Browsing Category
State
ଟ୍ରେନରେ ଲାଗିଲା ନିଆଁ: ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ପାଇଁ ବଞ୍ଚିଗଲା ଶହ ଶହ ଜୀବନ
ଟ୍ରେନରେ ଲାଗିଲା ନିଆଁ । ହେଲେ ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ପାଇଁ ବଞ୍ଚିଗଲା ଶହ ଶହ ଜୀବନ । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ରେଳ ଷ୍ଟେସନ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା ।…
ସିକ୍କିମ୍ ଦୁର୍ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାର ସ୍ବତନ୍ତ୍ର ଟିମ୍ ଯିବେ ସିକ୍କିମ୍
ଭୁବନେଶ୍ୱର (ଆମ ଟିଭି): ସିକ୍କିମର ତିସ୍ତା ନଦୀରେ ଏକ ଟୁରିଷ୍ଟ ବସ୍ ବହୁ ଗଭୀରକୁ ଖସି ପଡ଼ିଥିବା ଖବର ଜାଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।…
ଦିନକ ପରେ ନେଇ ଥାଆନ୍ତେ ଅବସର, ମାଡିବସିଲା ଭିଜିଲାନ୍ସ; ଘରୁ ମିଳିଲା ୩ କୋଟି ନଗଦ ଟଙ୍କା
ଭୁବନେଶ୍ବର (ଆମ ଟିଭି): ଆଜି ଭିଜିଲ୍ନାସ ଜାଲରେ ଫସିଛି ବଡ ମାଛ। ସେ ହେଉଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠନାଥ ଷଡଙ୍ଗୀ। ଦୁଇଦିନ ପରେ ସେ ଅବସର ଗ୍ରହଣ…
କରୋନା ନେଇ ଆସିଲା ବଡ ଖବର, କଟକରେ ଜଣେ ଆକ୍ରାନ୍ତ ଚିହ୍ନଟ, ଘରୋଇ ହସପିଟାଲରେ ଭର୍ତ୍ତି
ଭୁବନେଶ୍ବର (ଆମ ଟିଭି): ଏବେ ପୁଣି ଥରେ କରୋନା ଡରାଇବା ଆରମ୍ଭ କଲାଣି। ଧିରେଧିରେ ଏହାର ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଜି କଟକର ଜଣେ 45 ବର୍ଷିୟ ପୁରୁଷ କରୋନାରେ ଆକ୍ରାନ୍ତ…
ସମ୍ବଲପୁର ଶୀତଳ ଷଷ୍ଠୀ ପାଇଁ ୫୦ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ସହରରେ ପ୍ରତିବର୍ଷ ପାଳିତ ହେଉଥିବା ଶୀତଳ ଷଷ୍ଠୀ ଉତ୍ସବ ପାଇଁ ୫୦ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ମଞ୍ଜୁର କରିଛନ୍ତି।
“ଶୀତଳ ଷଷ୍ଠୀ ଉତ୍ସବ…
ଓଡ଼ିଶା ଛୁଇଁଲା ମୌସୁମୀ; ନିର୍ଦ୍ଧାରିତ ସମୟର 10 ଦିନ ପୂର୍ବରୁ ପହଞ୍ଚିଲା
ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ନିର୍ଦ୍ଧାରିତ ସମୟର 10 ଦିନ ପୂର୍ବରୁ ପହଞ୍ଚଲା ମୌସୁମୀ । ଓଡ଼ିଶା ସହ ମହାରାଷ୍ଟ୍ର, ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ଼ ମଧ୍ୟ ଛୁଇଁଲା…
ଆଜି ୪ ଘଣ୍ଟା ଜଗା ଦର୍ଶନ ବନ୍ଦ ; ମହାପ୍ରଭୁଙ୍କ ଶୃଙ୍ଗାର ନୀତି
ଆଜି ୪ ଘଣ୍ଟା ପାଇଁ ବନ୍ଦ ରହିବ ଜଗା ଦର୍ଶନ । ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି ଯୋଗୁଁ ସନ୍ଧ୍ୟା ୭ଟାରୁ ରାତି ୧୧ଟା ଯାଏ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ…
ମନ୍ତ୍ରୀ ଓ ଅଫିସର ବ୍ୟବହାର କରୁଥିବା ଗାଡ଼ି ଭଡ଼ା ବୃଦ୍ଧି କଲେ ରାଜ୍ୟ ସରକାର
ପ୍ରାୟ ଛଅ ୬ ବର୍ଷ ପରେ ମନ୍ତ୍ରୀ, ଅଫିସର ଓ ଭିଭିଆଇପି ବ୍ୟବହାର କରୁଥିବା ଗାଡ଼ି ଭଡ଼ା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଭଡ଼ା ବୃଦ୍ଧି ସଂଶୋଧନ ନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି…
ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପସ୍ଥାପନ ହେବାର ସମ୍ଭାବନା
ଭୁବନେଶ୍ୱର (ଆମ ଟିଭି): ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅପରାହ୍ନ ୫ଟାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ଏଥିରେ…
ବଙ୍ଗୋପସାଗରରେ ସୃଷ୍ଟି ହେଲା ସୁଦୃଶ୍ୟ ଲଘୁଚାପ, ୨୪ ଘଣ୍ଟା ଭିତରେ ଅବପାତର ନେବ ରୂପ
ଭୁବନେଶ୍ୱର (ଆମ ଟିଭି): ବଙ୍ଗୋପସାଗରରେ ସୃଷ୍ଟି ହେଲା ସୁଦୃଶ୍ୟ ଲଘୁଚାପ । ସକ୍ରିୟ ଲଘୁଚାପ ୨୪ ଘଣ୍ଟା ଭିତରେ ଅବପାତର ରୂପ ନେବ । ଲଘୁଚାପ କ୍ଷେତ୍ର ଉତ୍ତର ଆଡ଼କୁ ଗତି କରି ଆହୁରି ଅଧିକ…