Browsing Category

Uncategorized

ନିଜ ବନ୍ଧୁମାନଙ୍କୁ ‘ଧନବୀର’ କରି ଯୁବକମାନଙ୍କୁ ‘ଅଗ୍ନିବୀର’ କରୁଛନ୍ତି ମୋଦି : ରାହୁଲ

ନୂଆଦିଲ୍ଲୀ(ଆମ ଟିଭି): କେନ୍ଦ୍ର ସରକାର ଆରମ୍ଭ କରିଥିବା ଅଗ୍ନିପଥ ଯୋଜନାର କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେ କହିଛନ୍ତି ନିଜ ବନ୍ଧୁମାନଙ୍କୁ ‘ଧନବୀର’ କରି…

ରାଷ୍ଟ୍ରପତି ନିର୍ବାଚନ: ଆଜି ନାମାଙ୍କନ ଭରିବେ ବିରୋଧୀ ପ୍ରାର୍ଥୀ

ଭୁବନେଶ୍ୱର(ଆମ ଟିଭି): ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନା ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ। ଏହି ଅବସରରେ ବିରୋଧୀ ନିଜର ଶକ୍ତି ପ୍ରଦର୍ଶନ କରିବାକୁ…

ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ

ରାଉରକେଲା(ଆମ ଟିଭି): ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ। ଖାଲି ବୀରେନ୍ଦ୍ର ନୁହଁ ତାଙ୍କ ବାନ୍ଧବୀ ମାନଜିତ ଟେଟେଙ୍କ ନାଁରେ ମଧ୍ଯ ହତ୍ୟା ଅଭିଯୋଗ…

ବିଧାନସଭା ଅଧିବେଶନ ପୂର୍ବରୁ ବଦଳିବେ ବିରୋଧୀ ଦଳ ନେତା

ଭୁବନେଶ୍ଵର(ଆମ ଟିଭି) : ବିଧାନସଭା ଅଧିବେଶନ ପୂର୍ବରୁ ବଦଳିବେ ବିରୋଧୀ ଦଳ ନେତା। ଏନେଇ ବିଜେପି ଦଳର ବିଧାୟକମାନେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ରାଜ୍ୟ ସଭାପତିଙ୍କୁ ପ୍ରସ୍ତାବ…

ଶିବସେନାର ୧୬ ବିଦ୍ରୋହୀ ବିଧାୟକଙ୍କୁ ନୋଟିସ୍ ଜାରି କଲେ ଉପବାଚସ୍ପତି, ମୁମ୍ବାଇ ଓ ଠାଣେରେ ଜାରି ହେଲା ୧୪୪ ଧାରା

ମୁମ୍ବାଇ (ଆମ ଟିଭି): ଥମୁନି ମହାରାଷ୍ଟ୍ର ରାଜନୈତିକ  ସଂକଟ। ଏହାରି ମଧ୍ୟରେ ଆଜି  ଶିବସେନାର ୧୬ ବିଦ୍ରେହୀ ବିଧାୟକଙ୍କୁ ନୋଟିସ୍ ଜାରି କରିଛନ୍ତି ବିଧାସଭା ଉପବାଚସ୍ପତି ନରହରି ଜିରୱାଲ।…

ଦ୍ରୌପଦୀଙ୍କୁ ଜେଡ ପ୍ଲସ ସୁରକ୍ଷା

ନୂଆଦିଲ୍ଲୀ(ଆମ ଟିଭି): ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଜେଡ ପ୍ଲସ ସୁରକ୍ଷା ଯୋଗାଇଛନ୍ତି କେନ୍ଦ୍ର ସରକାର । । ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାଁ…

ଆର୍ଟିଆଇ ପରିସରକୁ ଆସିବ ଭିଜିଲାନ୍ସ ବିଭାଗ:ହାଇକୋର୍ଟ

କଟକ(ଆମ ଟିଭି): ଏଣିକି ଆର୍ଟିଆଇ ପରିସରକୁ ଆସିବ ଭିଜିଲାନ୍ସ ବିଭାଗ । ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟଙ୍କ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତିକୁ…

ସ୍ଥଳସେନାରେ ଅଗ୍ନିବୀର ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ(ଆମ ଟିଭି): ଗୋଟିଏ ପଟେ ସେନାବାହିନୀରେ ନୂତନ ନିଯୁକ୍ତି ନେଇ କେନ୍ଦ୍ର ସରକାର ଆଣିଥିବା ଅଗ୍ନିପଥ ଯୋଜନା ବିରୋଧରେ ଦେଶର ଅନେକ ସ୍ଥାନରେ କ୍ରମାଗତ ବିରୋଧ ପ୍ରଦର୍ଶନ କରୁଥିବାବେଳେ…

କାଲି ଯାଏ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ରାୟ ସଂରକ୍ଷିତ ରଖିଲେ ସୁପ୍ରିକୋର୍ଟ

ନୂଆଦିଲ୍ଲୀ(ଆମ ଟିଭି): ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ରାୟ କାଲି ଯାଏ ସଂରକ୍ଷିତ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଓଡ଼ିଶା ସରକାର ଚଳାଇଥିବା ବେଆଇନ ଉତ୍ଖନନ ଏବଂ…

ଗୋଟିଏ ଦିନରେ ୫ ଜିଲ୍ଲାର ୫୩୨ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ( ଆମ ଟିଭି): ରାଜ୍ୟରେ ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦୭୦ଟି ହାଇସ୍କୁଲର ରୂପାନ୍ତର ହୋଇଥିବା…