Browsing Category
State
CMCର ନୂଆ କମିଶନର ଭାବେ ଦାୟିତ୍ଵ ଗ୍ରହଣ କଲେ ନିଖିଲ ପବନ କଲ୍ୟାଣ
କଟକ(ଆମ ଟିଭି): CMCର ନୂଆ କମିଶନର ଭାବେ କାର୍ଯ୍ୟରେ ଯୋଗଦେଲେ ନିଖିଲ ପବନ କଲ୍ୟାଣ । ସୋମବାର ସୁନ୍ଦରଗଡରୁ ଆସି ଆଜି ସିଏମ୍ସି ଅଫିସରେ କାର୍ଯ୍ୟଭାର ସମ୍ଭାଳିଛନ୍ତି ନିଖିଲ ପବନ କଲ୍ୟାଣ ।…
ବିଦ୍ୟାଳୟର ଗସ୍ତ କରି ଶିକ୍ଷା ବ୍ୟବସ୍ଥା ପରଖିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ, ୮ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍…
ପିପିଲି(ଆମ ଟିଭି): ଅଚାନକ ବିଦ୍ୟାଳୟର ଗସ୍ତ କରି ଶିକ୍ଷା ବ୍ୟବସ୍ଥା ପରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । କେଉଁଠି ଶିକ୍ଷକ ଶିକ୍ଷୟିତ୍ରୀ ଡେରିରେ ସ୍କୁଲ ଯାଉଛନ୍ତି,…
ଉଦ୍ଘାଟିତ ହେଲା ହିରୋ ଇଲେକ୍ଟ୍ରିକ୍ର ୨ୟ ଶୋ’ରୁମ୍
ଭୁବନେଶ୍ୱର(ଆମ ଟିଭି): ହିରୋ ଇଲେକ୍ଟ୍ରିକ୍ର ୨ୟ ଶୋ’ରୁମ୍ ରବିବାର ସ୍ଥାନୀୟ ନୟାପଲ୍ଲୀସ୍ଥିତ କ୍ରିଷ୍ଣା ଟାୱାର ନିକଟରେ ଶୁଭାରମ୍ଭ ହୋଇଯାଇଛି। ହିରୋ ଇ-ଯାନର ଚାହିଦା ବୃଦ୍ଧି ସାଙ୍ଗକୁ…
କେନ୍ଦୁଝର ବଳଦେବଜିଉ ରଥ ଗିନିଜ୍ ବୁକରେ ସ୍ଥାନ ପାଇବା ନେଇ କ୍ଷୋଭ ପ୍ରକାଶ କଲେ ଗଜପତି
ପୁରୀ(ଆମ ଟିଭି): କେନ୍ଦୁଝର ବଳଦେବଜିଉ ରଥ ବିଶ୍ବର ଉଚ୍ଚତମ ରଥ ଭାବେ ଗିନିଜ୍ ବୁକରେ ସ୍ଥାନ ପାଇବା ନେଇ କ୍ଷୋଭ ପ୍ରକାଶ କଲେ ଗଜପତି ଦିବ୍ୟସିଂହ ଦେବ । ସେ କହିଛନ୍ତି ଯେ ପୁରୀର ରଥ ହିଁ…
ରିପୋର୍ଟ କାର୍ଡ ଉପସ୍ଥାପନ କଲେ ଅପରାଜିତା, କେନ୍ଦ୍ରୀୟ ଯୋଜନାରେ ହୋଇଥିବା ଖର୍ଚ୍ଚର ରଖିଲେ ତଥ୍ୟ
ଭୁବନେଶ୍ୱର(ଆମ ଟିଭି): ନିଜ କାର୍ଯ୍ୟକାଳର ତୃତୀୟ ବର୍ଷ ପୁରଣ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଏହି ଅବସରରେ ରିପୋର୍ଟ କାର୍ଡ ଉପସ୍ଥାପନ କଲେ ଅପରାଜିତା, କେନ୍ଦ୍ରୀୟ ଯୋଜନାରେ…
ପୁରୀରେ ରଥଯାତ୍ରା ପାଇଁ ସମୀକ୍ଷା କଲେ ଆଇଜି-ଡିଆଇଜି
ପୁରୀ(ଆମ ଟିଭି): ଆଉ ଅଳ୍ପଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। କରୋନା ମହାମରୀ ପାଇଁ ଦୀର୍ଘ ୨ ଧରି ରଥଯାତ୍ରାରେ ନିଜକୁ ସାମିଲ କରିପାରିନାହାନ୍ତି ଶ୍ରଦ୍ଧାଳୁ । ତେବେ ଚଳିତ ବର୍ଷ…
ଖ୍ରୀଷ୍ଟ ଧର୍ମଗୁରୁ ପୋପ୍ ଫ୍ରାନସିସଙ୍କୁ ଭାଟିକାନରେ ଭେଟିଲେ ନବୀନ
ଭୁବନେଶ୍ୱର(ଆମ ଟିଭି): ଖ୍ରୀଷ୍ଟ ଧର୍ମଗୁରୁ ପୋପ୍ ଫ୍ରାନସିସଙ୍କୁ ଭାଟିକାନରେ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମ ଗସ୍ତ ଅବସରରେ ପୋପଙ୍କୁ ଭେଟିଛନ୍ତି ନବୀନ। ପୋପଙ୍କୁ ସାକ୍ଷାତ…
ଜୁଲାଇ ୧ ରଥରେ ଫିଟିବ ‘ବିଦ୍ୟାରାଣ’
ଭୁବନେଶ୍ୱର(ଆମ ଟିଭି): ଓଲିଉଡ୍ର ଚୁଲବୁଲି ଅଭିନେତ୍ରୀ ଶିବାନୀଙ୍କ ପାଇଁ ବାବୁସାନ୍ଙ୍କ ବିଦ୍ୟାରଣ। ଏଥର ରଥଯାତ୍ରାରେ ଏ ବିଦ୍ୟାରାଣ ଫିଟିବ। ତଥ୍ୟ ପ୍ରଡକ୍ସନ୍ ଚଳଚ୍ଚିତ୍ର ‘ବିଦ୍ୟାରାଣ’…
ଆନ୍ଧ୍ର ମୁହଁ ଭାରି ଟାଣ: କୋଟିଆରେ ବିଭିନ୍ନ ଯୋଜନା ନେଇ ଲୋକଙ୍କୁ ବୁଝାଇଲେ ଆନ୍ଧ୍ର ଉପ-ମୁଖ୍ୟମନ୍ତ୍ରୀ
କୋରାପୁଟ(ଆମ ଟିଭି): ଯେତେବେଳେ ଜବାବ୍ ଦେବା କଥା ସେତେବେଳେ ଚୁପ୍ ରହିଲେ ଓଡ଼ିଶା ସରକାର । ଆଉ ଏବେ ଆନ୍ଧ୍ର ମୁହଁ ଭାରି ଟାଣ । ବାରମ୍ବାର ତାଗିଦ ଓ ବିରୋଧ ପରେ ନିଜ ଶୋଭାବରେ ପରିବର୍ତ୍ତନ…
ଭାଟିକାନରେ ନବୀନ, ଖ୍ରୀଷ୍ଟ ଧର୍ମଗୁରୁ ପୋପ ଫ୍ରାନସିସଙ୍କୁ ଭେଟିବେ ଆଜି
ଭୁବନେଶ୍ୱର(ଆମ ଟିଭି): ୧୦ ଦିନିଆ ବିଦେଶ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ଇଟାଲୀରେ ପହଂଚିଛନ୍ତି ନବୀନ । ତେବେ ଆଜି ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ନବୀନ…