Browsing Category

State

ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି, ସଂଧ୍ୟା ୬ଟାରୁ ରାତି ୧୦ ଯାଏଁ ସାଧାରଣ ଦର୍ଶନ ବନ୍ଦ

ମହାପ୍ରଭୁଙ୍କ ବନକଲାଗି ନୀତି । ବୁଧବାର କାର୍ତ୍ତିକ କୃଷ୍ଣ ପକ୍ଷ ନବମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ବିତୀୟ ଭୋଗମଣ୍ତପ ଭୋଗ ଶେଷ ହେବା…

ନୂଆପଡ଼ା ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର; ଜାଣନ୍ତୁ କାହିଁକି

ନୂଆପଡ଼ା ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ରହିଛି। ସୋମବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ଆଜିଠୁ ନାମାଙ୍କନ କରାଯାଉଛି। ୨୦ ତାରିଖ ନାମାଙ୍କନ ଦାଖଲର…

ନୂଆ ଓଡ଼ିଆ ଚଳଚ୍ଚିତ୍ର “ବାସ୍ତବ” ର ମୁକ୍ତିଲାଭ ତାରିଖ ଘୋଷଣାକୁ ନେଇ ସାମ୍ବାଦିକ ସମ୍ମିଳନୀ, ୧୮…

ଭୁବନେଶ୍ୱର(ଆମ ଟିଭି): ବନସ୍ୱର୍ଣ୍ଣ ଟେଲିଭିଜନ ଦ୍ୱାରା ପ୍ରଯୋଜିତ ତଥା ଏଲଟି ପ୍ରଡ଼କସନ ସହଭାଗିତାରେ ପ୍ରସ୍ତୁତ ହୋଇଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର "ବାସ୍ତବ"ର ସମସ୍ତ ସୁଟିଂ ଶେଷ ହେବା ପରେ…

ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଛାତ୍ରୀଙ୍କ ଘର ବାଲେଶ୍ବର ଜିଲ୍ଲା ଥାନା ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି । ପଶ୍ଚିମବଙ୍ଗ ଦୁର୍ଗାପୁର ଘରୋଇ ମେଡିକାଲ…

ସବୁ କଳ୍ପନାଜଳ୍ପନାର ଅନ୍ତ, ବିଜେପିରେ ସାମିଲ ହେଲେ ଜୟ ଢୋଲକିଆ

ସବୁ କଳ୍ପନାଜଳ୍ପନାର ଅନ୍ତ । ପଦ୍ମ ଧରିଲେ ଜୟ ଢୋଲକିଆ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶାତାଧିକ ସମର୍ଥକଙ୍କ ସହ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଢୋଲକିଆ । ବିଜେପିର ବରିଷ୍ଠ…

ଗାଡ଼ି ଚାଲାଣ ଜରିମାନାରେ କୋହଳ

ରାସ୍ତାରେ ଯିବା ବେଳେ ଯେଉଁମାନଙ୍କର ଗାଡ଼ିର ଚାଲାଣ କଟିଛି, ସେମାନଙ୍କୁ ରାଜ୍ୟ ସରକାର ଆଶ୍ବସ୍ତି ପ୍ରଦାନ କରିଛନ୍ତି। ଚାଲାଣ କଟିଥିବା ବାହନର ଜରିମାନାରେ ରାଜ୍ୟ ସରକାର ବଡ଼ କୋହଳ…

ଟ୍ରମ୍ପଙ୍କୁ ବଡ଼ ଝଟକା, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଆଜି ଘୋଷଣା ହେଲା ଶାନ୍ତି ନୋବେଲ ପୁରସ୍କାର ବିଜେତା । ଟ୍ରମ୍ପଙ୍କୁ ବଡ଼ ଝଟକା । ଆମେରିକା ରାଷ୍ଟ୍ରପତିଙ୍କୁ ମିଳିଲାନି ଏହି ପୁରସ୍କାର ।  ଶାନ୍ତି ପୁରସ୍କାର ପାଇଁ ଦାବି କରୁଥିଲେ ଟ୍ରମ୍ପ ।…

ଦିଲ୍ଲୀରୁ ଫେରିଲେ ବିରୋଧୀ ଦଳ ନେତା ନବୀନ, ଖୁବଶୀଘ୍ର ନୂଆପଡ଼ା ପାଇଁ ହୋଇପାରେ ପ୍ରାର୍ଥୀ ଘୋଷଣା

ଓଡ଼ିଶା ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।  ସେପ୍ଟେମ୍ବର ୭ ତାରିଖରେ ଦିଲ୍ଲୀ ଯାଇଥିଲେ ନବୀନ।  ଦିଲ୍ଲୀରେ ୩୨ ଦିନ ରହିବା ପରେ ଓଡ଼ିଶା ଫେରିଛନ୍ତି ।  ବିଭିନ୍ନ ସାମାଜିକ ଓ…

‘ବାଣିକ’ ନାଁରେ ହୋଇଥିବା ଅଭିଯୋଗକୁ ଖଣ୍ଡନ କଲେ ସୁବ୍ରତ ଛାଟୋଇ

ଭୁବନେଶ୍ୱର (ଆମ ଟିଭି): ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ମାମଲାରେ ଭୁବନେଶ୍ଵରର ପ୍ରତିଷ୍ଠିତ କୋଚିଂ ସେଣ୍ଟର ‘ବାଣିକ’ ରେ କ୍ରାଇମବ୍ରାଞ୍ଚ ଚଢ଼ାଉ ପରେ ‘ବାଣିକ’ ନାଁରେ…

ଲାଞ୍ଚ ନେଇ ଧରାପଡ଼ିଲେ ଆରପିଏଫ ହାବିଲଦାର

ଭୁବନେଶ୍ୱର (ଆମ ଟିଭି): ରାଉରକେଲାର ବିର୍ସା ମୁଣ୍ଡା ଛକରେ ଶୁକ୍ରବାର ସକାଳେ ସ୍ଥାନୀୟ ଜଣେ ମହିଳାଙ୍କଠାରୁ ୧୫,୦୦୦ ଟଙ୍କା ନେବା ସମୟରେ ରେଲୱେ ପ୍ରୋଟେକ୍ସନ୍ ଫୋର୍ସ (RPF) ଯବାନଙ୍କୁ…