ହାଇ କୋର୍ଟ ଦ୍ବାରସ୍ଥ ହେଲେ ଅନୁଭବ

0

ଭୁବନେଶ୍ୱର : ନିରାଶ ହେବା ପରେ ଏବେ  ହାଇକୋର୍ଟ ଗଲେ ସାଂସଦ ବା ଅଭିତା  ଅନୁଭବ ମହାନ୍ତି । ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲାରେ ସାଂସଦ ଅନୁଭବ ମହାନ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଫ୍ୟାମିଲି କୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଅପିଲ କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ପୂର୍ବରୁ ଫ୍ୟାମିଲି କୋର୍ଟ ଅନୁଭବଙ୍କ ମାମଲାକୁ ଖାରଜ କରିଥିଲେ । ଯାହାକୁ ନେଇ ନେଇ ପୁଣି ଥରେ ହୋଇକୋର୍ଟ ଯାଇଛନ୍ତି ଅନୁଭବ ।

 

Leave A Reply

Your email address will not be published.