Browsing Category
State
ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ !
ଭୁବନେଶ୍ୱର: ଚଳିତ ନଭେମ୍ବର ୨୦ ଓ ୨୧ ତାରିଖ ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ସେ ରାଇରଙ୍ଗପୁରକୁ ଦ୍ୱିତୀୟ ଥର ଗସ୍ତରେ ଆସୁଛନ୍ତି । ଯଦିଓ…
ବିଅର ବୋତଲ ପିଛା ୧୦ଟଙ୍କା ଅଧିକ ନେବାରୁ ୨୦ଲକ୍ଷ ଫାଇନ୍
କଟକ (ଆମ ଟିଭି): ବିଅର ବୋତଲ ପ୍ରତି ୧୦ ଟଙ୍କା ଅଧିକ ନେଇ ୨୦ ଲକ୍ଷ ଟଙ୍କାର ତଣ୍ଡ ଗଣିଲେ ମଦ ଦୋକାନୀ। ଏହା ସହ ଦୋକାନକୁ ସିଲ୍ କରିଛି ଅବକାରୀ ବିଭାଗ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା…
ମହେଶ୍ୱର ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର
ଭୁବନେଶ୍ବର: ବିଜେଡିର ବରିଷ୍ଠ ନେତା ତଥା ପୁରୀର ପୂର୍ବତନ ବିଧାୟକ ବା ମନ୍ତ୍ରୀ ମହେଶ୍ୱର ମହାନ୍ତି ଏବେ ହସ୍ପିଟାଲରେ । ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି…
ପିଆଜ ଦେଖିଲେ ଆଖିରେ ଲୁହ
ଭୁବନେଶ୍ୱର: ଆକାଶଛୁୃଆଁ ପିଆଜ, ରସୁଣ ଦର । ପିଆଜ କିଲୋ ୮୦, ରସୁଣ କିଲୋ ୨୪୦ ଟଙ୍କା ଛୁଇଁଲାଣି । ସପ୍ତାହକ ମଧ୍ୟରେ ପିଆଜ ଦର ୪୦ ଟଙ୍କା ବଢିଲାଣି । ଦର ବୃଦ୍ଧି ଯୋଗୁ ସମ୍ବଲପୁର…
ସଞ୍ଜୟ ଦାସବର୍ମାଙ୍କୁ ନବୀନ ଦେଲେ ନୂଆ ଦାୟିତ୍ୱ
ଭୁବନେଶ୍ୱର: ଆଗକୁ ୨୦୨୪ ସାଧାରଣ ନିର୍ବାଚନ । ଏହି କ୍ରମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ପୁରୁଖା ନେତାକୁ ଭିନ୍ନ ଭିନ୍ନ ଦାୟିତ୍ୱ ଦେଉଛନ୍ତି । ତଦନୁଯାୟୀ ଦୀର୍ଘ ଦିନ ହେଲା…
ଶପଥ ନେବାପରେ ଜଗାଦର୍ଶନ କଲେ ରାଜ୍ୟପାଳ
ପୁରୀ: ରାଜ୍ୟର ୨୬ତମ ରାଜ୍ୟପାଳ ଭାବରେ ଶପଥ ନେବାପରେ ଜଗାଦର୍ଶନ ପାଇଁ ପୁରୀ ପହଞ୍ଚିଲେ ରଘୁବର ଦାସ। ଶପଥ ଗ୍ରହଣ ପୂର୍ବରୁ ମଧ୍ୟ ସପରିବାର ପୁରୀ ଆସି ଶ୍ରୀଜୀଉଙ୍କ ଦର୍ଶନ କରିବା ସହ…
ଆଜିଠୁ ରାଜ୍ୟରେ ବର୍ଷା
ଭୁବନେଶ୍ବର: ଆଜିଠାରୁ ୫ ତାରିଖ ପର୍ୟ୍ୟନ୍ତ ରାଜ୍ୟର କେତେକ ଅଞ୍ଚଳରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ…
ପ୍ରାଥମିକ ଶିକ୍ଷକଙ୍କୁ ମିଳିବ ଟ୍ୟାବ୍
ଭୁବନେଶ୍ୱର (ଆମ ଟିଭି): ପ୍ରାଥମିକ ଶିକ୍ଷକଙ୍କୁ ମିଳିବ ଟ୍ୟାବ୍। ଶିକ୍ଷାକୁ ଡିଜିଟାଲାଇଜେସନ୍ କରିବାକୁ ରାଜ୍ୟ ସରକାର ଅଭିନବ ପଦକ୍ଷେପ ନେଇଛନ୍ତି। ଅନଲାଇନ୍ରେ ଛାତ୍ରଛାତ୍ରୀଙ୍କୁ…
ଆରମ୍ଭ ହେଲା ଇକୋ ରିଟ୍ରିଟ୍
ଭୁବନେଶ୍ୱର (ଆମ ଟିଭି): ଚଳିତ ବର୍ଷର ଇକୋ-ରିଟ୍ରିଟ୍ ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ପର୍ୟ୍ୟାୟରେ ହୀରାକୁଦ,ଦାରିଙ୍ଗବାଡ଼ି,କୋରାପୁଟ ଓ ସାତକୋଶିଆ ଆଦି ୪ଟି ସ୍ଥାନରେ ହେବାକୁ…
କଳାହାଣ୍ଡିବାସୀଙ୍କୁ ‘ଲକ୍ଷ୍ମୀ ବସ ଉପହାର ଦେବେ ନବୀନ
ଭବାନୀପାଟଣା : ରାଜ୍ୟ ସରକାରଙ୍କ ଅନ୍ୟତମ ଐତିହାସିକ ପଦକ୍ଷେପ ‘ଲକ୍ଷ୍ମୀ ଯୋଜନା’ରେ ବୁଧବାର ଠାରୁ କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ ବସ୍ ଗଡ଼ିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ …