ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣିମା ଓ ହାତୀବେଶ ପାଇଁ ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି । ଗୋପାଳତୀର୍ଥ ଓ ରାଘବ ଦାସ ମଠ ପକ୍ଷରୁ ଯୋଗାଯାଉଛି ସେବା ନ୍ୟୁଜ୍

0

ଦୁଇ ଦିନ ପରେ ଦେବସ୍ନାନ ପୂର୍ଣ୍ଣିମା । ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଏହାକୁ ନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି । ମହାପ୍ରଭୁଙ୍କ ହାତୀବେଶକୁ ପ୍ରସ୍ତୁତ କରିଥାନ୍ତି ପୁରୀର ରାଘବଦାସ ମଠ ଓ ଗୋପାଳ ତୀର୍ଥ ମଠ । ଏହି କାମରେ ସୋଲ କାରିଗର, ଦର୍ଜି, ଚିତ୍ରକର ଓ ମାଳି ଏକତ୍ର କାମ କରିଥାନ୍ତି । ବହୁ ପୁରାତନ କାଳରୁ ଚାଲି ଆସୁଥିବା ଏହି ପରମ୍ପରାକୁ ମଠ ପକ୍ଷରୁ ବଜାୟ ରହିଛି । ସ୍ନାନମଣ୍ଡପରେ ଶ୍ରୀଜିଉଙ୍କ ସ୍ନାନ ନୀତି ପରେ ହାତୀବେଶ ବା ଗଜାନନ ବେଶ କରାଯାଇଥାଏ ।

Leave A Reply

Your email address will not be published.