କାହିଁକି ଆମାଜନ୍ ତାହା କର୍ମଚାରୀଙ୍କୁ କରିଥିଲା ଛଟେଇ,ଜାଣିଛନ୍ତି ଜାଣନ୍ତୁ

0

ନୂଆଦିଲ୍ଲୀ: ଆର୍ଥିକ ଓ ବ୍ୟବସାୟିକ ମାନ୍ଦାବସ୍ଥାର ଭୟଙ୍କର ପ୍ରଭାବ। କର୍ମଚାରୀଙ୍କୁ ବିଦା କରିବ ଆମାଜନ୍‌। ଏନେଇ କମ୍ପାନୀ ସ୍ପଷ୍ଟ କରିଛି। ପ୍ରାୟ ୧୦,୦୦୦ କର୍ମଚାରୀଙ୍କକୁ କମ୍ପାନୀ ଛଟେଇ କରିବ। କମ୍ପାନୀ ବ୍ୟବସାୟିକ ଘାଟା ସହୁଥିବାରୁ ଖର୍ଚ୍ଚ କାଟ ପାଇଁ ଏଭଳି ନିଷ୍ପତ୍ତି ନେଇଛି। ଚଳିତ ବର୍ଷ ବିଶ୍ୱବ୍ୟାପି ଥିବା କମ୍ପାନୀର ବିଭିନ୍ନ ଶାଖାରେ ୧୦,୦୦୦ କର୍ମଚାରୀଙ୍କୁ ବିଦା କରିବ କମ୍ପାନୀ। ବୁଧବାରଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ସାମଗ୍ରିକ ଅର୍ଥନୈତିକ କୁପ୍ରଭାବ ଯୋଗୁଁ କର୍ମଚାରୀ ଛଟେଇ କରିବାକୁ ନିଶ୍ଚିତ କରିଛି।

ଆମାଜନ୍‌ ଔପଚାରିକ ଭାବେ ଜାରି କରିଥିବା ବିବୃତିରେ ‘ଡିଭାଇସେସ୍‌ ଆଣ୍ଡ୍‌ ସର୍ଭିସେସ୍‌’ର ବରିଷ୍ଠ ଉପାଧ୍ୟକ୍ଷ ଡେଭିଡ୍‌ ଲିମ୍ପ୍‌ ସୁନିଶ୍ଚିତ କରିଛନ୍ତି ଯେ, ଛଟେଇ ହେବାକୁ ଥିବା କର୍ମଚାରୀମାନଙ୍କୁ କମ୍ପାନୀନୋଟିସ ପଠାଇ ସାରିଛି। ‘ଆମାଜନ୍‌’ ଔପଚାରିକ ଭାବେ ଜାରି କରିଥିବା ବିବୃତିରେ ‘ଡିଭାଇସେସ୍‌ ଆଣ୍ଡ୍‌ ସର୍ଭିସେସ୍‌’ର ବରିଷ୍ଠ ଉପାଧ୍ୟକ୍ଷ ଡେଭିଡ୍‌ ଲିମ୍ପ୍‌ ସୁନିଶ୍ଚିତ କରିଛନ୍ତି ଯେ, ଛଟେଇ ହେବାକୁ ଥିବା କର୍ମଚାରୀମାନଙ୍କୁ କମ୍ପାନି ନୋଟିସ ପଠାଇ ସାରିଛି।

Leave A Reply

Your email address will not be published.