Browsing Category
State
ଆଜିଠୁ ରାଜ୍ୟରେ ଆରମ୍ଭ ଆମ ଶାସନ ବ୍ୟବସ୍ଥା; ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ
ଭୁବନେଶ୍ୱର (ଆମ ଟିଭି): ଆଜିଠୁ ରାଜ୍ୟରେ ଆମ ଶାସନ ବ୍ୟବସ୍ଥା । ଲୋକଙ୍କ ମତାମତ ଆଧାରରେ ନିର୍ଦ୍ଧାରଣ ହେବ ନୀତି । ରାଜ୍ୟରେ ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର…
ରାଜ୍ୟକୁ ଆଲର୍ଟ; ଆସନ୍ତା ୩ ଦିନ ପ୍ରବଳ ବର୍ଷିବ
ଭୁବନେଶ୍ୱର (ଆମ ଟିଭି): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୃର୍ଣ୍ଣିବଳୟ ଆହୁରି ସକ୍ରିୟ ହୋଇଛି । ପ୍ରଭାବରେ ରାଜ୍ୟର ସବୁ ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ…
କନିଷ୍ଠ ଜାତୀୟ ହକି ଚାମ୍ପିଅନସିପର ପଦକ ବିଜେତାମାନଙ୍କୁ ସମ୍ମାନିତ କଲେ ସୂର୍ଯ୍ୟବଂଶୀ ସୂରଜ
ଭୁବନେଶ୍ଵର (ଆମ ଟିଭି): ୧୫ତମ କନିଷ୍ଠ ଜାତୀୟ ହକି ଚାମ୍ପିଅନସିପର ପୁରୁଷ ବିଭାଗରେ ରୌପ୍ୟ ପଦକ ଜିତିଥିବା ଓଡ଼ିଶା ହକି ଦଳକୁ ଗତକାଲି କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଭୁବନେଶ୍ବର ଠାରେ…
ଗଣେଶ ପୂଜାରେ ମୁକ୍ତିଲାଭ କରିବ ଡେଲିଭରି ବୟ ୨, ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ ଜଣାଇବା ପାଇଁ ଶ୍ରୀମନ୍ଦିରରେ ଟିମ୍
ଭୁବନେଶ୍ୱର (ଆମ ଟିଭି): ଆମେ ଓଡ଼ିଆ ଭାବରେ ଆମ ପରମ୍ପରା ପାଇଁ ଆମେ ଗର୍ବ କରୁ l ତେଣୁ ପ୍ରତିଟି ଶୁଭ କାର୍ଯ୍ୟ ଆରମ୍ଭରେ ଆମ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରଥମେ ସ୍ମରଣ…
ଆଓ ନେକ୍ସଟର “ଜୁହାର ଭେଟଘାଟ” ସମ୍ବଲପୁରୀ ଭାଷା ଏବଂ ଅସ୍ମିତାର ଗୋଟିଏ ନୂଆ ଅଧ୍ୟାୟ*
ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ରୀତି, ପରମ୍ପରା, ଲୋକ ଚଳଣି, ଐତିହ୍ୟ, ଅସ୍ମିତା ପାଳନ କରିବାରେ "ଆଓ ନେକ୍ସଟ" ର ପଶ୍ଚିମ ଓଡିଶା ଡିଭିଜନର ସମ୍ବଲପୁରଠାରେ "ଆଓ ନେକ୍ସଟ "ଜୁହାର…
ଜନଜାତି ପାଇଁ ଉଦ୍ଦିଷ୍ଟ ଯୋଜନାର କାର୍ଯ୍ୟକାରିତା ସମୟରେ ସହାନୁଭୂତିଶୀଳ ଆଭିମୁଖ୍ୟ ଗ୍ରହଣ କରିବାକୁ ରାଜ୍ୟପାଳଙ୍କ…
ଭୁବନେଶ୍ୱର (ଆମ ଟିଭି): ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାଗୁଡିକର କାର୍ଯ୍ୟକାରିତା ସମୟରେ ଅଧିକାରୀମାନେ ମାନବିକ ଓ ସହାନୁଭୂତିଶୀଳ ଆଭିମୁଖ୍ୟ ଗ୍ରହଣ କରନ୍ତୁ ବୋଲି ରାଜ୍ୟପାଳ ଡ଼. ହରି…
ବିପଦ ସଂକେତ ଉପରେ ବୈତରଣୀ ଓ ସୁବର୍ଣ୍ଣରେଖା
ଭୁବନେଶ୍ୱର (ଆମ ଟିଭି): ବିପଦ ସଂକେତ ଉପରେ ବୈତରଣୀ ଓ ସୁବର୍ଣ୍ଣରେଖା । ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ଅଞ୍ଚଳ ସମେତ ଉପର ମୁଣ୍ଡରେ ଅତି ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ଓ…
ସବୁ ଥାନାରୁ ହଟିବ ଜବତ ଗାଡ଼ି
ଭୁବନେଶ୍ୱର (ଆମ ଟିଭି): ସବୁ ଥାନାରୁ ହଟିବ ଜବତ, ଅବ୍ୟହୃତ ଓ ଅଚଳ ଗାଡ଼ି । ଏ ନେଇ ଆଜି ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ । ସେ କହିଛନ୍ତି ଥାନାରେ ଥିବା ଜବତ…
ପୁରୀ ଜଗନ୍ନାଥବଲ୍ଲଭ ମଲ୍ଟିଲେବଲ କାର୍ ପାର୍କିଂରୁ ଖସିଲା ବୋଲେରୋ; ଡ୍ରାଇଭର ଗୁରୁତର
ପୁରୀ (ଆମ ଟିଭି): ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ । ପୁରୀର ଜଗନ୍ନାଥବଲ୍ଲଭ ମଲ୍ଟିଲେବଲ କାର୍ ପାର୍କିଂରୁ ଖସିଲା ବୋଲେରୋ । ଗାଡ଼ି ପାର୍କିଂ ସମୟରେ ଗୋଟିଏ ମହଲାରୁ ତଳକୁ ଖସିଲା…
ସମୁଦ୍ରରେ ବୁଡ଼ି ପର୍ଯ୍ୟଟକ ନିଖୋଜ, ନିଖୋଜ ପର୍ଯ୍ୟଟକ ହାଇଦ୍ରାବାଦର
ପୁରୀ (ଆମ ଟିଭି): ସମୁଦ୍ରରେ ବୁଡ଼ି ପର୍ଯ୍ୟଟକ ନିଖୋଜ । ନିଖୋଜ ପର୍ଯ୍ୟଟକ ହାଇଦ୍ରାବାଦର ବିକାଶ ଚନ୍ଦେ । ପରିବାର ସହ ପୁରୀ ବୁଲିବାକୁ ଆସି ଆଜି ଅପରାହ୍ନରେ ଲାଇଟ୍ ହାଉସ ନିକଟ ବେଳାଭୂମିରେ…