Browsing Category
State
ଖାଲି ହେଉଛି ବୈକୁଣ୍ଠଧାମ ଆଶ୍ରମ, ବୁଲିବ ବୁଲଡୋଜର
ଭୁବନେଶ୍ବର : ଖାଲି ହେଉଛି ବୈକୁଣ୍ଠ ଧାମ ଆଶ୍ରମ । ବିବାଦୀୟ ବୈକୁଣ୍ଠଧାନ ଆଶ୍ରମରେ ଆଜି ବୁଲଡୋଜର ବୁଲିବ । ବିଡିଏ ପକ୍ଷରୁ ଖାଲି କରିବାକୁ ନିର୍ଦ୍ଦେଶ ପରେ ଅନ୍ତେବାସୀ ଆଶ୍ରମ ଛାଡୁଛନ୍ତି ।…
ବଢିଲା ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ, ଏଣିକି ମିଳିବ ମାସିକ ୧୬ ହଜାର
ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ ବଢିଲା । ପାରିଶ୍ରମିକ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି । ମାସିକ ପାରିଶ୍ରମିକ ୧୬ ହଜାର ଟଙ୍କାକୁ ବୃଦ୍ଧି ପାଇଲା ।…
ସମ୍ପତ୍ତି ତାଲିକା ଦେବେ ଶ୍ରୀମନ୍ଦିର କର୍ମଚାରୀ, ଶୁକ୍ରବାର ପିନ୍ଧିବେ ହସ୍ତତନ୍ତ ଲୁଗା
ପୁରୀ: ଶ୍ରୀମନ୍ଦିର କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ୫ ସୂତ୍ରୀ କାର୍ଯ୍ୟାବଳୀ ଜାରି ହୋଇଛି। ୫ ସୂତ୍ରୀ କାର୍ଯ୍ୟବଳୀ ଅନୁପାଳନ ପାଇଁ ମୁଖ୍ୟ ପ୍ରଶାସକ ପରାମର୍ଶ ଦେଇଛନ୍ତି। ଶ୍ରୀମନ୍ଦିର…
ଡିଏଭି ପୋଖରୀପୁଟରେ ‘‘ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ବିକାଶ” ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ପାଳିତ
ଡିଏଭି ପୋଖରୀପୁଟରେ ବଦ୍ୟାର୍ଥୀଙ୍କ ମଧ୍ୟରେ ବିଜ୍ଞାନମନସ୍କତା , ଅନାସକ୍ତଭାବ ,ଯୁକ୍ତିଯୁକ୍ତତା ଓ ଅନ୍ୟମାନଙ୍କ ପ୍ରଭାବରୁ ମୁକ୍ତ ରହି ସ୍ୱାଧୀନ ବିଚାରଧାରା ଭଳି ବିରଳ ଗୁଣର ଅଭିବୃଦ୍ଧି…
ଜୀ ସାର୍ଥକର ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ରେ ଦର୍ଶକ ଦେଖିବାକୁ ପାଇବେ ନୂଆ ରୋମାଞ୍ଚ
ଭୁବନେଶ୍ୱର (ଆମ ଟିଭି): ଜୀ ସାର୍ଥକ ପ୍ରତିଟି ଓଡ଼ିଆଙ୍କର ପ୍ରଥମ ପସନ୍ଦର ଚ୍ୟାନେଲ l ତେଣୁ ଲୋକଙ୍କ ପସନ୍ଦକୁ ଧ୍ୟାନରେ ରଖି ଲୋକଧର୍ମୀ ମନୋରଞ୍ଜନ କାର୍ଯ୍ୟକ୍ରମ ବା ଧାରାବାହିକକୁ ଟିଭି…
ବଡ଼ ଖବର; ବଢିବ ଅଙ୍ଗନବାଡ଼ି କର୍ମୀଙ୍କ ଦରମା
ଭୁବନେଶ୍ବର (ଆମ ଟିଭି): ବଢିବ ଅଙ୍ଗନବାଡ଼ି କର୍ମୀଙ୍କ ଦରମା । ରାଜ୍ୟରେ ସର୍ବାଧିକ ସକ୍ଷମ ହେବ ଅଙ୍ଗନବାଡି କେନ୍ଦ୍ର । ଏନେଇ ବଡ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ…
ପ୍ରସନ୍ନଙ୍କ ଘରେ ବିଜେଡି ନେତାଙ୍କ ବୈଠକ: ବିଜେଡିରେ ବଡ଼ ହଲଚଲ
ଭୁବନେଶ୍ୱର (ଆମ ଟିଭି): ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଘରେ ଦଳର ବରିଷ୍ଠ ନେତାମାନଙ୍କ ବୈଠକକୁ ନେଇ ରାଜନୀତି ଜୋର୍ ଧରିଛି। ପୂର୍ବତନ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା,…
*ଦ ଟାଇଫୁନ୍ ଦୈନିକ ଇଂରାଜୀ ଖବର କାଗଜ ଉନ୍ମୋଚନ*
ଦୈନନ୍ଦିନ ଜୀବନରେ ଖବର କାଗଜର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ l ସେହି ପରିକଳ୍ପନାରେ ଯୁବ ଉଦ୍ୟୋଗୀ ଶ୍ରୀ ଜଗନ୍ନାଥ ପ୍ରସାଦ ସାହୁ "ଦ ଟାଇଫୁନ୍" ନାମରେ ଏକ ଇଂରାଜୀ ମୁଦ୍ରିତ ଖବର କାଗଜ…
ଆଜି ବୈଠକରେ ନିଶ୍ଚିତ ନିର୍ଯ୍ୟାସ ବାହାରିବ, ଆବଶ୍ୟକ ପଡିଲେ କଠୋର କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଭୁବନେଶ୍ଵର: ୩ ଦିନ ହେଲାଣି ଉପାସରେ ରହିଛନ୍ତି ମହାପ୍ରଭୁ ଲିଙ୍ଗରାଜ। ବଡୁ ସେବାୟତ ଏବଂ ବ୍ରାହ୍ମଣ ନିଯୋଗ ବିବାଦରୁ ସୋମବାର ସନ୍ଧ୍ୟାରୁ ନୀତିକାନ୍ତି ବନ୍ଦ ରହିଛି। ତେବେ ଏହି ପ୍ରସଙ୍ଗରେ…
ବଡ଼ଦେଉଳରେ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି । ବୁଧବାର ଅପରାହ୍ନ ସମୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଅପରାହ୍ନ ପ୍ରାୟ ୫ଟାରୁ ରାତି ୧୦ଟା ଯାଏଁ…