Browsing Category
State
କଟକ ଗୋଷ୍ଠୀ ସଂଘର୍ଷ ଘଟଣାରେ ନିର୍ଦ୍ଦେଶାବଳୀ ଜାରି କରିଛି କମିଶନରେଟ ପୋଲିସ
କଟକ (ଆମ ଟିଭି): କଟକ ସହରରେ ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଉତ୍ତେଜନା, ହିଂସାତ୍ମକ ପରିସ୍ଥିତି ନେଇ କମିଶନରେଟ ପୋଲିସ ନିର୍ଦ୍ଦେଶାବଳୀ…
ସୋମବାର କଟକ ବନ୍ଦ ଡାକରା: ଶାନ୍ତି ପାଇଁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା
ଦଶହରା ଭଣାସ ଉତ୍ସବ ସମୟରେ କଟକରେ ଘଟିଥିବା ଗଣ୍ଡଗୋଳ ଘଟଣା ପରେ ସହରରେ ଅଶାନ୍ତ ବାତାବରଣ ଲାଗି ରହିଛି। ଭସାଣ ସମୟରେ ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ ଘଟିଥିବାରୁ ଅନେକ ଲୋକ ଆହତ ହୋଇଥିଲେ।…
କଟକରେ ସୋସିଆଲ୍ ମିଡିଆ ଉପରେ କଟକଣା, ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ
କଟକ ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ରବିବାର ସଂଧ୍ୟା ୭ଟାରୁ ସୋମବାର ସଂଧ୍ୟା ୭ଟା ପର୍ଯ୍ୟନ୍ତ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଯଥା ହ୍ବାଟ୍ସଆପ୍, ଫେସବୁକ୍, ଇନଷ୍ଟାଗ୍ରାମ୍ ଓ…
ଓଡ଼ିଶା ପିଛା ଛାଡ଼ୁନି ଲଘୁଚାପ; ୧୦ରୁ ପୁଣି ବର୍ଷା
ଭୁବନେଶ୍ବର (ଆମ ଟିଭି): ଓଡ଼ିଶାର ପିଛା ଛାଡ଼ୁନି ଲଘୁଚାପ । ଗୋଟିଏର ପ୍ରଭାବ ନକମୁଣୁ ପୁଣି ଦାନା ବାନ୍ଧିଲାଣି ଆଉଏକ ଲଘୁଚାପ । ଅକ୍ଟୋବର ୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ…
ବିପର୍ଯ୍ୟୟ ମୁକାବିଲା ପାଇଁ ନିର୍ମାଣ ହେବ ବିପର୍ଯ୍ୟୟ ଭବନ,
ଭୁବନେଶ୍ୱର : ବିପର୍ଯ୍ୟୟ ମୁକାବିଲା ପାଇଁ ଭୁବନେଶ୍ବରରେ ବିପର୍ଯ୍ୟୟ ଭବନ ନିର୍ମାଣ କରିବେ ସରକାର ଏଥିପାଇଁ ୨୦୦କୋଟି ଟଙ୍କା ଖର୍ଚ୍ଚ ହେବ । ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା…
ଆସନ୍ତା ୯ ରେ ଆଉ ଏକ ଲଘୁଚାପ ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ
ଭୁବନେଶ୍ବର (ଆମ ଟିଭି): ପଛକୁ ପଛ ଲଘୁଚାପ । ଗୋଟିଏ ନ ଯାଉଣୁ ଆଉ ଗୋଟିଏ । ଅକ୍ଟୋବର ୯ରେ ଆଉ ଏକ ଲଘୁଚାପ ସମ୍ଭାବନା । ଆସନ୍ତା ୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉଏକ ଲଘୁଚାପ…
ଦୁର୍ଗା ଭସାଣ ବେଳେ କଟକରେ ଗଣ୍ଡଗୋଳ : ୬ ଜଣ ଆହତ
ଭୁବନେଶ୍ୱର (ଆମ ଟିଭି): ମାଦୁର୍ଗାଙ୍କ ଭସାଣ ବେଳେ କଟକରେ ଗଣ୍ଡଗୋଳ। ଏଥିରେ ୬ ଜଣ ଆହତ ହୋଇଛନ୍ତି। ଏପରିକି ଡିସିପି ରିଷିକେଶ ଖିଲାରି ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ଆଖିପତାରେ ଗଭୀର ଆଘାତ…
ଏସଆଇ ପରୀକ୍ଷାରେ ଜାଲିଆତି ମାମଲା: ସିବିଆଇ ତଦନ୍ତ ଦାବି କଲା ବିଜୁ ଯୁବ ଜନତା ଦଳ
ଭୁବନେଶ୍ୱର (ଆମ ଟିଭି): ପୋଲିସ ସବ୍ ଇନିସପେକ୍ଟର୍ ପରୀକ୍ଷାରେ ଜାଲିଆତି ନେଇ ସିବିଆଇ ତଦନ୍ତ ଦାବି କରିଛି ବିଜୁ ଯୁବ ଜନତା ଦଳ । ବଡ଼ ଧରଣର ଅର୍ଥ କାରବାର ନେଇ ବିଜୁ ଯୁବଜନତା ଦଳ…
ପବିତ୍ର ମହାନବମୀ ଅବସରରେ କଟକର ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର (ଆମ ଟିଭି): ମା ଦୁର୍ଗାଙ୍କ ପବିତ୍ର ମହାନବମୀ ଅବସରରେ କଟକ ସହରର ବିଭିନ୍ନ ପୂଜା ମଣ୍ଡପ ବୁଲି ପୂଜାର୍ଚ୍ଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ଆଜି ପ୍ରଥମେ କଟକର…
ଆଜି ପବିତ୍ର ବିଜୟା ଦଶମୀ; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର (ଆମ ଟିଭି): ଆଜି ପବିତ୍ର ବିଜୟା ଦଶମୀ । ଆଜି ଶାରଦୀୟ ଦୁର୍ଗାପୂଜାର ଶେଷ ଦିନ । ଆଜି ମଣ୍ତପରେ ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ସ୍ୱତନ୍ତ୍ର ତନ୍ତ୍ର, ମନ୍ତ୍ର,…