Browsing Category

State

ବଡ଼ଦାଣ୍ଡରେ ଘିରିଘିରି ହୋଇ ଗଡ଼ୁଛି ରଥ, ମାଉସୀ ମା ଘର ଅଭିମୁଖେ ଯାଉଛନ୍ତି ତିନି ଠାକୁର

ପୁରୀ(ଆମ ଟିଭି): ବଡ଼ଦାଣ୍ଡରେ ଘିରିଘିରି ହୋଇ ଗଡ଼ୁଛି ରଥ । ମାଉସୀ ମା ଘର ଅଭିମୁଖେ ଯାଉଛନ୍ତି ତିନି ଠାକୁର। ପ୍ରଥମେ ଗଡ଼ିଲା ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ଵଜ ରଥ। ତାଳଧ୍ଵଜ ପଛେ ପଛେ ଆସୁଛି…

ତିନି ରଥରେ ଛେରାପହଁରା କଲେ ଗଜପତି ମହାରାଜ

ପୁରୀ(ଆମ ଟିଭି) : ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏହି ଅବସରରେ ତିନି ରଥରେ ଛେରାପହଁରା ନୀତି କରିଛନ୍ତି ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟ ସିଂହ ଦେବ। ଗଜପତି ଶ୍ରୀନହରରୁ…

ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ଦେହାନ୍ତ

ଭୁବନେଶ୍ଵର(ଆମ ଟିଭି): ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ଦେହାନ୍ତ। ଶୁକ୍ରବାର ରଥଯାତ୍ରାରେ ଫଟୋ ଉଠାଇବା ପାଇଁ ଭୁବନେଶ୍ଵରରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ପୁରୀ…

ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ରଥାରୂଢ ଚତୁର୍ଦ୍ଧା ବିଗ୍ରହଙ୍କୁ ଦେଖୁଛି ବିଶ୍ୱ

ପୁରୀ(ଆମ ଟିଭି): ଆଜି ପବିତ୍ର ରଥଯାତ୍ରା । କରୋନା ମହାମାରୀ ପରେ ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ହୋଇଛି ଭକ୍ତ ଓ ଭଗବାନଙ୍କର ମହାମିଳନ । ରଥାରୂଢ ଚତୁର୍ଦ୍ଧା ବିଗ୍ରହଙ୍କୁ ଦେଖୁଛି ବିଶ୍ୱ ।…

ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ

କଟକ(ଆମ ଟିଭି): ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ । ୨ ସପ୍ତାହ ପାଇଁ ଗୋବିନ୍ଦ ସାହୁକୁ ଅନ୍ତରୀ ଜାମିନ ପ୍ରଦାନ…

ଦୁବାଇରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍: ମଧ୍ୟପ୍ରାଚ୍ୟ ଓ ଓଡ଼ିଶା ମଧ୍ୟରେ ବଢିବ ଅର୍ଥନୀତିକ-ସାମାଜିକ ସମ୍ପର୍କ

ଭୁବନେଶ୍ୱର(ଆମ ଟିଭି): ଦୁବାଇରେ ଅନୁଷ୍ଠିତ ହୋଇଯାଇଛି ମେକ୍ ଇନ୍ ଓଡ଼ିଶା କନକ୍ଲେଭ । ମଧ୍ୟ ପ୍ରାଚ୍ୟର ନିବେଶକଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ସରିଲା ସର୍ବଦଳୀୟ ବୈଠକ, ଦିନକୁ ୬ ଘଣ୍ଟା ଚାଲିବ ଗୃହକାର୍ଯ୍ୟ

ଭୁବନେଶ୍ୱର(ଆମ ଟିଭି): ବିଧାନସଭା ଅଧିବେଶନ ପାଇଁ ସରିଲା ସର୍ବଦଳୀୟ ବୈଠକ । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ହୋଇଥିଲା ସର୍ବଦଳୀୟ ବୈଠକ । ଏଥିରେ ବିରୋଧି ଦଳ ଉପନେତା…

ଜୀ ସାର୍ଥକରେ ରଥଯାତ୍ରାର ସିଧାପ୍ରସାରଣ ୧ ଜୁଲାଇରେ

ଭୁବନେଶ୍ୱର(ଆମ ଟିଭି): ଜୀ ସାର୍ଥକରେ ଆସନ୍ତା ଜୁଲାଇ ୧ ତାରିଖରେ ପବିତ୍ର ରଥଯାତ୍ରାର ସିଧାପ୍ରସାରଣ ହେବ । ସକାଳ ୬ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ସଂଧ୍ୟା ୫ଟା ଯାଏଁ ଚାଲିବ । ଘରେ…

ଆତ୍ମସମର୍ପଣ କଲେ ୬୦ ମାଓବାଦୀ

ମାଲକାନଗିରି(ଆମ ଟିଭି): ଆତ୍ମସମର୍ପଣ କଲେ ୬୦ ମାଓବାଦୀ। ଆନ୍ଧ୍ରପଦେଶର ଆଲୁଲି ସୀତାରାମାରାଜୁ ଜିଲ୍ଲା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ମାଓବାଦୀ । ଏଥିରେ ୮ ଜଣ ମହିଳା ମଧ୍ୟ…

୧୪ ଦିନ ପରେ କାଲିଠୁ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

ପୁରୀ(ଅ।ମ ଟିଭି): ଆସନ୍ତାକାଲି ଠୁ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଭକ୍ତ । ୧୪ ଦିନ ପରେ ସର୍ବସାଧାରଣ ଦର୍ଶନ କରିବେ ଶ୍ରଦ୍ଧାଳୁ । କାଲି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନବଜୌବନ ବେଶ ଅନୁଷ୍ଠିତ…