Browsing Category
Special
ବହୁଚର୍ଚ୍ଚିତ ୨୦୦୬ ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲା, ଆଜି ସୁପ୍ରିମକୋର୍ଟରେ ଶୁଣାଣି
ନୂଆଦିଲ୍ଲୀ (ଆମ ଟିଭି) : ବହୁଚର୍ଚ୍ଚିତ ୨୦୦୬ ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲା । ଦୋଷୀ ସାବ୍ୟସ୍ତ ୧୨ଜଣଙ୍କୁ ବମ୍ବେ ହାଇକୋର୍ଟ ଖଲାସ କରିବା ବିରୋଧରେ ମହାରାଷ୍ଟ୍ର ସରକାର କରିଥିବା…
ବାତ୍ୟା ନୁହେଁ ଘୁର୍ଣ୍ଣିବଳୟ… ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ବର (ଆମ ଟିଭି) : ବାତ୍ୟା ନୁହେଁ ଘୁର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପଶ୍ଚିମ କେନ୍ଦ୍ର ଓ ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟି ହେବ। ଉତ୍ତର ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି…
ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
ରାଜନଗର (ଆମ ଟିଭି) : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ୩ ମାସ ଧରି ବନ୍ଦ ରହିବା ପରେ ଭିତରକନିକା…
ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଚିତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ପୁରୀ (ଆମ ଟିଭି): ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଚିତାଲାଗି ନୀତି । ଏଥିପାଇଁ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଦ୍ୱିତୀୟ ଭୋଗମଣ୍ଡପ ପରେ ଅପରାହ୍ଣ ୨ଟା ୩୦ ରୁ ସନ୍ଧ୍ୟା ୬ଟା…
ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ଗୃହୀତ, ରାଷ୍ଟ୍ରପତି କଲେ ଇସ୍ତଫା ପତ୍ର ଗ୍ରହଣ
ନୂଆଦିଲ୍ଲୀ (ଆମ ଟିଭି): ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ଗୃହୀତ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି । ଗତକାଲି ରାତିରେ ସ୍ୱାସ୍ଥ୍ଯଗତ କାରଣ ଦର୍ଶାଇ…
ଟେକଅପ୍ ପୂର୍ବରୁ ବିମାନରେ ବ୍ରେକ୍ ଲଗାଇଲେ ପାଇଲଟ, ଅଳ୍ପକେ ଟଳିଲା ବଡ଼ ଦୁର୍ଘଟଣା
ଦିଲ୍ଲୀ (ଆମ ଟିଭି): ଅଳ୍ପକେ ଟଳିଲା ବିମାନ ଦୁର୍ଘଟଣା । ଯାନ୍ତ୍ରିକ ତ୍ରୁଟି କାରଣରୁ ଏୟାର ଇଣ୍ଡିଆର ଏକ ବିମାନକୁ ବାତିଲ କରାଯାଇଛି । ତେଣୁ ପାଇଲଟମାନେ ମାନକ ପରିଚାଳନା ପ୍ରକ୍ରିୟା (SOP)…
ରିଲିଫ୍ ଅପେକ୍ଷାରେ ଥିବା ଲୋକଙ୍କ ଉପରେ ଗୁଳିବର୍ଷା, ୮୫ ପାଲେଷ୍ଟାଇନୀ ମୃତ
ନୂଆଦିଲ୍ଲୀ (ଆମ ଟିଭି): ଗାଜାରେ ରିଲିଫ୍ ଅପେକ୍ଷାରେ ଥିବା ଲୋକଙ୍କ ଉପରେ ଗୁଳିବର୍ଷା । ଗୁଳିବର୍ଷାରେ ୮୫ ଜଣ ପାଲେଷ୍ଟାଇନୀଙ୍କ ମୃତ୍ୟୁ ଘଟିଛି । ଇସ୍ରାଏଲ ସେନା ଗାଜା ଉପରେ ଗୁଳିମାଡ଼…
ଭାରତୀୟ ସେନାକୁ ମିଳିବ ବହୁ ପ୍ରତିକ୍ଷିତ ଆପାଚେ ହେଲିକପ୍ଟର, ଜାଣନ୍ତୁ ଏହାର ଶକ୍ତି
ନୂଆଦିଲ୍ଲୀ (ଆମ ଟିଭି): ୧୫ ମାସରୁ ଅଧିକ ବିଳମ୍ବ ପରେ ଭାରତୀୟ ସେନା ଆସନ୍ତା ଜୁଲାଇ ୨୨ ତାରିଖରେ ପ୍ରଥମ ବ୍ୟାଚରେ ତିନୋଟି ଆପାଚେ AH-64E ଲଢୁଆ ହେଲିକପ୍ଟର ଗ୍ରହଣ କରିବାକୁ ଯାଉଛି। ଏହା…
ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ଇମ୍ପାକ୍ଟ: ଆଉ ଖୋଲାରେ ଦିଆଯିବ ନାହିଁ ପେଟ୍ରୋଲ୍
ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାରେ ପେଟ୍ରୋଲ ପମ୍ପଗୁଡ଼ିକରେ ଏଣିକି ଖୋଲା ବୋତଲ କିମ୍ବା ପାତ୍ରରେ ପେଟ୍ରୋଲ ଦିଆଯିବ ନାହିଁ। କେବଳ ଗାଡ଼ିର ଇନ୍ଧନ ଟାଙ୍କିରେ ହିଁ ପେଟ୍ରୋଲ ଭରାଯିବ। ଏହି…
ଭାରତର ବିମାନ ଆକ୍ରମଣକୁ ନେଇ ପାକିସ୍ତାନ ପୁଣି ଭୟଭୀତ, ୨୩ ଜୁଲାଇ ପର୍ଯ୍ୟନ୍ତ ବନ୍ଦ କଲା ଆକାଶ ସୀମା
ନୂଆଦିଲ୍ଲୀ (ଆମ ଟିଭି): ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଲସ୍କର-ଏ-ତୈୟବାର ଏକ ଫ୍ରଣ୍ଟ ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (TRF) ଉପରେ ଆମେରିକା ପ୍ରତିବନ୍ଧକ ଲଗାଇବା ପରେ…