Browsing Category

State

ଆସନ୍ତାକାଲି ସ୍ଥାନାନ୍ତର ହେବ ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର; ୧୦ଟାରୁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ (ଆମ ଟିଭି):  ପୁରୀ ଆସନ୍ତାକାଲି ସ୍ଥାନାନ୍ତର ହେବ ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର ।ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର । ଏଥିପାଇଁ କାଲି ବନ୍ଦ ରହିବ…

୧୫ ମାସରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ୧୯୯ ସରକାରୀ ବାବୁ

ଭୁବନେଶ୍ୱର (ଆମ ଟିଭି):  ୧୫ ମାସରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ୧୯୯ ସରକାରୀ ବାବୁ । ଏ ନେଇ ଆଜି ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନ ୨୦୨୪ ଜୁନ…

ରିଲିଜ୍ ହେଲା “ଚ୍ୟାଲେଞ୍ଜ” ର ଟ୍ରେଲର, ୨୬ରେ ଶୁଭମୁକ୍ତି

ଭୁବନେଶ୍ୱର (ଆମ ଟିଭି): ମଲ୍ଟି ଷ୍ଟାର୍ସଙ୍କୁ ନେଇ ଓଡ଼ିଆ ଦର୍ଶକଙ୍କୁ ଦଶହରା ଭେଟି ଦେବାକୁ ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନର ଦ୍ୱାରା ନିର୍ମାଣ ହୋଇଥିବା ବଡ଼ ବଜେଟର ଓଡ଼ିଆ ଚଳଚ୍ଚିତ୍ର…

ମହାଳୟା ପାଇଁ ଉତ୍ସବମୁଖର ବିରଜା ପୀଠ, ଆସନ୍ତାକାଲିଠୁ ମାଙ୍କ ନବଦିନାତ୍ମକ ରଥଯାତ୍ରା

ଯାଜପୁର (ଆମ ଟିଭି): ମହାଳୟା ଅମାବାସ୍ୟାରେ ଯାଜପୁର ବିରଜା ପୀଠରେ ଥିବା ନାଭିଗୟାରେ ଶ୍ରଦ୍ଧାଳୁଙ୍କ ଭିଡ଼। ଦୂର ଦୂରାନ୍ତରୁ ଆସି ପିତୃ ପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ । ସକାଳୁ…

ପାଗ ଖରାପ ଯୋଗୁଁ ମୋଦିଙ୍କ ବ୍ରହ୍ମପୁର କାର୍ଯ୍ୟକ୍ରମ ଝାରସୁଗୁଡାକୁ ସ୍ଥାନାନ୍ତରିତ

ଭୁବନେଶ୍ୱର (ଆମ ଟିଭି): ପାଗ ଖରାପ ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରହ୍ମପୁର ଗସ୍ତ ବାତିଲ ହୋଇଛି । ତେବେ ଏହି କାର୍ଯ୍ୟକ୍ରମ ଝାରସୁଗୁଡାକୁ ସ୍ଥାନାନ୍ତରିତ ହୋଇଛି ।…

ରାଜ୍ୟରେ ବନ୍ଦ ପଡ଼ିଥିବା ୭୦ଟି ମଦ ଦୋକାନ ଖୋଲିବେ ସରକାର

ଭୁବନେଶ୍ୱର (ଆମ ଟିଭି):  ରାଜ୍ୟରେ ବନ୍ଦ ପଡ଼ିଥିବା ୭୦ଟି ମଦ ଦୋକାନ ଖୋଲିବେ ରାଜ୍ୟ ସରକାର । ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଧାନସଭାରେ ଲିଖିତ ପ୍ରଶ୍ନର ଉତ୍ତର ରଖି…

“ନିଶାମୁକ୍ତ ଭାରତ ଅଭିଯାନ” ସଂକଳ୍ପ ନେଇ ଭୁବନେଶ୍ୱରରେ ଆୟୋଜିତ ‘ନମୋ ଯୁବ ରନ୍’ ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଆମ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ, ନିଶା ମୁକ୍ତ ଭାରତ ଗଠନର ମହାନ ସଂକଳ୍ପ ନେଇ ଭୁବନେଶ୍ୱର ସମେତ ଦେଶର ୭୫ଟି ସହରରେ ‘ନମୋ ଯୁବ ରନ୍’…

ତ୍ରିଶୂଳିଆରେ ନିର୍ମାଣ ହେବ ଦ୍ୱିତୀୟ ବ୍ରିଜ

 ଟ୍ୱିନସିଟି ଭିଡ଼ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ତ୍ରିଶୂଳିଆରେ ନିର୍ମାଣ ହେବ ଦ୍ୱିତୀୟ ବ୍ରିଜ । ପ୍ରକଳ୍ପ ପାଇଁ ୨୯୭ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ…

ରାଜ୍ୟରେ ବନ୍ଦ ଥିବା ମଦ ଦୋକାନ ଖୋଲିବେ ସରକାର

ରାଜ୍ୟରେ ବନ୍ଦ ଥିବା ମଦ ଦୋକାନ ଖୋଲେବେ ସରକାର । ୭୦ ଗୋଟି ବନ୍ଦ ଥିବା ମଦ ଦୋକାନ ଖୋଲିବାକୁ ବିଭାଗ ତରଫରୁ ଦିଆଯାଇଛି ଅନୁମତି । ୪ଟି ନୂଆ ଠିପିଖୋଲା ମଦ ଦୋକାନ ଓ ୩ଟି ମଦ କାରଖାନା ଖୋଲିବା…

ନିର୍ମାଣ ହେବ ନୂଆ ଲୋକସେବା ଭବନ; ପୂର୍ତ୍ତ ମନ୍ତ୍ରୀଙ୍କ ସୂଚନା

ନିର୍ମାଣ ହେବ ନୂଆ ଲୋକସେବା ଭବନ । ନୂଆ ଲୋକସେବା ଭବନ ମାଷ୍ଟର ପ୍ଲାନ ପାଇଁ ଓଡିଶା ସେତୁ ଓ ନିର୍ମାଣ ନିଗମକୁ ଦିଆଯାଇଛି ଦାୟିତ୍ୱ । ମାଷ୍ଟର ପ୍ଲାନ ଅନୁମୋଦନ ପରେ ହେବ ବ୍ୟୟ ଅଟକଳ ।…