Browsing Category
State
ରାଗିଲେ ମା ଲକ୍ଷ୍ମୀ, ବିଳମ୍ବିତ ରାତିରେ ଭାଙ୍ଗି ଦେଲେ ନନ୍ଦିଘୋଷ ରଥ
ପୁରୀ(ଆମ ଟିଭି): ରଥଯାତ୍ରାରେ ମା ଲକ୍ଷ୍ମୀଙ୍କ ପ୍ରଭୃ ଜଗନ୍ନାଥ ନ ନେବାରୁ ମା ଲକ୍ଷ୍ମୀ ରାଗିଲେ। ଗତକାଲି ମଧ୍ୟ ରାତ୍ରରେ ଶ୍ରୀମନ୍ଦିର ଛାଡି ଗୁଣ୍ଡିଚା ମନ୍ଦିର ଆସିଥିଲେ। ଆଉ ସାମନାରେ…
ଭୁବନେଶ୍ବର ଆସୁଛନ୍ତି ରାହୁଲ ଗାନ୍ଧୀ, ଘୋଷଣା ହେଲା ତାରିଖ
ଭୁବନେଶ୍ୱର(ଆମ ଟିଭି): ଓଡିଶାରେ କଂଗ୍ରେସକୁ ଶକ୍ତିଶାଳୀ କରିବା ପାଇଁ ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ। ଏ ନେଇ ପ୍ରଦେଶ କଂଗ୍ରେସ ତରଫରୁ ତାରିଖ ଘୋଷଣା କରିଯାଇଛି। ସେହି ଅନୁସାରେ ଚଳିତ…
ବିଏମସି ଅତିରିକ୍ତ କମିସନରଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ : ୫ ବିଜେପି ନେତା ନିଲମ୍ବିତ
ଭୁବନେଶ୍ବର ମହାନନଗର ନିଗମର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ମାମଲାରେ ରାଜ୍ୟର ବିଭିନ୍ନ ଓଡ଼ିଶା ପ୍ରଶାସନିକ ସେବା ସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି। ଏଥିରେ ଜଗତସିଂହପୁର ଓ…
ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯିବାକୁ ଓଏଏସ୍ ସଂଘର ନିଷ୍ପତ୍ତି ସ୍ଥଗିତ
ଭୁବନେଶ୍ୱର (ଆମ ଟିଭି): ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା। ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯିବାକୁ ଓଏଏସ୍ ସଂଘର ନିଷ୍ପତ୍ତି ସ୍ଥଗିତ। ସମସ୍ତ ଅଭିଯୁକ୍ତ ଗିରଫ ନହେବା…
ଆଜି ପବିତ୍ର ହେରା ପଞ୍ଚମୀ; ରଥ ଭାଙ୍ଗିବେ ମହାଲକ୍ଷ୍ମୀ
ପୁରୀ (ଆମ ଟିଭି): ଆଜି ପବିତ୍ର ହେରା ପଞ୍ଚମୀ । ଶ୍ରୀ ଗୁଣ୍ଡିଚା ଯାତ୍ରାର ପଞ୍ଚମ ଦିବସ । ମହାପ୍ରଭୁ ଜଗନ୍ନାଥଙ୍କ ରଥ ଭାଙ୍ଗିବେ ଅଭିମାନିନୀ ମା’ ଲକ୍ଷ୍ମୀ ଠାକୁରାଣୀ । ମହାପ୍ରଭୁ…
ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ, ସେବାୟତଙ୍କ ସହ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଆଲୋଚନା କରିବେ
ପୁରୀ (ଆମ ଟିଭି): ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ । ସେବାୟତଙ୍କ ସହ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଆଲୋଚନା କରିବେ । ଦିନ ୧୨ଟାରେ ସେବାୟତଙ୍କ ସହ ଆଲୋଚନା କରିବେ ଆଇନ ମନ୍ତ୍ରୀ…
ଉତ୍ତର ଓଡ଼ିଶା ଉବୁଟୁବୁ: ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା ଅବବାହିକାରେ ବନ୍ୟା ପରିସ୍ଥିତି
ବାଲେଶ୍ୱର (ଆମ ଟିଭି): ସପ୍ତାହେ ନପୂରୁଣୁ ପୁଣି ଉତ୍ତର ବାଲେଶ୍ୱରରେ ବନ୍ୟା ସ୍ଥିତି । ଝାଡ଼ଖଣ୍ଡ ଗାଲୁଡି ବ୍ୟାରେଜ ପାଣିରେ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।…
ଆସନ୍ତାକାଲିଠାରୁ ମହଙ୍ଗା ହେବ ଟ୍ରେନରେ ଯାତ୍ରା କରିବା: ଜାଣନ୍ତୁ କେତେ ବଢିବ ଭଡ଼ା?
ନୂଆଦିଲ୍ଲୀ (ଆମ ଟିଭି): ଭଡ଼ା ଗଠନକୁ ସୁବ୍ୟବସ୍ଥିତ କରିବା ଏବଂ ଯାତ୍ରୀ ସେବାର ଆର୍ଥିକ ସ୍ଥିରତା ବୃଦ୍ଧି କରିବା ଲକ୍ଷ୍ୟରେ ରେଳ ମନ୍ତ୍ରଣାଳୟ ୧ ଜୁଲାଇ ୨୦୨୫ ରୁ ଲାଗୁ ହୋଇଥିବା…
ରଥଯାତ୍ରାରେ ଅଲଟ୍ରାଟେକ୍ ସିମେଣ୍ଟ ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ’ରେ ପାଇଲା ସ୍ଥାନ
ଚଳିତ ରଥଯାତ୍ରାରେ, ପୁରୀ ସମୁଦ୍ର ବେଳାଭୂମିରେ ସବୁଠାରୁ ବଡ଼ ଆନାମର୍ଫିକ୍ ସମନ୍ୱିତ ଗୃହ ସ୍ଥାପନା ପାଇଁ ଅଲଟ୍ରାଟେକ୍ ସିମେଣ୍ଟ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ପାଇଲା ସ୍ଥାନ । ଏହି…
ଲଘୁଚାପ କ୍ଷେତ୍ର ସୃଷ୍ଟି: ୪ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା, ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ
ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସହ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ୪ ତାରିଖ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ…