କେନ୍ଦ୍ର ସରକାରଙ୍କ ନିଷ୍ପତି, ବନ୍ଦ ହେବ ଚାଟଜିପିଟି, ଡିପସିକ୍

0

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି । ବନ୍ଦ ହେବ ଚାଟଜିପିଟି ଓ ଡିପସିକ୍‌ । ସରକାରଙ୍କ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରର ଗୋପନୀୟତା ନଷ୍ଟ ହେଉଥିବା ଅଭିଯୋଗରେ ଏହି ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର। ଚାଟଜିପିଟି ଓ ଡିପସିକ୍‌ ବ୍ୟବହାର କରି କେନ୍ଦ୍ର କର୍ମଚାରୀମାନେ ସହଜରେ କାମ କରୁଛନ୍ତି । କିନ୍ତୁ ଏସବୁର ଫାଇଦା ଉଠାଉଛନ୍ତି ସାଇବର ଠକ।

ତେବେ ଚାହିଁଲେ ଏହି ଟୁଲ ବ୍ୟକ୍ତିଗତ ଲାପଟପ୍‌ରେ ବ୍ୟବହାର କରିପାରିବେ କିନ୍ତୁ ଅଫିସ କମ୍ପ୍ୟୁଟରରେ ନୁହେଁ ବୋଲି କହିଛି ମନ୍ତ୍ରଣାଳୟ ।

Leave A Reply

Your email address will not be published.