ଦିଲ୍ଲୀରେ ଜାରି ରହିବ ବିଜୁଳିରେ ମିଳୁଥିବା ସବସିଡି

0

ନୂଆଦିଲ୍ଲୀ(ଆମ ଟିଭି): ଦିଲ୍ଲୀର ବିଦ୍ୟୁତ୍ ମନ୍ତ୍ରୀ ଆତିଶି କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲ ସରକାରରେ ଆସନ୍ତା ବର୍ଷରେ ମଧ୍ୟ ବିଦ୍ୟୁତ ସବସିଡି ସମ୍ପର୍କିତ ପ୍ରସ୍ତାବକୁ କ୍ୟାବିନେଟ ପାରିତ କରିଛି, ଅର୍ଥାତ ଦିଲ୍ଲୀରେ ୨୦୦ ୟୁନିଟ୍ ବିଦ୍ୟୁତ୍ ମୁକ୍ତ ରହିବ।

ସେ କହିଛନ୍ତି ଯେ ୨୦୦ ରୁ ୪୦୦ ୟୁନିଟ୍ ପର୍ୟ୍ୟନ୍ତ ୫୦ ପ୍ରତିଶତ ରିହାତି ମଧ୍ୟ ଜାରି ରହିବ। ଏହା ସହିତ କୃଷକମାନଙ୍କ ପାଇଁ ମାଗଣା ବିଦ୍ୟୁତ୍ ମଧ୍ୟ ଜାରି ରହିବ ଜ୍ଝ

Leave A Reply

Your email address will not be published.