Browsing Category
State
ଭୁବନେଶ୍ବର AIIMSରେ ସିବିଆଇ ଚଢ଼ାଉ
ଭୁବନେଶ୍ୱର (ଆମ ଟିଭି): ଭୁବନେଶ୍ବର ଏମ୍ସରେ ସିବିଆଇ ଚଢ଼ାଉ । ବିଭିନ୍ନ ପଦପଦବୀ ନିଯୁକ୍ତିରେ ବଡ଼ ଧରଣର ଘୋଟାଲା ନେଇ ଆଜି ସିବିଆଇ ଟିମ୍ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା…
କୋଟିଆ ଅଞ୍ଚଳକୁ ଯିବେ ରାଜ୍ୟ ସରକାର: ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ଆମ ଟିଭି): ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୯ ରାକ୍ଷୀ ପୂର୍ଣ୍ଣିମାରେ ଖାତାକୁ ଆସିବ ସୁଭଦ୍ରା ଯୋଜନାର କିସ୍ତି ଟଙ୍କା । ଆସନ୍ତାକାଲି କୋଟିଏ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା…
ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବନି ବିଜେଡି
ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେବନି ବୋଲି ପୂର୍ବତନ ସାଂସଦ ମହେଶ ସାହୁ କହିଛନ୍ତି। ସେ କହିଛନ୍ତି, ଦଳ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ…
ଆୟକର ବିଲ୍ ୨୦୨୫ ପ୍ରତ୍ୟାହୃତ, ୧୧ରେ ଆଗତ ହେବ ନୂଆ ବିଧେୟକ
ଗତ ଫେବୃୟାରୀ ମାସରେ ଲୋକ ସଭାରେ ଆଗତ ହୋଇଥିବା ଆୟକର ବିଲ୍ ୨୦୨୫ ପ୍ରତ୍ୟାହାର କରିନେଇଛନ୍ତି କେନ୍ଦ୍ର ସରକାର। ୧୯୬୧ ଆୟକର ଆଇନକୁ ହଟାଇ ନୂଆ ଆଇନ ଆଣିବା ଉଦ୍ଦେଶ୍ୟରେ ସରକାର ଏହାକୁ ଆଗତ…
ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ପାଠୋତ୍ସବ
ଭୁବନେଶ୍ୱର (ଆମ ଟିଭି): – ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ୧(ଓଡ଼ିଶା) ଏୟାର ସ୍କ୍ୱାଡନ୍,…
ନିସ୍ ଇନ୍ଷ୍ଟିଚ୍ୟୁଟର ନବାଗତ ଛାତ୍ରଛାତ୍ରୀଙ୍କ ସ୍ବାଗତ ଉତ୍ସବ -୨୦୨୫
ଭୁବନେଶ୍ୱର (ଆମ ଟିଭି): ଭୂବନେଶ୍ବର ମଦନପୁରସ୍ଥିତ ନିସ୍ ଇନ୍ଷ୍ଟିଚ୍ୟୁଟ ଅଫ ଇନ୍ଫରମେସନ୍ ସାଇନ୍ସ ଆଣ୍ଡ ମ୍ୟାନେଜ୍ମେଣ୍ଡର ନୂତନ ଶିକ୍ଷାବର୍ଷ ପାଇଁ ନବାଗତ ବିବିଏ, ବିସିଏ, ବିଏସ୍ସି…
ସ୍କୋଡା ଅଟୋ ଇଣ୍ଡିଆର ଭୁବନେଶ୍ୱରରେ ଉଦଘାଟିତ ହେଲା ଦୁଇଟି ନୂଆ ଟଚ୍ପଏଣ୍ଟ
ଭୁବନେଶ୍ୱର (ଆମ ଟିଭି): 'ଗ୍ରାହକ ପ୍ରଥମ' ନୀତିକୁ ଆଧାର କରି ସ୍କୋଡା ଅଟୋ ଇଣ୍ଡିଆ ନିଜର ନେଟୱାର୍କ ବିସ୍ତାରକୁ ଜୋରଦାର କରିଛି । ଆଜି ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଦୁଇଟି ନୂଆ ଟଚ୍ପଏଣ୍ଟର…
ସବୁ ସରକାରୀ କୋଠା ହେବ କେସରୀ ରଂଗ, ପୁର୍ତ୍ତ ବିଭାଗ ରଂଗ ନମ୍ବର ସହିତ ପ୍ରକାଶ କଲା ବିଜ୍ଞପ୍ତି
ଭୁବନେଶ୍ବର: ଓଡ଼ିଶା ସରକାର ସମସ୍ତ ସରକାରୀ କୋଠା ପାଇଁ କେସରୀ ରଙ୍ଗ କୋଡ୍ ଜାରି କରିଛନ୍ତି। ଓଡିଶା ସରକାର ମରାମତି ଏବଂ ନବୀକରଣ ସମୟରେ ସମସ୍ତ ନୂତନ ଏବଂ ବର୍ତ୍ତମାନର ସରକାରୀ କୋଠା ପାଇଁ…
ଜିଅନ୍ତା ଜଳିଗଲେ ଯୁବତୀ; ଅଶ୍ଳୀଳ ଫୋଟ ଭାଇରାଲ କରି ପ୍ରେମିକ କରୁଥିଲା ବ୍ଲାକ୍ମେଲିଂ
କେନ୍ଦ୍ରାପଡ଼ା (ଆମ ଟିଭି ): ଘର ଭିତରେ ଜଳିଗଲେ ଯୁବତୀ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡ଼ା ଗାଁରେ ଜଣେ ଯୁବତୀ ଘର ଭିତରେ ଜଳିଯାଇଥିବା ଜଣାପଡିଛି ।…
ନିଜ ବିଫଳତା ଉପରୁ ନଜର ହଟାଇବାକୁ ଅଫିସ୍ ବିଲ୍ଡିଂ ଗେରୁଆ କରଣ: ବିଜେଡି
ଭୁବନେଶ୍ୱର (ଆମ ଟିଭି): ରାଜ୍ୟର ସମସ୍ତ ସରକାରୀ ଅଫିସ, ଉଭୟ ନୂଆ ଓ ପୁରୁଣାକୁ ଗେରୁଆ ରଙ୍ଗ ଦିଆଯିବ ବୋଲି ରାଜ୍ୟ ବିଜେପି ସରକାରଙ୍କ ଦ୍ୱାରା ଏକ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜୁ ଜନତା…