ଲାଲୁଙ୍କ ଘରେ ପହଞ୍ଚିଲା ସିବିଆଇ ଟିମ୍

0

ନୂଆଦିଲ୍ଲୀ (ଆମ ଟିଭି): ଲାଲୁଙ୍କ ପିଛା ଛାଡ଼ୁନି ବିବାଦ । ଜମି ବଦଳରେ ଚାକିରି ମାମଲାରେ ତାଙ୍କୁ ପଚରାଉଚରା ପାଇଁ ସିବିଆଇ ଟିମ୍ ଆଜି (ମାର୍ଚ୍ଚ ୭) ଲାଲୁ ଯାଦବଙ୍କ ଘରେ ପହଞ୍ଚିଛି। ଏହି ମାମଲାରେ ସୋମବାର ସିବିଆଇ ତାଙ୍କ ପତ୍ନୀ ରାବ୍ରି ଦେବୀଙ୍କୁ ପାଟନାରେ ପଚରାଉଚରା କରିଥିଲା।

ପ୍ରାୟ ୪ ଘଣ୍ଟା ପାଇଁ ପ୍ରଶ୍ନ ଏବଂ ଉତ୍ତର ଥିଲା ଜ୍ଝ ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କ ନିକଟରେ ହାଜର ହେବା ପାଇଁ ରାଉସ୍ ଆଭେନ୍ୟୁ କୋର୍ଟ ମଧ୍ୟ ସମନ ଜାରି କରିଛନ୍ତି।

Leave A Reply

Your email address will not be published.