Browsing Category

State

ଦଳରେ ଯାହା ଘଟଣା ଘଟୁଛି ସେ ବିଷୟରେ ଲେଖିଛି; କଂଗ୍ରେସରୁ ବହିଷ୍କାର ପରେ ମୁହଁ ଖୋଲିଲେ ମୋକିମ

ଭୁବନେଶ୍ୱର (ଆମ ଟିଭି): ଦଳର ନେତୃତ୍ୱକୁ ଚ୍ୟାଲେଞ୍ଜ କରିବା ପଡିଗଲା ମହଙ୍ଗା । କଂଗ୍ରେସରୁ ବହିଷ୍କାର ହୋଇଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଏହାପରେ ମହମ୍ମଦ ମୋକିମଙ୍କ…

ମାଲକାନଗିରିରେ ସ୍ବାଭାବିକ ହେଲା ଇଣ୍ଟରନେଟ୍ ସେବା

ଭୁବନେଶ୍ୱର (ଆମ ଟିଭି): ମାଲକାନଗିରିରେ ସ୍ବାଭାବିକ ହେଲା ଇଣ୍ଟରନେଟ୍ ସେବା । ହିଂସାର ୮ ଦିନ ପରେ ଇଣ୍ଟରନେଟ୍ ସେବା ସ୍ବାଭାବିକ ହୋଇଛି । ଗତ ସୋମବାର ସଂଧ୍ୟା ୬ଟାରୁ କଟକଣା ଲାଗୁ ହୋଇଥିଲା…

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ ମୋକିମ ଚିଠିନ ଲେଖିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଦାସ । ଦିଲ୍ଲୀରେ ପ୍ରତିକ୍ରିୟା ରଖି ଜବାବ ରଖିଛନ୍ତି ସଭାପତି ଭକ୍ତ…

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ସବୁଠି ପ୍ରଶଂସା ସହିତ ଭାବବିହ୍ୱଳ ଦର୍ଶକ

ଭୁବନେଶ୍ବର (ଆମ ଟିଭି): ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ ଏବଂ ଭାରତର ବିଭିନ୍ନ ସ୍ଥାନ) ଏବଂ ୪ଟି ମହାଦେଶ (ଉତ୍ତର ଆମେରିକା, ଏସିଆ,…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହେଲା ଇକୋ ରିଟ୍ରେଟ, ବେଳାଭୂମିରେ ପ୍ରାକୃତିକ ପଞ୍ଚତାରକା ହୋଟେଲର ମଜାନେବେ…

କୋଣାର୍କ (ଆମ ଟିଭି): ଶୀତୁଆ ସନ୍ଧ୍ୟାରେ ପ୍ରତିବର୍ଷ ପରି ଚଳିତବର୍ଷ ପୁରୀ-କୋଣାର୍କ ବେଳାମାର୍ଗ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ ମୁହାଁଣ ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହେଉଛି…

୧୦ ଦିନ ଭିତରେ ଭୁବନେଶ୍ୱରର ସବୁ ବାର୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ଭୁବନେଶ୍ୱର (ଆମ ଟିଭି): ଭୁବନେଶ୍ୱର ସତ୍ୟବିହାର ସ୍ଥିତ ‘ନୋ ଲିମିଟ୍ ବାର୍‌’ ଅଗ୍ନିକାଣ୍ଡ ପରେ ରାଜ୍ୟରେ ଅଗ୍ନି ନିରାପତ୍ତା ନେଇ କଡାକଡି ଯାଞ୍ଚ ହେବ । ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ…

ସାରା ରାଜ୍ୟରେ ଶୀତ ଲହରୀ; ଏକାଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (ଆମ ଟିଭି): ସାରା ରାଜ୍ୟରେ ଭୟଙ୍କର ଶୀତ, ହାଡ଼ଭଙ୍ଗା ଜାଡ଼ରେ ଥରୁଛି ସାରା ଓଡ଼ିଶା । ୧୦ ଡିଗ୍ରୀ ତଳେ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା । ଶୀତ ଲହରି ଜାରି ରହିବା…

ଓଡ଼ିଶାରେ 4ହଜାର କୋଟିରୁ ଅଧିକ ବ୍ୟୟରେ 2ଟି ସେମିକଣ୍ଡକ୍ଟର ନିର୍ମାଣ ୟୁନିଟ୍ ଖୋଲିବ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ (ଆମ ଟିଭି): ଓଡ଼ିଶାରେ ଇଲେକ୍ଟ୍ରୋନିକ୍ସ, ଆଇଟି, ସେମିକଣ୍ଡକ୍ଟର, ଡିଜିଟାଲ ଭିତ୍ତିଭୂମି କ୍ଷେତ୍ରର ବିକାଶ ପାଇଁ କେନ୍ଦ୍ର ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରିଥିବା କେନ୍ଦ୍ର…

ଭୁବନେଶ୍ୱର ସତ୍ୟବିହାର ସ୍ଥିତ ଏକ ବାର୍‌ରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର (ଆମ ଟିଭି):  ଆଜି ଭୁବନେଶ୍ୱରର ସତ୍ୟ ବିହାର ଅଞ୍ଚଳରେ ଥିବା ଏକ ବାର୍ ଆଣ୍ଡ ରେଷ୍ଟୁରାଣ୍ଟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି।  ହୁତୁହୁତୁ ହୋଇ ଜଳୁଛି ବାର୍‌ ଓ ଚାରିଆଡ଼େ…

ନୀଳଗିରିର ବିଧାୟକଙ୍କ ଦ୍ୱାରା ଲେଖାଶ୍ରୀଙ୍କ ବିରୋଧରେ ଅଶୋଭନୀୟ ମନ୍ତବ୍ୟକୁ ନେଇ ରାଜ୍ୟପାଳଙ୍କୁ ଭେଟିଲେ ବିଜେଡି ଟିମ୍

ଭୁବନେଶ୍ୱର (ଆମ ଟିଭି): ଦିନକୁ ଦିନ ରାଜ୍ୟରେ ବଢୁଛି ନାରୀ ନିର୍ଯାତନା। ରାଜ୍ୟରେ ମହିଳାଙ୍କ ସୁରକ୍ଷା ବିପନ୍ନ ହୋଇଛି ବିଜେପି ଶାସନ କ୍ଷମତା ଆସିବା ପରଠାରୁ ବଢ଼ିଛି ନିର୍ଯାତନା। ହେଲେ…