Browsing Category

Sports

ଆଇପିଏଲ ଫାଇନାଲ୍ ଲଢେଇ: ଚେନ୍ନାଇକୁ ଭେଟିବ ଗୁଜୁରାଟ

ନୂଆଦିଲ୍ଲୀ(ଆମ ଟିଭି): ଆଜି ଆଇପିଏଲ ମହାସମରର ଶେଷ ଦିନ ଅର୍ଥାତ୍ ଫାଇନାଲ୍ ଲଷ÷ଇ । ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ ଫାଇନାଲ ମ୍ୟାଚ । ୪ ଥର ଚାମ୍ପିୟନ ଚେନ୍ନାଇ…

ଆଇପିଏଲ ଏଲିମିନେଟର ମ୍ୟାଚ୍: ମୁହାଁମୁହିଁ ହେବେ ମୁମ୍ବାଇ ଓ ଲକ୍ଷେ୍ନø

ନୂଆଦିଲ୍ଲୀ (ଆମ ଟିଭି): ଆଇପିଏଲ ମହାସମରରେ ଆଜି ହେଉଛି ଏଲିମିନେଟର ମ୍ୟାଚ୍ । ଆଜି ମୁକାବିଲାରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟସ୍ । ଯଦି ମୁମ୍ବାଇର…

ଟିମ୍ ଇଣ୍ଡିଆକୂ ବଡ଼ ଝଟକା: ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ (ଆମ ଟିଭି): ଟିମ୍ ଇଣ୍ଡିଆକୁ ଲାଗିଛି ବଡ ଝଟକା । ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ କେ ଏଲ ରାହୁଲ ଆହତ ହୋଇ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରୁ ବାଦ୍ ପଡିଛନ୍ତି ।…

ଆଇପିଏଲ ୨୦୨୩: ଆଜି ପଞ୍ଜାବକୁ ଭେଟିବ ଗୁଜୁରାଟ

ନୂଆଦିଲ୍ଲୀ(ଆମ ଟିଭି): ଏବେ ସବୁଠି ଚାଲିଛି ଆଇପିଏଲ କ୍ରେଜ୍ । ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)-୧୬ର ଗୁରୁବାର ମୋହାଲିରେ ପଞ୍ଜାବ କିଙ୍ଗ୍ସ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମ୍ୟାଚ…

ପରଲୋକରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ସଲିମ୍ ଦୁରାନି

ନୂଆଦିଲ୍ଲୀ(ଆମ ଟିଭି): କ୍ରିକେଟ୍ ଜଗତରୁ ଏକ ବଡ଼ ଖବର ଆସି ପହଞ୍ଚୁଛି । ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ସଲିମ ଦୁରାନିଙ୍କର ୮୮ ବର୍ଷ ବୟସରେ ପରଲୋକ ହୋଇଛି । କ୍ୟାନ୍ସରରେ ପୀଡିତ ହୋଇ…

ସୁପର ସନଡେରେ ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ

ନୂଆଦିଲ୍ଲୀ(ଆମ ଟିଭି): ସୁପର ସନଡେରେ ହାଇଭୋଲଟେଜ୍ ମ୍ୟାଚ୍ । ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଦିନିକିଆ । ତିନି ଟିକିଆ ସିରିଜର ଦ୍ୱିତୀୟ ମ୍ୟାଚ ଆଜି ବିଶାଖାପାଟଣାରେ…

ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଆଜି

ନୂଆଦିଲ୍ଲୀ (ଆମ ଟିଭି): ଆଜି ଭାରତକୁ ଭେଟିବ ଅଷ୍ଟ୍ରେଲିଆ । ଚାଲିବ ହାଇଭୋଲଟେଜ୍ ମ୍ୟାଚ୍ । ଭାରତ-ଅଷ୍ଟ୍ରେଲିଆ ରୋମାଞ୍ଚକର ଟେଷ୍ଟ ଶୃଙ୍ଖଳାର ଅନ୍ତଃ ବିନା ରୋମାଞ୍ଚରେ ହୋଇଛି। ଘରୋଇ ଭାରତ…

ପୁଣି ଇତିହାସ ରଚିଲେ ବିରାଟ କୋହଲି

ନୂଆଦିଲ୍ଲୀ :ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍‌ର ଶେଷ ତଥା ଚତୁର୍ଥ ମ୍ୟାଚ୍‌ ଖେଳା ଯାଉଥିବା ବେଳେ ଆଜି ଚତୁର୍ଥ ଦିବସରେ ଶତକ ହାସଲ…

ହକି ପ୍ରୋ-ଲିଗ୍ ମ୍ୟାଚ୍: ଭାରତକୁ ଭେଟିବ ଅଷ୍ଟ୍ରେଲିଆ

ରାଉରକେଲା (ଆମ ଟିଭି): ଆଜି ରାଉରକେଲାରେ ହାଇଭୋଲଟେଜ୍ ଲଢେଇ । ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡ଼ିୟମରେ ଚାଲିଥିବା ଏଫ୍ଆଇଏଚ୍ ପୁରୁଷ ପ୍ରୋ-ଲିଗ୍ ହକି ୨୦୨୨-୨୩ର…

ଭାରତକୁ ପରାସ୍ତ କଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ : ଇନ୍ଦୋର ଟେଷ୍ଟକୁ ୯ ଇକେଟରେ ବାଜି ମାରି ନେଇଛି ଅଷ୍ଟ୍ରେଲିଆ ।ହୋଲ୍‌କର୍‌ ଷ୍ଟାଡିୟମ୍‌ରେ ଚାଲିଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟରେ ଭାରତକୁ ଅଷ୍ଟ୍ରେଲିଆ ୯…