ଟ୍ୱିଟର ବୋର୍ଡ କମିଟିରୁ ସମସ୍ତଙ୍କୁ ବିଦା କଲେ ଏଲନ ମସ୍କ

0

ନୂଆଦିଲ୍ଲୀ (ଆମ ଟିଭି): ଟ୍ୱିଟର ଏବେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ହାତରେ । ଏଲନ ମସ୍କ ଟ୍ୱିଟରକୁ ହାତକୁ ନେବା ପରେ ଆରମ୍ଭ ହୋଇଛି ତାଙ୍କ ଆକ୍ସନ । ପ୍ରଥମେ ପୂର୍ବତନ ସିଇଓ ପରାଗ୍ ଅଗ୍ରୱାଲଙ୍କ ସମେତ କିଛି ଅଧିକାରୀଙ୍କୁ ବିଦା କରିବା ପରେ ଏବେ ଟ୍ୱିଟର ବୋର୍ଡ କିମଟିରୁ ସବୁ ସଦସ୍ୟଙ୍କକୁ କାଢି ଦେଇ ସବୁ ଦାୟିତ୍ୱ ଏଲନ୍ ନିଜେ ନେଇଥିବା ଜଣାପଡିଛି ।

ଏଲନମସ୍କ ଗତ ଅକ୍ଟୋବର ୨୮ ତାରିଖରେ ଟ୍ବିଟର୍ର ମାଲିକ ବନିବା ପରେ ଅନେକ କିଛି ପରିବର୍ତ୍ତନ ହେବାରେ ଲାଗିଛି। ସେ ମାଲିକ ମନିବା ପରେ ହିଁ କମ୍ପାନିର ସିଇଓ ପରାଗ ଅଗ୍ରୱାଲ୍, ସିଏଫ୍ଓ ନେଡ୍ ସେଗଲ୍ ଓ ଲିଗାଲ୍ ଆଫେରୟାର୍ ପଲିସି ହେଡ୍ ବିଜୟା ଗାଡ଼େଙ୍କ କମ୍ପାନିରୁ କାଢ଼ି ଦେଇଛନ୍ତି।

Leave A Reply

Your email address will not be published.