Browsing Category
State
ବିପଦ ସଙ୍କେତ ଟପିଲା ଜଳକାର ଜଳସ୍ତର
ଭୁବନେଶ୍ୱର (ଆମ ଟିଭି): ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ଜ।।ରି ରହିଛି ପ୍ରବଳ ବର୍ଷା । ଏହାରି ଭିତରେ ବିପଦ ସଙ୍କେତ ଉପରେ ଜଳକା ନଦୀର ଜଳସ୍ତର । ନଦୀର ମଥାନୀ ଠାରେ ବିପଦ…
୫ଜିଲ୍ଲାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର: ଗତକାଲି (ସୋମବାର) ଦକ୍ଷିଣ-ପଶ୍ଚିମ ଝାଡ଼ଖଣ୍ଡ ଏବଂ ଏହାର ସଂଲଗ୍ନ ଉତ୍ତର ଛତିଶଗଡ଼ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଦକ୍ଷିଣ ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ…
ଆଜି ଶେଷ ହୋଇପାରେ ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ (ଆମ ଟିଭି): ୨ ଦିନର ବିରତି ପରେ ଆଜି ପୁଣି ଆରମ୍ଭ ହୋଇଛି ଅଧିବେଶନ । ଏହାରି ଭିତରେ ଖବର ମିଳିଛି, ଆଜି ଶେଷ ହୋଇପାରେ ବିଧାନସଭା ମୌସୁମୀ ଅଧିବେଶନ। ଆସନ୍ତାକାଲି କୌଣସି ସରକାରୀ…
ଲୋକସେବା ଭବନରେ ଭୀଷଣ ଅଗ୍ନିକାଣ୍ଡ
ଭୁବନେଶ୍ୱର (ଆମ ଟିଭି): ରାଜଧାନୀ ଭୁବନେଶ୍ୱରର ଲୋକସେବା ଭବନରେ ଭୀଷଣ ଅଗ୍ନିକାଣ୍ଡ ଘଟିଯାଇଛି । ଲୋକସେବା ଭବନର ପ୍ରଥମ ମଲାରେ ନିଆଁ ଲାଗିଯାଇଥିବା ଦେଖାଯାଇଛି । ଏହି ପ୍ରଥମ ମହଲାରେ…
ଆଜି ୧୨ ଜିଲ୍ଲାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର (ଆମ ଟିଭି): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଗୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଏହାରି ଭିତରେ ଆଜି ୧୨ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା…
ଆଜି ବିଧାନସଭାରେ ଆଗତ ହେବ ଅତିରିକ୍ତ ବ୍ୟାୟ ମଞ୍ଜୁରି ବିଲ୍
ନୂଆଦିଲ୍ଲୀ (ଆମ ଟିଭି): ଗତ ୨ ଦିନର ବିରତି ପରେ ଆଜିଠୁ ପୁଣି ବିଧାନସଭା ଆରମ୍ଭ ହେବାକୁ ଯାଉଛି । ଆଗତ ହେବ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ । ଗୃହରେ ଏହା ଉପରେ ଆଲୋଚନା ହେବା ସହିତ ବିଧେୟକ…
ଅମିତ ଶାହାଙ୍କୁ ଭେଟିଲେ ସୌମ୍ୟ!
ଭୁବନେଶ୍ୱର: ନିକଟରେ ବିଜେଡି ଉପସଭାପତି ପଦବୀରୁ ବହିଷ୍କୃତ ହୋଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିବା ନେଇ ଚର୍ଚ୍ଚା ହେଉଛି । ବିିରୋଧୀ ଦଳ ନେତା…
ଭୁବନେଶ୍ୱରରୁ ବିଜେଡିର ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କଲେ ସୁପ୍ରିମୋ ନବୀନ ପଟ୍ଟନାୟକ
ଭୁବନେଶ୍ୱର(ଆମ ଟିଭି): ପାଖେଇ ଆସିଲାଣି ସାଧାରଣ ନିର୍ବାଚନ । ଏଥିପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ଏହାରି ଭିତରେ ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହେଉଛି ବିଜେଡିର ଜନସଂପର୍କ ପଦଯାତ୍ରା ।…
ତନୟା ପଟ୍ଟନାୟକ ହେଲେ ସମ୍ବାଦର ସମ୍ପାଦକ
ଭୁବନେଶ୍ୱର (ଆମ ଟିଭି): ଗତ କିଛି ଦିନ ହେବ ସମ୍ବାଦ ଓ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ରାଜନୀତି ଜୋର ଧରିଛି । ଏହାରି ଭିତରେ ସମ୍ବାଦକୁ ନେଇ ଏକ ବଡ଼ ଖବର ଆସିଛି । ସମ୍ବାଦର ସମ୍ପାଦକ ପଦରୁ…
ସମ୍ବାଦ ସମ୍ପାଦକ ପଦରୁ ଅବ୍ୟାହତି ନେଲେ ସୌମ୍ୟରଞ୍ଜନ
ଭୁବନେଶ୍ବର: ସମ୍ବାଦ ସମ୍ପାଦକ ଓ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ବ୍ୟକ୍ତିଗତ କାରଣରୁ ସେ ଅବ୍ୟାହତି ନେଇଥିବା କହିଛନ୍ତି ।…