Browsing Category
State
ଓଡ଼ିଶାର ୧୨ଟି ସ୍ଥାନରେ ହେବ ମକ୍ଡ୍ରିଲ୍: ଏୟାରଷ୍ଟ୍ରାଇକ୍ ହେଲେ କେମିତି ରହିବେ ପ୍ରସ୍ତୁତ, ଦିଆଯିବ ତାଲିମ
ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାର ୧୨ଟି ସ୍ଥାନରେ ହେବ ମକ୍ଡ୍ରିଲ୍ । ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର ଓ ଗୋପାଳପୁରରେ ମକ୍ଡ୍ରିଲ କରାଯିବ । ସେହିପରି ହୀରାକୁଦ, ପାରାଦ୍ୱୀପ, ରାଉରକେଲା ଓ…
ମମତାଙ୍କୁ ରୋକଠୋକ ଶୁଣାଇଲେ ଗଜପତି, ଦୀଘାର ସବୁ ସ୍ଥାନରୁ ହଟିନି ଜଗନ୍ନାଥ ଧାମ ନାମ ଫଳକ
ପୁରୀ (ଆମ ଟିଭି): ସେପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରୋକଠୋକ ଶୁଣାଇଲେ ଗଜପତି ମହାରାଜ । କହିଲେ, ଦୀଘା ଜଗ୍ନନାଥ ମନ୍ଦିର ଜଗନ୍ନାଥ ଧାମ ନୁହେଁ । ଦୀଘା ଜଗନ୍ନାଥ…
ବିଭିନ୍ନ ସେଲ୍ ପାଇଁ ବିଜେଡି ବରିଷ୍ଠଙ୍କୁ ଦାୟିତ୍ବ ବଣ୍ଟନ, କାହାକୁ କେଉଁ ଦାୟିତ୍ବ ମିଳିଲା ଜାଣନ୍ତୁ
ବିଜେଡିର ବରିଷ୍ଠ ନେତାଙ୍କୁ ଦାୟିତ୍ବ ବଣ୍ଟନ କରାଯାଇଛି । ଉପସଭାପତି ଓ ସାଧାରଣ ସମ୍ପାଦକ ରାଙ୍କ୍ ଥାଇ ବିଭିନ୍ନ ସେଲ୍ ପାଇଁ ଏହି ଦାୟିତ୍ବ ଦିଆଯାଇଛି ।
ବିଜ୍ଞପ୍ତି ଅନୁସାରେ, ବିଜୁ…
ଶ୍ରୀମନ୍ଦିରରୁ ଯାଇନି ବଳକା ଦାରୁ କାଠ; ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା
ଶ୍ରୀମନ୍ଦିର ଦାରୁ କାଠ ବିବାଦ ଭିତରେ ବଡ଼ ବୟାନ ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କହିଛନ୍ତି, ଶ୍ରୀମନ୍ଦିରରୁ ଯାଇନି ବଳକା ଦାରୁ କାଠ,ବଳକା ଦାରୁ କାଠରେ ବିଗ୍ରହ ତିଆରି…
ଦିଦିଙ୍କୁ ସୁରେଶ ପୂଜାରୀଙ୍କ କଡ଼ା ଜବାବ, କହିଲେ ମମତା ହିନ୍ଦୁ ବିରୋଧୀ
ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ଏହି ପ୍ରସଙ୍ଗରେ ଆଜି ପ୍ରଥମ ଥର ପ୍ରତିକ୍ରିୟା ରଖିଛନ୍ତି ମମତା ବାନାର୍ଜୀ । ଏହାପରେ କଡ଼ା ଜବାବ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ…
ଦୀଘା ମନ୍ଦିରରୁ ହଟିଲା ଜଗନ୍ନାଥ ଧାମ ଲେଖା: ପୁରୀରେ ପ୍ରବଳ ବିରୋଧ ପରେ ନଇଁଲେ ମମତା
ଦୀଘା ମନ୍ଦିରରୁ ହଟିଲା ଜଗନ୍ନାଥ ଧାମ ଲେଖା । ପୁରୀରେ ପ୍ରବଳ ବିରୋଧ ପରେ ନଇଁଲେ ମମତା । ସୋସିଆଲମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ଅମିତ ମାଲବ୍ୟ । ବିଜେପି ମିଡିଆ ସେଲ ଅଧ୍ୟକ୍ଷ ଅଛନ୍ତି…
ଆହୁରି ତିନି ଦିନ ବର୍ଷାରୁ ନାହିଁ ନିସ୍ତାର, ଜାରି ରହିବ କାଳବୈଶାଖୀର ତାଣ୍ଡବ
ଭୁବନେଶ୍ୱର (ଆମ ଟିଭି): ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା। ୨୪ ଘଣ୍ଟାରେ ୩ ରୁ ୫ ଡିଗ୍ରୀ କମିବ ଦିନର ତାପମାତ୍ରା। ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼…
ଜୁନ୍ ୩୦ ସୀମା ପୁନର୍ଗଠନ ଡେଡ୍ଲାଇନ୍
ଭୁବନେଶ୍ୱର (ଆମ ଟିଭି): ପ୍ରଶାସନିକ ସୀମା ପୁନର୍ଗଠନ ପାଇଁ ଜାରି ହୋଇଛି ଡେଡ୍ଲାଇନା । ଆଗାମୀ ଜନଗଣନା ପୂର୍ବରୁ ପ୍ରଶାସନିକ ସୀମା ପୁନଃଗଠନ ପାଇଁ ଏକ ସମୟସୀମା ଘୋଷଣା କରି ଓଡ଼ିଶା ସରକାର…
କଟକରେ ବ୍ରିଜ୍ ନିର୍ମାଣ ଅଘଟଣ; ତ୍ରୁଟି ନ ଥିଲେ ଏତେ ବଡ଼ ଦୁର୍ଘଟଣା ଘଟି ନଥାନ୍ତା: ଆଇନ ମନ୍ତ୍ରୀ
ଭୁବନେଶ୍ୱର (ଆମ ଟିଭି): କଟକ ଖାନ୍ନଗରରେ ବ୍ରିଜ୍ ନିର୍ମାଣ ଅଘଟଣରୁ ଦୁଇ ଜଣ ଇଂଜିନିୟର ଓ ଜଣେ ସୁପରଭାଇଜର୍ଙ୍କ ମୃତ୍ୟୁ ଘଟଣାରେ କାହାର ଭୁଲ ଅଛି ତାହାକୁ ନେଇ ତଦନ୍ତ ହେବ ବୋଲି ଆଜି…
ଓଡ଼ିଆ ଚଳଚ୍ଚିତ୍ର ପ୍ରଚାର ପ୍ରସାର ରେ ଅତୁଳନୀୟ ଅବଦାନ ପାଇଁ ପ୍ରଣୟ ଜେଠୀ ସମ୍ମାନିତ
ଭୁବନେଶ୍ୱର (ଆମ ଟିଭି): ଭୁବନେଶ୍ୱର ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଆ ଚଳଚ୍ଚିତ୍ରର ବହୁଳ ପ୍ରଚାର ଓ ପ୍ରସାର ତଥା ଚଳଚ୍ଚିତ୍ର ଶିଳ୍ପର…