ହରିଚନ୍ଦନଙ୍କୁ “ଉତ୍କଳ ରତ୍ନ ପୁରସ୍କାର”ରେ ସମ୍ମାନିତ କଲେ ରାଜ୍ୟପାଳ
ଭୁବନେଶ୍ୱର(ଆମ ଟିଭି): ଆଧୁନିକ ସମୟରେ ଆଂଚଳିକ ସାହିତ୍ୟର ଉନ୍ନତି ପାଇଁ ସାମୁହିକ ଉଦ୍ୟମ ଆବଶ୍ୟକ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିଛନ୍ତି। ଚଳିତ ଜୁଲାଇ ୨୬ ତାରିଖ ଦିନ କଟକ…
ଭୁବନେଶ୍ବର ଏମ୍ସରେ ପଦ୍ମଶ୍ରୀ ଗୁରୁ ଗୋପୀନାଥ ସ୍ଵାଇଁଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ଵର (ଆମ ଟିଭି): ଗଞ୍ଜାମ ଜିଲ୍ଲାର ବର୍ଷୀୟାନ କଳାକାର ୧୦୭ ବର୍ଷୀୟ ପଦ୍ମଶ୍ରୀ ଗୁରୁ ଗୋପୀନାଥ ସ୍ଵାଇଁ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ…
କୁଆଖାଇ ବାଲିଯାତ୍ରା ଘାଟରେ ବୁଡ଼ିଗଲେ ୫ ଯୁବକ, ଉଦ୍ଧାର ସମସ୍ତ ଯୁବକ ଏକ ଘରୋଇ ଶିକ୍ଷାନୁଷ୍ଠାନର
ଭୁବନେଶ୍ବର (ଆମ ଟିଭି): ଭୁବନେଶ୍ବର ଉପକଣ୍ଠ କୁଆଖାଇ ନଦୀ ବାଲିଯାତ୍ରା ଘାଟରେ ବୁଡ଼ିଗଲେ ୫ ଯୁବକ, ଜଣେ ଗୁରୁତର । ଉଦ୍ଧାର ହୋଇଇବା ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି…
ଅଶ୍ଳୀଳ ବିଷୟବସ୍ତୁ ଦେଖାଉଥିବା ୨୫ଟି OTT ପ୍ଲାଟଫର୍ମ ଏବଂ ୱେବସାଇଟ୍ ବ୍ୟାନ୍
ନୂଆଦିଲ୍ଲୀ (ଆମ ଟିଭି): ୨୫ଟି ଭିଡିଓ ପ୍ଲାଟଫର୍ମକୁ ବ୍ୟାନ କଲେ କେନ୍ଦ୍ର ସରକାର। ଅଶ୍ଳୀଳ କଣ୍ଟେଣ୍ଟ ପାଇଁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ULLU, ALTT, Desiflix, Big Shots ଭଳି…
ପୁଣି ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ ବିମାନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଜୟପୁର (ଆମ ଟିଭି): ପୁଣି ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ ବିମାନ । ଜୟପୁରରୁ ମୁମ୍ବାଇ ଅଭିମୁଖେ ବିମାନ ଉଡ଼ାଣ ଆରମ୍ଭ କରିଥିଲା । ଉଡ଼ାଣର ୧୮ ମିନିଟ୍ ପରେ ବିମାନରେ ଯାନ୍ତ୍ରିକ…