Browsing Category
State
ପ୍ରବଳ ବର୍ଷିବ: ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର(ଆମ ଟିଭି): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା । ବିଶେଷ କରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବେହାଲ କରିଛି ବର୍ଷା ।…
ଡିଏଭି ପୋଖରୀପୁଟରେ ‘ହିନ୍ଦୀ ଦିବସ” ପାଳିତ ।
ଭୁବନେଶ୍ବର ତା. ୧୪-୦୯-୨୦୨୩ – ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଡିଏଭି ପୋଖରୀପୁଟରେ ‘ହିନ୍ଦୀ ଦିବସ’ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଉକ୍ତ ସମାରୋହରେ ସ୍କୁଲର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ…
ବିଜେଡି ବ୍ୟାନରରେ ଉପବାଚସ୍ପତିଙ୍କ ଫଟୋ: ତେଜିଲା ବିବାଦ
ଭୁବନେଶ୍ୱର (ଆମ ଟିଭି): ବିଜେଡିର ଦଳୀୟ ବ୍ୟାନରରେ ଉପବାଚସ୍ପତିଙ୍କ ଫଟୋ । ବିଜେଡି ମହିଳା କାର୍ୟ୍ୟକାରିଣୀ ବୈଠକରେ ଲାଗିଥିବା ବ୍ୟାନରରେ ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ଫଟୋକୁ ନେଇ…
ଘନୀଭୂତ ହେଲା ଲଘୁଚାପ
ଭୁବନେଶ୍ୱର: ବୁଧବାର ସୃଷ୍ଟ ଲଘୁଚାପ ଏବେ ଉତ୍ତରପଶ୍ଚିମ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିବା ସହ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ।…
ଖୋଲିଲା ହୀରାକୁଦର ୧୦ ଗେଟ୍
(ଆମ ଟିଭି): ଖୋଲିଲା ହୀରାକୁଦ ଡ୍ୟାମର ଆଉ ୮ ଗେଟ । ଗତକାଲି ୨ ଗେଟ୍ ଖୋଲିଥିଲା । ବର୍ତ୍ତମାନ ମୋଟ ୧୦ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି । ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୮.୭୧ଫୁଟ…
ସୌମ୍ୟରଞ୍ଜନଙ୍କ ସମର୍ଥନରେ ବାହାରିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର
ଭୁବନେଶ୍ୱର (ଆମ ଟିଭି): ବିଜେଡିର ଉପସଭାପତି ପଦରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଦା ହେବା ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ ରହିଛି । ଏହାରି ଭିତରେ ଆଜି ପୁଣି ଥରେ…
ବଢୁଛି ଜଳସ୍ତର: ଖୋଲାଯିବ ହୀରାକୁଦର ୨ଟି ଗେଟ୍
ଭୁବନେଶ୍ୱର (ଆମ ଟିଭି): ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା । ପ୍ରବଳ ବର୍ଷା ଫଳରେ ହୀରାକୁଦ ଡ୍ୟାମର ଜଳସ୍ତର ବଢିବାରେ ଲାଗିଛି । ସେଥିପାଇଁ ଆଜି ଅପରାହ୍ଣ ୪ଟାରେ…
ଛାତ୍ର ସଂସଦ ନିର୍ବାଚନ:ଜନସ୍ୱାର୍ଥ ମାମଲା ଦାଏର କରିବ ବିଜେପି
ଭୁବନେଶ୍ୱର: ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା। ଲଗାତାର ୬ଷ୍ଠ ବର୍ଷ ପାଇଁ ଚଳିତବର୍ଷ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ରାଜ୍ୟ…
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ
ଭୁବନେଶ୍ୱର (ଆମ ଟିଭି): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା । ପ୍ରଭାବରେ ଦକ୍ଷିଣ…
ଚଳିତ ବର୍ଷ ହେବନି ଛାତ୍ର ସଂସଦ ନିର୍ବାଚନ
ଭୁବନେଶ୍ୱର (ଆମ ଟିଭି): ଯାହା ଅନୁମାନ କରାଯାଉଥିଲା, ଶେଷରେ ତାହା ହିଁ ହେଲା । ଚଳିତ ବର୍ଷ ହେବନି ଛାତ୍ର ସଂସଦ ନିର୍ବାଚନ । ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏହାରି ଭିତରେ…