Browsing Category

State

ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଆଜି ହେଉଛି ପଞ୍ଚମ ଦିନ

ବରଗଡ଼(ଆମ ଟିଭି): ବରଗଡରେ ଜାରି ରହିଛି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପଞ୍ଚମ ଦିନ। ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ତଥା ଅଲୌକିକ ଶକ୍ତି ଦିନକୁ…

ଘନ କୁହୁଡି ପାଇଁ ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 

ଭୁବନେଶ୍ୱର଼(ଆମ ଟିଭି): ସାରା ରାଜ୍ୟରେ ଏବେ ଶୀତ ସାଙ୍ଗକୁ ଜାରି ରହିଛି ଘନ କୁହୁଡି । ଉପକୂଳ ଓଡିଶାର ବଙ୍ଗୋପସାଗର ଅଞ୍ଚଳରେ ଗୁରୁଚାପ ସକ୍ରିୟ ରହିଛି। ଏଥିପାଇଁ ଉପକୂଳ ଏବଂ ଏହାର…

ଆଜି ଚିଲିକାରେ ଚାଲିଛି ଡଲଫିନ ଗଣନା

ଭୁବନେଶ୍ୱର଼(ଆମ ଟିଭି): ଆଜି ଚିଲିକାରେ ଚାଲିଛି ଡଲଫିନ ଗଣନା । ସକାଳ ୬ଟାରେ ଗଣତି ଆରମ୍ଭ ହୋଇଥିବା ବେଳେ, ୧୮ଟି ଟିମ୍ ଏଥିରେ ସାମିଲ ହୋଇଛନ୍ତି । ପ୍ରତି ଟିମରେ ୮ରୁ ୧୦ ଜଣ ସଦସ୍ୟ…

ଶାମ୍ବ ଦଶମୀରେ ଅର୍କକ୍ଷେତ୍ର କୋଣାର୍କରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି

କୋଣାର୍କ(ଆମ ଟିଭି): ଆଜି ହେୁଛି ପବିତ୍ର ଶାମ୍ବ ଦଶମୀ । ଶାମ୍ବ ଦଶମୀରେ ଅର୍କକ୍ଷେତ୍ର କୋଣାର୍କରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି । ଚଳଚଞ୍ଚଳ ହୋଇ ପଡିଛି ଚନ୍ଦ୍ରଭାଗା ମହୋଦଧି କୂଳ । ହଜାର…

ପରଲୋକରେ ପୂର୍ବତନ ସାଂସଦ ତଥା ପୂର୍ବତନ ପୋଲିସ ଅଧିକାରୀ ଅନାଦି ସାହୁ

ଭୁବନେଶ୍ୱର(ଆମ ଟିଭି): ପରଲୋକରେ ଅନାଦି ସାହୁ । ପରଲୋକରେ ପୂର୍ବତନ ସାଂସଦ ତଥା ପୂର୍ବତନ ପୋଲିସ ଅଧିକାରୀ ଅନାଦି ସାହୁ । କଟକ ସଡିଏ ସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଛି । ୮୩ ବର୍ଷ…

ଫୁଲକୋବି ଗୋଟା ୨ ଟଙ୍କାରେ ବିକୁଛନ୍ତି ଚାଷୀ

ଗଞ୍ଜାମ(ଆମ ଟିଭି): ସାରା ଦେଶରେ ଜାରି ରହିଛି ଶୀତର ଲହରୀ । ବର୍ତ୍ତମାନ ଶୀତ ଋତୁ, ଫୁଲକୋବି ଅମଳର ସମୟ । ଏବେ ବଜାରରେ ଫୁଲ କୋବି ୨୦ ଟଙ୍କାରେ ବିକ୍ରି ହେଉଛି । ହେଲେ ଏଥର ଗଞ୍ଜାମ…

କୁହୁଡି ପାଇଁ ସତର୍କ କରାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ସବୁଠି ଏବେ କୁହୁଡି ଦେଖିବାକୁ ମିଳୁଛି । କୁହୁଡି ପାଇଁ ସତର୍କ କରାଇଲେ ରାଜ୍ୟ ସରକାର । ଆଗାମୀ ୩ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହେବ । ଏଥିପାଇଁ ୟଲୋ…

ଜାନୁଆରୀ ୨୫ରୁ ଆରମ୍ଭ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ

ଗୋପାଳପୁର(ଆମ ଟିଭି): ଆରମ୍ଭ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ । ଗୋପାଳପୁର ବେଳାଭୂମିରେ ଚଳିତ ବର୍ଷ ଜାନୁଆରୀ ୨୫ ତାରିଖ ଠାରୁ ୪ ଦିନ ବ୍ୟାପି ଅନୁଷ୍ଠିତ ହେବ ଗୋପାଳପୁର ବେଳାଭୁମି…

ଫେବୃଆରୀ ୫ରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ

ଭୁବନେଶ୍ୱର(ଆମ ଟିଭି): ବଜେଟ୍ ଅଧିବେଶନକୁ ନେଇ ଆସିଛି ବଡ଼ ଖବର । ଫେବୃଆରୀ ୫ରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ। ଏହି ଅଧିବେଶନରେ ଆଗତ ହେବ କାମଚଳା ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ…

ରାଜ୍ୟରେ କୋହଲା ପାଗ ଜାରି

ଭୁବନେଶ୍ୱର(ଆମ ଟିଭି): ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଜାରି ରହିଛି କୋହଲା ପାଗ । ଓଡ଼ିଶା ଉପକୂଳସ୍ଥ ବଙ୍ଗୋପସାଗର ଅଂଚଳରେ ସକ୍ରିୟ ଗୁରୁଚାପ ବଳୟ ରହିଛି । ଏହାର ପ୍ରଭାବରେ ଉପକୂଳ…