Browsing Category
State
ଇଡିରେ ହାଜର ହେଲେ ରଞ୍ଜିତ ବେହେରା
ଭୁବନେଶ୍ୱର :ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ ଗିରଫ ମାମଲା । ଇଡିରେ ହାଜର ହେଲେ ଆର୍କିଟେକ୍ଟ ରଞ୍ଜିତ ବେହେରା । ମଙ୍ଗଳବାର ୧୨ ଘଣ୍ଟାରୁ ଅଧିକ ସମୟରେ ରଞ୍ଜିତ ବେହେରାଙ୍କୁ ଜେରା କରିଥିଲେ…
ପୋଲିସ ଏନକାଉଣ୍ଟରରେ ୨ ମହିଳା ମାଓବାଦୀ ନିହତ
କନ୍ଧମାଳ (ଆମ ଟିଭି): ଭାଙ୍ଗିଲା ମାଓବାଦୀଙ୍କ ଗଡ଼ । ପୋଲିସକୁ ବଡ଼ ସଫଳତା । କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଜଙ୍ଗଲରେ ପୁଲିସ ଏନକାଉଣ୍ଟରେ ଦୁଇ ମହିଳା ମାଓବାଦୀ ନିହତ। ବିଶେଷ ସୂତ୍ରରୁ ଖବର ପାଇ…
ପଦ୍ମପୁରରେ ପଦ୍ମ ଫୁଟିବ: ଅପରାଜିତା ଷଡ଼ଙ୍ଗୀ
ଭୁବନେଶ୍ୱର (ଆମ ଟିଭି): ସରିଛି ପଦ୍ମପୁର ଉପନିର୍ବାଚନ । ଇଭିଏମରେ ସିଲ୍ ହୋଇଛି ସବୁ ପ୍ରାର୍ଥୀଙ୍କ ଭାଗ୍ୟ । ପଦ୍ମପୁରରେ କିଏ ଜିତିବ? ତାକୁ ନେଇ ଆରମ୍ଭ ହେଲାଣି କଳାପନା ଜଳ୍ପନା । ଏହାରି…
ବିଜେଡି ଜିତିବ ପଦ୍ମପୁରରେ, ଖାରବେଳ ସ୍ବାଇଁ
ଭୁବନେଶ୍ବର: ପଦ୍ମପୁରରେ ବିଜେଡି ତିନିରୁ ପାଞ୍ଚ ହଜାର ଭୋଟରେ ଜିତିବ। ଶାସନରେ ଥିବା ଦଳ ଉପନିର୍ବାଚନରେ ଜିତିଥାଏ। ବିଜେଡି ଟଙ୍କା ବାଂଟୁଛି, ପ୍ରଶାସନ ଏବଂ ପୁଲିସ ତାକୁ ସାହାଯ୍ୟ କରୁଛି।…
୭ ଦିନିଆ ରିମାଣ୍ଡରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ
ଭୁବନେଶ୍ୱର(ଆମ ଟିଭି): ଅର୍ଚ୍ଚନା ନାଗକୁ ନେଇ ଏବେ ସବୁଠି ଚର୍ଚ୍ଚା। ଏହାରି ଭିତରେ ଆଜି ଭୁବନେଶ୍ବର କୋର୍ଟରେ ହାଜର ହୋଇଛନ୍ତି ଅର୍ଚ୍ଚନା ନାଗ। ୭ ଦିନିଆ ରିମାଣ୍ଡ୍ରେ ବ୍ଲାକ୍ମେଲ୍…
ଭୋଟ୍ ଦେଉଛି ପଦ୍ମପୁର
ପଦ୍ମପୁର (ଆମ ଟିଭି): ପଦ୍ମପୁରରେ ଉପନିର୍ବାଚନ ପାଇଁ ଚାଲିଛି ଭୋଟ୍ । ଭୋଟ ଦେଉଛନ୍ତି ପଦ୍ମପୁରବାସୀ । ଦିନ ୧ଟା ସୁଦ୍ଧା ୪୬.୯୬ ପ୍ରତିଶତ ମତଦାନ ହୋଇଛି । ତେବେ ଶାନ୍ତି ଶୃଙ୍ଖଳାରେ ଚାଲିଛି…
କୋର୍ଟରେ ହାଜର ହେଲେ ଅର୍ଚ୍ଚନା ନାଗ
ଭୁବନେଶ୍ୱର (ଆମ ଟିଭି): ଚର୍ଚ୍ଚାରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲା । ଏହାରି ଭିତରେ ଆଜି ଭୁବନେଶ୍ୱର କୋର୍ଟରେ ହାଜର ହୋଇଛନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ।…
ଆସୁଛି ଆଉ ଏକ ବାତ୍ୟା
ନୂଆଦିଲ୍ଲୀ: ଦକ୍ଷିଣ ଆଣ୍ଡାମାନ୍ ସମୁଦ୍ରରେ ଏକ ଲଘୁଚାପକ୍ଷେତ୍ର ସୃଷ୍ଟି ହୋଇଛି। ଏହା ଧିରେ ଧିରେ ଘନିଭୂତ ହୋଇ ଏକ ସାମୁଦ୍ରିକ ଝଡ଼ର ରୂପ ନେଇପାରେ। ଏହି ସାମୁଦ୍ରିକ ଝଡ଼…
ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବା ଘଟଣା, ଖୁବଶୀଘ୍ର ଗିରଫ ହେବ ଭିଡିଓଗ୍ରାଫର: ପୁରୀ ଏସପି
ପୁରୀ(ଆମ ଟିଭି): ଶ୍ରୀମନ୍ଦିର ଡ୍ରୋନ ଭିଡିଓ ଭାଇରାଲ ଘଟଣାକୁ ନେଇ ଏବେ ସମସ୍ତେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଉଛନ୍ତି । ଏହାରି ଭିତରେ ରବିବାର ଗୁରୁତ୍ବପୂର୍ଣ୍ଣ ସୂଚନା…
ଓଡ଼ିଆ ଚଳଚ୍ଚିତ୍ର “ଶମ୍ଭୁ” ର ଶୁଭ ମହୁରତ
ଭୁବନେଶ୍ୱର(ଆମ ଟିଭି): ଅନୁପମା ମୁଭିଜ୍ ଦ୍ୱାରା ପ୍ରସ୍ତୁତ, ବିଭୁତି ଜେନା ନିବେଦିତ, ମୋହନ କୁମାର ଙ୍କ ଦ୍ୱାରା ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର "ଶମ୍ଭୁ" ର ଶୁଭ ମହୁରତ ଭୁବନେଶ୍ୱର ର ଏକ…