Browsing Category
State
ମୁଖ୍ୟମନ୍ତ୍ରୀଙ୍କ ସରପ୍ରାଇଜ ଭିଜିଟ୍, କେମିତି କାମ କରୁଛନ୍ତି ସରକାରୀ ଅଧିକାରୀ ତାହା ବୁଲି ଦେଖିଲେ
ଭୁବନେଶ୍ୱର (ଆମ ଟିଭି): ମୁଖ୍ୟମନ୍ତ୍ରୀଙ୍କ ସରପ୍ରାଇଜ ଭିଜିଟ । କେମିତି କାମ କରୁଛନ୍ତି ସରକାରୀ ଅଧିକାରୀ । କାର୍ଯ୍ୟାଳୟକୁ ଠିକ୍ ଭାବେ ଆସୁଛନ୍ତି କି ନାହିଁ । ସଠିକ ସମୟରେ ଅଫିସ…
ଆସୁଛି ଆଉ ଏକ ଲଘୁଚାପ, ପୁଣି ଭିଜାଇବ
ଭୁବନେଶ୍ୱର (ଆମ ଟିଭି): ପୁଣି ଭିଜାଇବ ବର୍ଷା । ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ସପ୍ତାହରେ ଉତ୍ତର ବଙ୍ଗୋପ ସାଗରରେ କିମ୍ବା ଆଣ୍ଡାମାନ ସାଗରରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ…
କଟକ ମହାନଗର ନିଗମ କାଉନସିଲ ବୈଠକରେ ତୁମୁଳକାଣ୍ଡ, ଗ୍ଲାସ୍ ଭାଙ୍ଗିଲେ, ମାଇକ ଉପାଡ଼ିଲେ
କଟକ (ଆମ ଟିଭି): ଗ୍ଲାସ୍ ଭାଙ୍ଗିଲେ, ମାଇକ ଉପାଡ଼ିଲେ ଓ ଚେୟାର ଫିଙ୍ଗଲେ । କଟକ ମହାନଗର ନିଗମ-ସିଏମସି କାଉନସିଲ୍ ବୈଠକରେ କର୍ପୋରେଟରଙ୍କ ତୁମୁଳକାଣ୍ଡ। ଅନ୍ୟ ଜଣେ କର୍ପୋରେଟର ଏହାକୁ…
କଲେଜ କ୍ୟାମ୍ପସ ହେବ ନିଶାମୁକ୍ତ, ମାର୍ଗଦର୍ଶିକା ଜାରି କଲା UGC
କଲେଜ କ୍ୟାମ୍ପସ ହେବ ନିଶାମୁକ୍ତ । ପ୍ରତି କ୍ୟାମ୍ପସରେ ରହିବେ Anti – drugs inspector । ଏନେଇ ମାର୍ଗଦର୍ଶିକା ଜାରି କରିଛି UGC । ସେହି ଆଧାରରେ ରାଜ୍ୟ ସରକାର ସପ୍ତାହ ବ୍ୟାପୀ…
ନିଶା ମାଙ୍କଡ଼ିଆ ଅନାହାର ମୃତ୍ୟୁ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ଏକ କଳଙ୍କ: କଂଗ୍ରେସ
ଭୁବନେଶ୍ୱର (ଆମ ଟିଭି): ଯାଜପୁର ଜିଲ୍ଲା ସୁକିନ୍ଦାରେ ଅନାହାର ମୃତ୍ୟୁକୁ ନେଇ ରାଜ୍ୟ କଂଗ୍ରେସ ଭବନ ରେ ଆୟୋଜିତ ସାମ୍ବାଦିକ ସମିଳନୀରେ କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି ସରକାର…
ପ୍ରାୟ ୨୪ ଘଣ୍ଟା ପରେ ସ୍ବାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
