ନିଲାମ ହେବ ଦାଉଦର ସମ୍ପତ୍ତିି

0

ନୂଆଦିଲ୍ଲୀ (ଆମ ଟିଭି): ଦାଉଦ କୁ ନେଇ ପୁଣି ଏକ ବଡ ଖବର ଆସି ପହଞ୍ଚିଛି । ନିଲାମ ହେବ ଦାଉଦର ସମ୍ପତ୍ତିି । ମହାରାଷ୍ଟ୍ର ରତ୍ନଗିରିରେ ଥିବା ଦାଉଦର ସମ୍ପତିକୁ ଜାନୁଆରୀ ୫ରେ ନିଲାମ କରାଯିବ ବୋଲି ସୂଚନା ମିଳିଛି । ଏଥିସହ ମୁମ୍ବାଇରେ ଥିବା କିଛି ସମ୍ପତିକୁ ମଧ୍ୟ ବିଦେଶୀ ମୁଦ୍ରା ଅଧିନିୟମ ବା ଫେମା ଆଧାରରେ ନିଲାମ କରାଯିବ ।

ପୂର୍ବରୁ ଅଣ୍ଡରୱାଲ୍ଡ ଡନର ୧୧ରୁ ଅଧିକ ବେଶ ଦାମରେ ସମ୍ପତିକୁ ନିଲାମ କରାଯାଇଛି । ପରେ ୨୦୨୦ ମସିହାରେ ଆଉ ଦୁଇଟି ବହୁ ମୂଲ୍ୟ ବଙ୍ଗଳା ଓ ଦୁଇଟି ପେଟ୍ରୋଲ ନମ୍ପୀକୁ ନିଲାମ କରାଯାଇଥିଲା । ଏପରିକି ତା ଭଉଣୀ ସମ୍ପତି ମଧ୍ୟ ଜବତ ସହ ନିଲାମ କରାଯାଇଛି । ଏଇଠି କହି ରଖୁଛ ଦାଉଦ ହେଉଛି ଦୁନିଆର ୨ୟ ସବୁଠୁ ଧନୀ ଗ୍ୟାଙ୍ଗଷ୍ଟର । ଦେଶବିଦେଶରେ ଦାଉଦ ବେନିମୟ ତରିକାରେ ବ୍ୟବସାୟ ସାମ୍ରାଜ୍ୟ ଚଳାଇଛି ।

Leave A Reply

Your email address will not be published.