Browsing Category

State

ବିରଳ କୃଷ୍ଣସାର ହରିଣ ଶିକାର ମାମଲା: ଅଭିନେତା ସଲମାନ ଖାନଙ୍କ ଆବେଦନ ଉପରେ ଗୁରୁତ୍ବପୁର୍ଣ୍ଣ ଶୁଣାଣି

ବିରଳ କୃଷ୍ଣସାର ହରିଣ ଶିକାର ମାମଲାରେ ଅଭିନେତା ସଲମାନ ଖାନଙ୍କ ଆବେଦନ ଉପରେ ଗତ ସୋମବାର ରାଜସ୍ଥାନ ହାଇକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି ।  ବିଚାରପତି ମନୋଜ କୁମାର…

ଆଜି ଅଧା ଓଡ଼ିଶାରେ ପ୍ରବଳ ବର୍ଷା, ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଅଧା ଓଡ଼ିଶାରେ ପ୍ରବଳ ବର୍ଷା। ଆଗାମୀ ୨୪ ଘଣ୍ଟା ପାଇଁ ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ମୟୁରଭଞ୍ଜ,…

ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି : ୪ ଘଣ୍ଟା ଦର୍ଶନ ଦେବନି ଜଗା

ପୁରୀ (ଆମ ଟିଭି): ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେଉଥିବା ହେତୁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ। ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି ଲାଗି ଭୋଗମଣ୍ଡପ…

ଲଗାଣ ବର୍ଷା; ଭଦ୍ରକ ଜିଲ୍ଲାର ୪ ବ୍ଲକରେ ସବୁ ସ୍କୁଲ ଛୁଟି

ଭଦ୍ରକ (ଆମ ଟିଭି): ଭଦ୍ରକ ଜିଲାର ୪ ବ୍ଲକରେ ଆଜି ଅର୍ଥାତ୍‌ ବୁଧବାର ସ୍କୁଲ ଛୁଟି ଘୋଷଣା କରାଯାଇଛି। ଜିଲାର ତିହିଡ଼ି, ଧାମନଗର, ବାସୁଦେବପୁର, ଚାନ୍ଦବାଲି ବ୍ଲକରେ ସମସ୍ତ ସ୍କୁଲ ଆଜି ଦିନକ…

କମୁଛି ସୁବର୍ଣ୍ଣରେଖା- ଜଳକା ଓ ବୈତରଣୀ ନଦୀର ଜଳସ୍ତର; ଏବେ ରାଜ୍ୟରେ ନାହିଁ ବନ୍ୟା ସ୍ଥିତି: ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର (ଆମ ଟିଭି): ଏବେ ରାଜ୍ୟରେ ନାହିଁ ବନ୍ୟା ସ୍ଥିତି । ସୁବର୍ଣ୍ଣରେଖା, ଜଳକା ଓ ବୈତରଣୀ ନଦୀର ଜଳସ୍ତର କମୁଛି । ତଳିଆ ଅଞ୍ଚଳରେ ଜମିଥିବା ପାଣି ନିଷ୍କାସନ ହେଉଛି। ଗତକାଲି ରାଜ୍ୟର…

ଦୁଷ୍କର୍ମ ଘଟଣାରେ ବିଜେଡି ଓ କଂଗ୍ରେସ ନେତା ଗିରଫ ପରେ କଟାକ୍ଷ କଲା ବିଜେପି, କହିଲା…..

ଭୁବନେଶ୍ୱର(ଆମ ଟିଭି): ମହିଳା ସୁରକ୍ଷା ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇ ଚିତ୍କାର କରୁଥିବା ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ଦଳ ଭିତରେ ମହିଳା ଦୁଷ୍କର୍ମକୁ ନେଇ ପ୍ରତିଯୋଗିତା ଆରମ୍ଭ…

ଆଜି ଶ୍ରୀମନ୍ଦିରରେ ହେବ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି, ସନ୍ଧ୍ୟା ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରାୟ ୪ଘଣ୍ଟା…

ପୁରୀ (ଆମ ଟିଭି):  ଆଜି ଶ୍ରାବଣ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥି ସୋମବାର । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ…

ପ୍ରାଥମିକ ସ୍କୁଲ ପିଲାଙ୍କ ପରିଚୟ ପତ୍ରରେ ଲାଗିବ ଗେରୁଆ ରଙ୍ଗ : ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ପକାଇବେ…

ଭୁବନେଶ୍ବର (ଆମ ଟିଭି): ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟ ପତ୍ରରେ ଲାଗିବ ଗେରୁଆ ରଙ୍ଗ ।  ବିଜେଡି ସରକାର ସମୟରେ ସବୁଜ ରଙ୍ଗର ଆଇ-କାର୍ଡ ହୋଇଥିବା ବେଳେ ୨୦୨୫-୨୬…

ନୂଆ ଓଡ଼ିଆ ଚଳଚ୍ଚିତ୍ର “ଦେବକନ୍ୟା”ର ଫାଷ୍ଟ ଲୁକ୍ ଲୋକାର୍ପଣ

ଭୁବନେଶ୍ୱର (ଆମ ଟିଭି): ସୁପ୍ରିମ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର "ଦେବକନ୍ୟା"ର ଫାଷ୍ଟଲୁକ୍ ଲୋକାର୍ପଣ ହୋଇଛି l ଜୟଦେବ ବାଟିକାର ସବୁଜ ମନୋରମ ପରିବେଶ ଭିତରେ…

ମାଟିତଳେ ୩୫ ଲକ୍ଷ ଟଙ୍କା ପୋତିଥିଲେ ମାଓବାଦୀ

ଓଡ଼ିଶା ସୀମାନ୍ତ ଚାଇଁବସାର ସରଣ୍ଡା ଜଙ୍ଗଲରୁ ମିଳିଲା ପୁଳାପୁଳା ଟଙ୍କା ବିଡ଼ା। ସରଣ୍ଡା ଜଙ୍ଗଲରେ ମାଟି ତଳେ ମାଓବାଦୀମାନେ ଟଙ୍କା ଲୁଚାଇ ରଖିଥିବା ନେଇ ଗୋଇନ୍ଦା ବିଭାଗ ସୂଚନାକୁ ଭିତ୍ତି…