Browsing Category
State
ମଙ୍ଗଳବାର ବସିବ ଛତିଶା ନିଯୋଗ ବୈଠକ: ରତ୍ନଭଣ୍ଡାର ମରାମତି ଏବଂ ପହିଲି ଭୋଗ ନୀତି ନିର୍ଘଣ୍ଟ ହେବ
ପୁରୀ (ଆମ ଟିଭି): ଆସନ୍ତା ୧୦ ତାରିଖ ଅର୍ଥାତ ମଙ୍ଗଳବାର ବସିବ ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଛତଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ…
କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇପିଏସ ଆଶିଷ ସିଂ
କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇପିଏସ ଆଶିଷ ସିଂ। ଇଣ୍ଡୋ-ତିଦ୍ଦତିଆନ ବର୍ଡର ପୁଲିସ ଫୋର୍ସ ବା ଆଇଟିବିପି ଆଇଜି ଭାବେ ଆଶିଷଙ୍କୁ ନିଯୁକ୍ତି ମିଳିଛି। ୫ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ…
ଆଇନମନ୍ତ୍ରୀଙ୍କ ଚେତାବନୀ, ସତ ଖୋଲିଦେଲେ ମୁହଁ ଦେଖାଇପାରିବନି
ବିଧାନସଭାରେ ଆଜି ‘ପୋଲାଭରମ ପ୍ରକଳ୍ପ’କୁ ନେଇ ବିରୋଧୀ ଓ ଶାସକ ସଭ୍ୟ ମୁହାଁମୁହିଁ ହୋଇଛନ୍ତି । ବିରୋଧୀ କଂଗ୍ରେସ ସହ ସ୍ୱର ମିଳାଇ ବିଜେଡି ଆଜି ଗୃହରେ ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ…
ଜୀ ସାର୍ଥକ ଶୁଭାରମ୍ଭ କଲା ଦୁଇଟି ନୂଆ ଧାରାବାହିକ ସହ ଗୋଟିଏ ରିୟାଲିଟି ଶୋ
ଭୁବନେଶ୍ୱର(ଆମ ଟିଭି): ଓଡିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିରେ ରଖି ଭେଟିଦିଏ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ…
ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ, ସମୟକୁ ଅପେକ୍ଷା କରିଛି ଏଏସ୍ଆଇ
ପୁରୀ (ଆମ ଟିଭି) : ରତ୍ନଭଣ୍ଡାର ମରାମତି କାମ ଆରମ୍ଭକୁ ନେଇ ଅନିଶ୍ଚିତତା ଲାଗି ରହିଛି । ଫଳରେ ରତ୍ନ ଅଳଙ୍କାର ଗଣତିମଣତି ନେଇ ଥିବା ଦ୍ୱନ୍ଦ୍ୱ ହଟିବା ବିଳମ୍ବ ହେବା ଆଶଙ୍କା କରାଗଲାଣି ।…
ନବୀନଙ୍କ ବଡ଼ ପ୍ରତିକ୍ରିୟା: କହିଲେ ଆଗରୁ ବିଜେଡି ରାଜ୍ୟର ସ୍ବାର୍ଥ ପାଇଁ ଲଢ଼େଇ କରୁଥିଲା, ଆଉ ଏବେ…
ଭୁବନେଶ୍ବର (ଆମ ଟିଭି): ପୋଲାଭରମ୍ ପ୍ରସଙ୍ଗରେ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଜେଡି ଆଗରୁ ବି ରାଜ୍ୟର ସ୍ବାର୍ଥ ପାଇଁ ଲଢ଼େଇ କରୁଥିଲା। ଆଉ…
ରାଜ୍ୟ ସଭା ରେସ୍ରେ ମନମୋହନ! ଚର୍ଚ୍ଚା ମଧ୍ୟରେ ଦେଲେ ବଡ଼ ବୟାନ
କିଏ ରାଜ୍ୟ ସଭା ଯିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ମନମୋହନ ସାମଲ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ସଭା ରେସ୍ରେ ମୁଁ ଆଦୌ ନାହିଁ । ଏ ଚର୍ଚ୍ଚା କପୋଳକଳ୍ପିତ। ରାଜ୍ୟସଭା କିଏ…
ବୋହୂ ପରେ ଆଖି ବୁଜିଲା ପୁଅ
ପୁଅ ଓ ବୋହୂଙ୍କୁ ପେଟ୍ରୋଲ ଢାଳି ବାପା ପୋଡ଼ି ମାରିଦେବା ଘଟଣା। ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ପୁଅ ଦୀନବନ୍ଧୁ ରାଉତଙ୍କ ମୃତ୍ୟୁ ହୋଇଛି। ବାରଙ୍ଗ ଥାନା ବାରସିଙ୍ଗା ଗାଁରେ ଘଟିଥିଲା…
ଆଜି ଜନ୍ମମାଟିକୁ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଜନ୍ମମାଟିକୁ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୫ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନିଜ ଗାଁ ମୟୂରଭଞ୍ଜର ଉପରବେଡା ଗସ୍ତରେ ଯିବେ। ଏହା ପୂର୍ବରୁ ସକାଳେ…
ଓଡ଼ିଶାରେ ୨ଟି ସୁନାଖଣି ଠାବ
ଓଡ଼ିଶାରେ ୨ଟି ସୁନାଖଣି ଠାବ ହୋଇଛି । ଗୋଟିଏ ଖଣି ଦେବଗଡ଼ ଓ ଆଉ ଗୋଟିଏ କେନ୍ଦୁଝର ଜିଲ୍ଲାରେ ସନ୍ଧାନ ମିଳିଥିବା ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି ।
ଆଜି ବିଧାନସଭାରେ ବିଧାୟକ…