Browsing Category
State
ଓଡ଼ିଶାକୁ ୪ ହଜାର କୋଟିର ପ୍ରକଳ୍ପ ଭେଟି ଦେଲେ ଗଡକରୀ
ଓଡ଼ିଶାକୁ ମିଳିଲା ୪ ହଜାର କୋଟି ଟଙ୍କାର ପ୍ରକଳ୍ପ । ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କିଛି ସମୟ ପରେ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ୧୩ଟି…
ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ; ୧୯ ତାରିଖରେ ବିଧିବଦ୍ଧ ଭାବେ ନାଁ ଘୋଷଣା
ଭୁବନେଶ୍ବର (ଆମ ଟିଭି): ବିଜୁ ଜନତା ଦଳର ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ । ଶଙ୍ଖ ଭବନରେ ସଭାପତି ପଦ ପାଇଁ ନବୀନ ବିଧିବଦ୍ଧ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।…
ଭୁବନେଶ୍ବରରେ ଗଡକରୀ, ବିମାନ ବନ୍ଦରରେ କେନ୍ଦ୍ର ପରିବହନ ମନ୍ତ୍ରୀ
ଭୁବନେଶ୍ୱର (ଆମ ଟିଭି): ଭୁବନେଶ୍ବରରେ ପହଞ୍ଚିଲେ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ଆଜିର ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହି ଅବସରରେ ସେ…
ସୁଦୃଢ ହେବ ଟ୍ରାଫିକ୍ ଓ ସଡକ ସୁରକ୍ଷା, ୨ହଜାର ନୂଆ ଟ୍ରାଫିକ୍ ପଦବୀ ପୂରଣ ପାଇଁ ସରକାରଙ୍କ ମଞ୍ଜୁରୀ
ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ଟ୍ରାଫିକ୍ ଏବଂ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ସୃଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ଟ୍ରାଫିକ୍ ଶାଖାରେ ୨ ହଜାର ନୂତନ…
୭ମ ଉତ୍କଳମଣି ସେବା ସମ୍ମାନ ପ୍ରଦାନ ଓ ବାର୍ଷିକ ଉତ୍ସବ-୨୦୨୫
ଭୁବନେଶ୍ୱର (ଆମ ଟିଭି): ଉତ୍କଳ ବିପନ୍ନ ସହାୟତା ସମିତିର ବାର୍ଷିକୋତ୍ସବ ଏବଂ ଉତ୍କଳମଣି ସେବା ସମ୍ମାନ ସମାରୋହ –୨୦୨୫, ଉତ୍କଳ ମଣ୍ଡପ ଠାରେ ତା.୧୬.୦୪.୨୦୨୫ ରିଖ ଅପରାହ୍ନ ୬.୩୦ ଘଟିକା…
ରାସ୍ତା ସଂଯୋଗୀକରଣରେ ୧ନଂ ହେବ ଓଡ଼ିଶା
ରାସ୍ତା ସଂଯୋଗୀକରଣକୁ ନେଇ ବଡ ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାସ୍ତା ସଂଯୋଗୀକରଣରେ ଏକ ନମ୍ବର ହେବ ଓଡ଼ିଶା ।…
ଅଷ୍ଚମ ପାସ୍ କରିଥିଲେ ସେନାରେ ଚାକିରି, ଜାଣନ୍ତୁ ଆବେଦନ ପ୍ରକ୍ରିୟା
ସରକାରୀ ଚାକିରି ଖଣ୍ଡିଏ ପାଇଁ ଦିନରାତି ଏକ କରି ପରିଶ୍ରମ କରୁଛନ୍ତି ଆଶାୟୀ । ଏହି କ୍ରମରେ ଯୁବପିଢ଼ି ଏବେ ଅଗ୍ନିବୀର ଯୋଜନାରେ ସେନାରେ ଭର୍ତ୍ତି ହେବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ…
ଛତିଶଗଡ଼ ସୀମାରେ ଏନ୍କାଉଣ୍ଟର : ଯବାନଙ୍କ ଗୁଳିରେ ୨ କ୍ୟାଡର ମାଓବାଦୀ ମୃତ
ଭୁବନେଶ୍ୱର (ଆମ ଟିଭି): ଛତିଶଗଡ଼ରେ ଏନକାଉଣ୍ଟର, ୨ ମାଓବାଦୀ ମୃତ । କୋଣ୍ଡାଗାଓଁ-ନାରାୟଣପୁର ସୀମାରେ ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । କୋଣ୍ଡାଗାଓଁ ଜିଲ୍ଲା…
ସକାଳେ ଖରା, ଅପରାହ୍ଣରେ ବର୍ଷା : କାଳବୈଶାଖୀ ବର୍ଷା ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର (ଆମ ଟିଭି): ସକାଳେ ଖରା, ଅପରାହ୍ଣରେ କାଳବୈଶାଖୀ ବର୍ଷା । ଉପକୂଳରେ କାଳବୈଶାଖୀ ବର୍ଷା ହେଉଥିବା ବେଳେ ପଶ୍ଚିମଓଡ଼ିଶାରେ ହେଉଛି ନିଆଁ ବର୍ଷା । ଉପକୂଳରେ କାଳବୈଶାଖୀ ବର୍ଷା…
‘ଖୁବଶୀଘ୍ର ପୂରଣ ହେବ ଏକ ହଜାର ୩୫୩ ପ୍ରଫେସର ଏବଂ ଆସିଷ୍ଟାଣ୍ଡ ଫ୍ରଫେସର ପଦବୀ’
ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ବର୍ତ୍ତମାନ ଏକ ହଜାର ୩୫୩ ପ୍ରଫେସର ଏବଂ ଆସିଷ୍ଟାଣ୍ଡ ଫ୍ରଫେସର ପଦବୀ ଖାଲି ରହିଛି । ଖୁବଶୀଘ୍ର ଏହି ପଦବୀ ପୂରଣ କରାଯିବ ବୋଲି ସୂଚନା ଦେଇଛନ୍ତି…