ଭୁବନେଶ୍ୱର (ଆମ ଟିଭି): ପ୍ରାୟ ୨୪ ଘଣ୍ଟା ପରେ ସ୍ବାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ସମର୍ଥା ନିଯୋଗର ସହଯୋଗ ପରେ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ବାଭାବିକ ହୋଇଛି । ଆଜି…
ରେଭେନ୍ସା ବିଶ୍ବବିଦ୍ୟାଳୟ ଖାଦ୍ୟ ବିଷାକ୍ତକରଣ ଘଟଣାରେ ୧୦୮ ଆମ୍ବୁଲାନ୍ସର କ୍ଷିପ୍ର ଜରୁରୀକାଳୀନ ଚିକିତ୍ସା ଓ ସେବା
ଆଜି କଟକର ରେଭେନ୍ସା ବିଶ୍ବବିଦ୍ୟାଳୟର ଏକ ହଷ୍ଟେଲରୁ ରିପୋର୍ଟ ହୋଇଥିବା ଏକ ଖାଦ୍ୟ ବିଷାକ୍ତକରଣ ଘଟଣାରେ କ୍ଷିପ୍ର ଏବଂ ସମନ୍ୱିତ ପ୍ରତିକ୍ରିୟାରେ, ୧୦୮ ଜରୁରୀକାଳୀନ ଚିକିତ୍ସା…
ଜେମ୍ସ ଓଡିଶା ୨୦୨୫ ର ବିଜେତା ହେଲେ ସମ୍ବଲପୁରର ଶ୍ରଦ୍ଧା ପ୍ରଧାନ ଅଭିନେତ୍ରୀ ସୂର୍ଯ୍ୟମୟୀ ପିନ୍ଧାଇଲେ କ୍ରାଉନ୍
ଛତ୍ରପୁର(ଆମ ଟିଭି): ଛତ୍ରପୁର ନିକଟ ତାମ୍ପରା ଠାରେ ଜେମ୍ସ ଅଫ ଓଡିଶା ଇଣ୍ଡିଆ ୨୦୨୫ ର ଦୁଇ ଦିବସୀୟ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l ଏହି ଉଦଯାପନୀ ଉତ୍ସବରେ ଡକ୍ଟର ସୁନୀତା ୱାଧବନ,…
ବଦଳିଗଲା ବାତ୍ୟାର ମୋଡ଼, ବର୍ତ୍ତିଗଲା ଓଡ଼ିଶା: ପ୍ରବଳ ବର୍ଷା ଓ ପବନ ନେଇ ମାଲକାନଗିରି ଓ କୋରାପୁଟକୁ ରେଡ୍ ୱାର୍ଣ୍ଣିଂ
ଭୁବନେଶ୍ୱର(ଆମ ଟିଭି): ମୋନ୍ଥାର ମାଡ଼ରୁ ବର୍ତ୍ତିଗଲା ଓଡ଼ିଶା । ମାଲକାନଗିରିରୁ ପଶ୍ଚିମରେ ୩୦ରୁ ୪୦ କିଲୋମିଟର ଦେଇ ଗତି କରିବ ମୋନ୍ଥା । ପୂର୍ବରୁ ଅନୁମାନ ଥିଲା ଏହା ମାଲକାନଗିରି ଜିଲ୍ଲା…
ରେଭେନ୍ସା ଇଷ୍ଟ ହଷ୍ଟେଲ୍ରେ ଝାଡ଼ାବାନ୍ତି: ୧୫ରୁ ଅଧିକ ଛାତ୍ର ଆକ୍ରାନ୍ତ, ଏସ୍ସିବି ମେଡିକାଲ୍ରେ ଭର୍ତ୍ତି
କଟକ(ଆମ ଟିଭି): ରେଭେନ୍ସା ଇଷ୍ଟ ହଷ୍ଟେଲର ୧୫ ଛାତ୍ର ଅସୁସ୍ଥ । ଫୁଡ ପଏଜନ ପାଇଁ ୧୫ ଛାତ୍ର ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ SCB ମେଡିକାଲରେ ଭର୍ତ୍ତି କରାଯାଇଛି ।…