Browsing Category
State
ଓଡ଼ିଶା କଂଗ୍ରେସକୁ ମିଳିଲେ ନୂତନ ପଦାଧିକାରୀ, ମୁଖପାତ୍ର ଏବଂ ମିଡିଆ ପ୍ୟାନେଲିଷ୍ଟ; ଜାରୀ ହେଲା ତାଲିକା
ଭୁବନେଶ୍ୱର (ଆମ ଟିଭି): ଆଜି ଅଖିଳ ଭାରତ କଂଗ୍ରେସ କମିଟି (AICC) ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC)ର ପଦାଧିକାରୀ, ମୁଖପାତ୍ର ଏବଂ ମିଡିଆ ପ୍ୟାନେଲିଷ୍ଟଙ୍କ ତାଲିକା ପ୍ରକାଶ…
ମହିସାଗର ପୋଲ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୋଦି, ମୃତକଙ୍କ ପରିବାର ପାଇଁ ଘୋଷଣା କଲେ ସହାୟତା ରାଶି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଭଦୋଦରା ଜିଲାରେ ପୋଲ ଭୁଶୁଡ଼ିବା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଏହି ଦୁର୍ଘଟଣାରେ ୯ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି।…
ଜଗା ପ୍ରଧାନଙ୍କୁ ମିଳିଲା ଜାମିନ: ୩୦ ହଜାର ଟଙ୍କା ବଦଳରେ…
ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କୁ ଶେଷରେ ଜାମିନ ମିଳିଛି। ଖୋର୍ଦ୍ଧା ଜିଲା ଦୌରାଜଜ ତାଙ୍କୁ ଜାମିନ ପ୍ରଦାନ କରିଥିବା ଜଣାପଡିଛି। ୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ ମିଳିଛି…
ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ, ଗାଡ଼ିରୁ ଜବତ ହେଲା ୩ ଲକ୍ଷ ଟଙ୍କା
ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ । ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କ ଘରେ ରେଡ୍ ହୋଇଛି । ଛତ୍ରପୁର ନିକଟ ଜାତୀୟ ରାଜପଥରେ ତାଙ୍କ ଗାଡ଼ିରୁ ୩ ଲକ୍ଷ ଟଙ୍କା ଜବତ କରିଛି…
ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ
ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । ଆଜି ଗୃହ ବିଭାଗ ତରଫରୁ ଏନେଇ ବିଜ୍ଞପ୍ତି ପ୍ରକାଶ କରାଯିବା ସହିତ ଆଇପିଏସ୍ ସ୍ତରରେ ଅଦଳବଦଳ ନେଇ ସୂଚନା ଦିଆଯାଇଛି । ଏଥିରେ…
‘ଶୋଇବାନି କି, ଶୋଇବାକୁ ଦେବା ନାହିଁ’; ସଭାପତି ହେବା ପରେ କର୍ମକର୍ତ୍ତାଙ୍କୁ ବଡ଼ ଆହ୍ବାନ ଦେଲେ ମନମୋହନ ସାମଲ
ଭୁବନେଶ୍ୱର (ଆମ ଟିଭି): ୨୦୩୬ରେ ବିଜେପି ସରକାର । ଆଉ ୨୦୪୭ରେ ଓଡ଼ିଶାରେ ସରକାର ଗଠନ କରିବ ବିଜେପି । ପୁଣି ରାଜ୍ୟ ବିଜେପି ସଭାପତି ହେବା ପରେ ଏହି ବୟାନ ରଖିଛନ୍ତି ମନମୋହନ ସାମଲ । …
DAV ଇଂରାଜୀ ମିଡିୟମ ରେ ପଢୁଥିବା ଛାତ୍ର ଛାତ୍ରୀଙ୍କ ପାଇଁ ଓଡ଼ିଆ ସିନେମା ଦେଖି ପ୍ରବନ୍ଧ ପ୍ରତିଯୋଗୀତା
ଭୁବନେଶ୍ୱର (ଆମ ଟିଭି): ସାରା ଓଡିଶା ରେ ଥିବା 63 DAV school ର 75000 ଛାତ୍ରଙ୍କୁ ଅନନ୍ତା ଦେଖାଇବାକୁ ସର୍କୁଲାର ଜାରି କରିଛନ୍ତି DAV School Network ର ରିଜିଓନାଲ ଡାଇରେକ୍ଟୋର DR K…
ମହାପ୍ରଭୁଙ୍କ ସୁନାବେଶରେ ଲାଗିବ ନୂଆ ଅଳଙ୍କାର
ଭୁବନେଶ୍ୱର (ଆମ ଟିଭି): ଆଗାମୀ ଦିନରେ ମହାପ୍ରଭୁଙ୍କ ସୁନାବେଶରେ ଲାଗିବ ନୂଆ ଅଳଙ୍କାର । ଏ ନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ନୂଆ ଅଳଙ୍କାର…
ନୀଳକନ୍ଦରକୁ ବାହୁଡ଼ିବେ ବିଶ୍ୱନିୟନ୍ତା
ସରି ଆସୁଛି ନବଦିନାତ୍ମକ ଯାତ୍ର। ଆଜି ନୀଳାଦ୍ରିବିଜେରେ ନୀଳକନ୍ଦରକୁ ବାହୁଡ଼ିବେ ମହାବାହୁ। ଗୋଟି ପହଣ୍ଡିରେ ରତ୍ନ ସିଂହାସନକୁ ବିଜେ କରିବେ ବିଶ୍ୱନିୟନ୍ତା। ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ…
ବଡ଼ ଖବର; ପୁଣି BJP ରାଜ୍ୟ ସଭାପତି ହେଲେ ମନମୋହନ ସାମଲ
ଭୁବନେଶ୍ୱର (ଆମ ଟିଭି): ପୁଣି ମନମୋହନ ସାମଲ । ରାଜ୍ୟ ବିଜେପି ମଙ୍ଗୁଆଳ କିଏ ହେବେ ସେ ନେଇ ଦୀର୍ଘ ଦିନ ଧରି ଜାରି ରହିଥିଲା ଘମାସାନ । ଏବେ ତାହାର ଅନ୍ତ ଘଟିଛି । ପୁଣି ରାଜ୍ୟ ସଭାପତି…